ଦୋକାନରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ,ଜଣେ ଗୁରୁତର
ମାଲକାନଗିରି(ଅପୂର୍ଵ ଥଣ୍ଡର) : ମାଲକାନଗିରି ସହର ଟିନା ଗ୍ୟାରେଜ ଛକ ନିକଟସ୍ଥ ଦେବନାଥ ବେକେରୀ ଦୋକାନରେ ନିଆଁଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ସୂଚନାରୁ ପ୍ରକାଶ ଯେ କୌଣସି ଏକ କାରଣରୁ ଦୋକାନରେ ପ୍ରଥମେ…
Read More...
Read More...