Browsing Category

ଓଡ଼ିଶା

ଭଦ୍ରକରେ ଦୁର୍ଘଟଣା : ଟ୍ରକ ଧକ୍କାରେ ୫ ଜଣ ଛାତ୍ର ମୃତ

ଭଦ୍ରକ ଜିଲ୍ଲା ରାଣୀତାଲ ଠାରେ ଘଟିଛି ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା। ସ୍କୁଲ ଛୁଟି ହେବା ପରେ ଘରକୁ ଫେରୁଥିବା ବାଟରେ, ରାସ୍ତା ପାରି ହେଉଥିବା ସମୟରେ ଗୋଟିଏ ଟ୍ରକ ଧକ୍କାରେ ୫ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି।…
Read More...

ଧର୍ମେନ୍ଦ୍ର-ଟିଟୋଙ୍କ ଲିଙ୍କ ସନ୍ଦେହ : ଧର୍ମେନ୍ଦ୍ରଙ୍କୁ ଇସ୍ତଫା ପାଇଁ ଦାବୀ କଲା ବିଜେଡି

ଧର୍ମେନ୍ଦ୍ର ପ୍ରଧାନ ଓ ଟିଟୋଙ୍କ ମଧ୍ୟରେ ଲିଙ୍କ ଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ପ୍ରତାପ ଦେବ । ଟିଟୋଙ୍କୁ ଗ୍ୟାଙ୍ଗଷ୍ଟାର ଭାବରେ ଗଣାଯାଉଥିବା ବେଳେ ପେଟ୍ରୋଲ ପମ୍ପ ପାଇଁ କିପରି ପରାମର୍ଶ…
Read More...

ନିୟନ୍ତ୍ରଣ ହରାଇ କାନ୍ଥରେ ପିଟି ହେଲା ଟ୍ରକ୍: ୧ ମୃତ,୪ ଆହତ

ବିହାରର ପାଟଣାରୁ ଏକ ଘରୋଇ ଟେଲିକମ୍ କମ୍ପାନୀର କେବୁଲ ଏବଂ ଅନ୍ୟାନ୍ୟ ଉପକରଣ ଭର୍ତ୍ତି ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ କାନ୍ଥରେ ପିଟି ହୋଇ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଫଳରେ ଜଣକର…
Read More...

ବାଚସ୍ପତି ସୁମିତ୍ରା ଗ୍ରହଣ କଲେ ବୈଜୟନ୍ତଙ୍କ ଇସ୍ତଫା

ବହୁ ପୂର୍ବରୁ MP ବୈଜୟନ୍ତ ପଣ୍ଡାଙ୍କ ଆବେଦିତ ଇସ୍ତଫାକୁ ଆଜି ଗ୍ରହଣ କରିଛନ୍ତି ବାଚସ୍ପତି ସୁମିତ୍ରା ମହାଜନ । ଓଡିଶା ବିଜେଡି ପକ୍ଷରୁ ଲୋକ ସଭାକୁ ନିର୍ବାଚିତ ହୋଇଥିବା ବୈଜୟନ୍ତ ମୌସୁମୀ ଅଧିବେଶନ ପୂର୍ବରୁ…
Read More...

କଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଚିଠି ଲେଖିଲେ ଅଭିନେତ୍ରୀ ରିଚା ?

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବଲିଉଡ ଅଭିନେତ୍ରୀ ରିଚା ଚଢା । ଯେଉଁଥିରେ ହାତୀ ବଞ୍ଚାଅ ଅଭିଯାନ ବିଷୟରେ ଲେଖାଯାଇଛି । ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରୁଥିବା ଅନେକ ହାତୀଙ୍କୁ ନେଇ…
Read More...

ପୋଲିସ ଗୁଳିରେ ୭ ମାଓବାଦୀ ମୃତ, ମାଓସାମଗ୍ରୀ ଜବତ

0ଆଜି ସକାଳ ସାଢେ ୬ଟା ସମୟରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେଓ୍ଵାଡା- ବିଜାପୁର ମଧ୍ୟବର୍ତ୍ତୀ ଗାଙ୍ଗଲୁର ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲ ମଧ୍ୟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ…
Read More...

୨୪ଘଣ୍ଟା ମଧ୍ୟରେ ବର୍ଷା ହେବାର ସତର୍କ ସୂଚନା

ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ବର୍ଷା ସହ ବିଜୁଳି ହେବାର ସତର୍କ ସୂଚନା କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବର୍ଷା ହେବା ସହିତ…
Read More...

‘ଛେରାପହଁରା’କୁ ‘ସ୍ୱଚ୍ଛ ଭାରତ’ ସହ ତୁଳନା କରି ବିବାଦରେ ଧର୍ମେନ୍ଦ୍ର

ପବିତ୍ର ରଥଯାତ୍ରା ପୁର୍ବରୁ ଅନୁଷ୍ଠିତ ହେଉଥିବା ଛେରାପହଁରା କାର୍ଯ୍ୟକ୍ରମକୁ ମୋଦିଙ୍କ ସ୍ୱଚ୍ଛ ଭାରତ ସ୍ଲୋଗାନ ସହ ତୁଳନା କରି ଏବେ ବିବାଦ ଘେରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାକି ମହାପ୍ରଭୁଙ୍କୁ…
Read More...

ମାଛରେ ନାହିଁ ଫର୍ମାଲିନ୍ : ମତ୍ସ୍ୟ ବିଭାଗ ତରଫରୁ ସ୍ପଷ୍ଟ

ମାଛରେ ଫର୍ମାଲିନ୍ ମିଶିବା ନେଇ ଚାରିଆଡେ ଆତଙ୍କ ଖେଳିଯାଇଥିଲା । ଗୋଟିଏ ଚାନ୍ଦି ମାଛରେ ଫର୍ମାଲିନ ଥିବା ଘଟଣାକୁ କେନ୍ଦ୍ର କରି ଅଭିଯୋଗ ଆସିବା ପରେ ବିଭିନ୍ନ ସ୍ଥାନରୁ ମାଛର ନମୂନା ସଂଗ୍ରହ କରି ପରୀକ୍ଷାଗାରକୁ…
Read More...

ଶ୍ରମିକଙ୍କ ମୃତ୍ୟୁରେ କ୍ଷତିପୂରଣ ଦାବି ନେଇ ଧାରଣା

ଶ୍ରମିକ ବନ୍ଧୁଙ୍କ ମୃତ୍ୟୁରେ ବିଭିନ୍ନ କ୍ଷତିପୂରଣ ଦାବି ନେଇ ଆଜି ଧାରଣାରେ ବସିଛନ୍ତି ଶ୍ରମିକମାନେ । ସୂଚନା ଅନୁସାରେ, ଗତକାଲି ଯାଜପୁର ରୋଡ ମାଲଗୋଦାମଠାରେ ଟ୍ରକ୍ ଧକ୍କାରେ ଜଣେ ଶ୍ରମିକର ମୃତ୍ୟୁ ହୋଇଥିଲା । ଏନେଇ…
Read More...