Browsing Category

ଦେଶ – ବିଦେଶ

ନିର୍ବାଚନ ପରିଚାଳନା ନିୟମରେ ବଡ଼ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

ନିର୍ବାଚନ ପରିଚାଳନା ନିୟମରେ ଗୋଟିଏ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ସିସିଟିଭି ଫୁଟେଜ୍ ଓ ଭିଡିଓ ରେକର୍ଡିଂ ଭଳି କେତେକ ଇଲେକ୍ଟ୍ରୋନିକ୍ ଡକ୍ୟୁମେଣ୍ଟର ସର୍ବସାଧାଣ ତନଖି ଉପରେ ଲାଗିଛି ରୋକ। ପୂର୍ବରୁ…
Read More...

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା

ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସଞ୍ଜୟ ମାଲହୋତ୍ରା। କେନ୍ଦ୍ର ଅର୍ଥ ବିଭାଗର ରାଜସ୍ବ ସଚିବ ଦାୟିତ୍ବ ଛାଡ଼ି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ…
Read More...

ପୁଣି ଅଶାନ୍ତ ପଶ୍ଚିମବଙ୍ଗ, ଇଣ୍ଟରନେଟ ସେବା ବନ୍ଦ

ପୁଣି ଅଶାନ୍ତ ପଶ୍ଚିମବଙ୍ଗ। ଏଠାକାର ମୁର୍ସିଦାବାଦ ଜିଲ୍ଲା ପୁଣି ଥରେ ସାମ୍ପ୍ରଦାୟିକ ହିଂସାକୁ ନେଇ ଚର୍ଚ୍ଚାକୁ ଆସିଛି। ମୁର୍ସିଦାବାଦର ବେଲଡାଙ୍ଗା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଯାହା ପରେ…
Read More...

ଭୟଙ୍କର ବାୟୁ ପ୍ରଦୂଷଣ GRPA 4ଲାଗୁ

ବାୟୁ ପାଲଟି ଗଲାଣି ବିଷ। ଯୁଆଡେ ଦେଖିବ ସିଆଡେ କେବଳ ଧୂଆଁ ଆଉ ଧୂଆଁ। ଗ୍ୟାସ୍‌ ଚାମ୍ବର ପାଲଟିଲା ରାଜଧାନୀ। ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ। ବାୟୁର ମାନ ସିଭିୟର୍ ପ୍ଲସ୍ ବା ଅତି ଖରାପ ବର୍ଗରେ ପହଁଞ୍ଚିଛି।…
Read More...

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ୬ ଭାରତୀୟ ବଂଶୋଦ୍ଭବ ବିଜୟୀ

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ସକାଳେ ମତଦାନ ଶେଷ ହୋଇଛି। ମତଦାନ ଶେଷ ପରେ କଂଗ୍ରେସର ପ୍ରତିନିଧି ସଭା ଓ ସିନେଟ୍‌କୁ ନିର୍ବାଚିତ ହୋଇଥିବା ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି। ଘୋଷିତ ଫଳାଫଳ ଅନୁଯାୟୀ…
Read More...

ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ପୁନଃ ଲାଗୁ ସମ୍ପର୍କିତ ପ୍ରସ୍ତାବ ବିଧାନସଭାରେ ଗୃହୀତ

ଜାମ୍ମୁ-କାଶ୍ମୀରରେ ଧାରା ୩୭୦କୁ ପୁନର୍ବାର ଲାଗୁ କରାଯିବା ସମ୍ପର୍କିତ ଏକ ପ୍ରସ୍ତାବ ବୁଧବାର ବିଧାନସଭାରେ ଗୃହୀତ ହୋଇଛି। ଗୃହୀତ ପ୍ରସ୍ତାବ ଅନୁଯାୟୀ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଧାରା ୩୭୦କୁ ପୁନର୍ବାର ଲାଗୁ…
Read More...

ବିଶ୍ୱରେ ଶାନ୍ତି ଫେରାଇବେ ଟ୍ରମ୍ପ; ବିଜୟ ପରେ ଯୁଦ୍ଧକୁ ନେଇ ଦେଲେ ବଡ଼ ବୟାନ

ଡୋନାଲ୍ଡ ଟ୍ରମ୍ପ ପୁଣି ହ୍ଵାଇଟ ହାଉସରେ ପ୍ରବେଶ କରିବାକୁ ଯାଉଛନ୍ତି। ତାଙ୍କ ବିଜୟ ଅଭିଭାଷଣରେ ସେ ସୂଚାଇ ଦେଇଛନ୍ତି ଯେ ଏକ ପ୍ରମୁଖ ନୀତିଗତ ନିଷ୍ପତ୍ତିରେ ସେ ବିଶ୍ୱରେ ଯୁଦ୍ଧ ସମାପ୍ତ କରିବାକୁ କାର୍ଯ୍ୟ କରିବେ।…
Read More...

ବାଣଫୁଟା କଟକଣା ଉଲ୍ଲଂଘନ: ଦିଲ୍ଲୀ ସରକାର, ପୁଲିସ ମୁଖ୍ୟଙ୍କୁ କୈଫିୟତ ତଲବ କଲେ ସୁପ୍ରିମକୋର୍ଟ

ବାୟୁ ପ୍ରଦୂଷଣ ରୋକିବାକୁ ଦିଲ୍ଲୀରେ ବାଣ ବିକ୍ରି ଓ ବାଣଫୁଟା ଉପରେ କଟକଣା ଜାରି କରାଯାଇଥିଲା। ଏହାସତ୍ତ୍ବେ ଗତ ଗୁରୁବାର ଦୀପାବଳି ଉପଲକ୍ଷେ ସହରରେ ପ୍ରବଳ ବାଣ ଫୁଟାଯାଇଥିବାରୁ ପ୍ରଦୂଷଣ ସ୍ଥିତି ସାଂଘାତିକ…
Read More...

ୟୁପି, କେରଳ ଓ ପଞ୍ଜାବ ବିଧାନସଭା ଉପନିର୍ବାଚନ: ଭୋଟଗ୍ରହଣ ତାରିଖ ୧୩ରୁ ୨୦କୁ ଘୁଞ୍ଚିଲା

ବିଭିନ୍ନ ରାଜନୈତିକ ଦଳଙ୍କ ଅନୁରୋଧ ରକ୍ଷାକରି ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ଉତ୍ତର ପ୍ରଦେଶ (ୟୁପି), କେରଳ ଓ ପଞ୍ଜାବର ମୋଟ ୧୪ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନକୁ ନଭେମ୍ବର ୧୩ରୁ ୨୦କୁ ଘୁଞ୍ଚାଇ…
Read More...

ବାଂଲାଦେଶରେ ହିନ୍ଦୁ ଆନ୍ଦୋଳନକୁ ଭଣ୍ଡୁର ଯୋଜନା, ସାଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁମାନେ ଚଳାଇଥିବା ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର ୧୮ଜଣ ସାଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି। ସାଧୁମାନେ…
Read More...