Browsing Category

ଦଶହରା

ସୂର୍ଯ୍ୟ ରଥ ତୋରଣରେ ମା’

ଭୁବନେଶ୍ୱର : ଚଳିତ ବର୍ଷ ୬୧ ବର୍ଷରେ ପଦାର୍ପଣ କରୁଛି ୟୁନିଟ-୧ ଶ୍ରୀ ଶ୍ରୀ ମହାଦେବ ଦୁର୍ଗାପୂଜା କମିଟି । ନିଆରା ଶୌଳୀରେ ପୂଜା କରି ଚର୍ଚ୍ଚାରେ ରହିଆସୁଥିବା ଏହି କମିଟି ଚଳିତ ବର୍ଷ ବେଶ ଆଡମ୍ବପୂର୍ଣ୍ଣ ପୂଜା…
Read More...

ପୂଜାରେ ବୁଲିବ ମୋଟର ସାଇକେଲ

ଭୁବନେଶ୍ୱର : ଦୁଇ ବର୍ଷ ପରେ କଟକଣାମୁକ୍ତ ଦୁର୍ଗାପୂଜା ଅନୁଷ୍ଠିତ ହେବ । ଫଳରେ ଚଳିତ ବର୍ଷ ପୂଜାରେ ଅଧିକ ଜନଗହଳି ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ ପଦକ୍ଷପ ଗ୍ରହଣ…
Read More...

ପୂଜାରେ ଆକର୍ଷଣ ସାଜିବ ମହୀଶୂର ଲଳିତା ମହଲ

ଭୁବନେଶ୍ୱର: ୧୯୬୩ ମସିହାରୁ ଆରମ୍ଭ ହୋଇଥିବା ବମିଖାଲ ଦୁର୍ଗା ପୂଜା ଚଳିତ ବର୍ଷ ୬୦ ବର୍ଷରେ ପର୍ଦାଣ କରୁଛି । ରାଜଧାନୀର ଅନ୍ୟ ତମ ପୁରୁଣା ଦୁର୍ଗା ପୂଜା ପ୍ରସିଦ୍ଧ ଲାଭ କରିଥିବା ଏହି ପୂଜାରେ ପ୍ରତି ବର୍ଷ ମନୋଲଭା…
Read More...

ଭସାଣିରେ ଦୁଲୁକିବ ନାସିକ ଢୋଲ

ଭୁବନେଶ୍ୱର : ଭୁବନେଶ୍ୱର ଅନ୍ୟତମ ପ୍ରାଚୀନ ଦୁର୍ଗାୂଜା ଭାବେ ଖ୍ୟାତି ଅର୍ଜନ କରିଥିବା ହାଟସାହି ପୁଜା ଚଳିତ ବର୍ଷ ୭୨ ବର୍ଶରେ ପହଞ୍ôଚବ । ୧୯୫୧ ମସିହାରୁ ହୋଇଆସୁଥିବା ଏହି ପୂଜାରେ ମା ମହିଷାମର୍ଦ୍ଦିନୀଙ୍କ ପୂଜା…
Read More...

ପୁଲିସ ଭବନ ତୋରଣରେ ପୂଜା ପାଇବେ ମା

ଭୁବନେଶ୍ୱର : ଏଥର ପୁଲିସ ଭବନରେ ପୂଜା ପାଇବେ ମା ଦଶ ଭୁଜା ଦୁର୍ଗା । ବୀର ସୁରେନ୍ଦ୍ର ସାଏ ନଗର ସାର୍ବଜନନୀ ଦୁର୍ଗାୂଜା କମିଟି କ୍ଷରୁ ଏହି ମଡେଲର ତୋରଣ ନିର୍ମାଣ କର।।ଉଛି । କମିସନରେଟ ପୁଲିସ ସେବା ଭବନ ର…
Read More...

ମା’ଙ୍କର ଅତି ପ୍ରିୟ ମନ୍ଦାର ଫୁଲ

ସବୁବେଳେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭକ୍ତ ଟିଏ ବିଭିନ୍ନ ପ୍ରକାରର ଚେଷ୍ଟା କରିଥାଏ । ଭକ୍ତ ଓ ଭଗବାନଙ୍କ ମଝିରେ ପୂଜାକୁ ମାଧ୍ୟମ କରିଥାଏ ଭକ୍ତ । କେଉଁ ଫୁଲ ଦେଇ ମାଙ୍କୁ ଆରାଧନା କରିବ ଭକ୍ତ । ଫୁଲ ମଧ୍ୟରୁ…
Read More...

ଐତିହାସିକ ପ୍ୟାଲେସରେ ବିରାଜିବେ ମା’ ଦୁର୍ଗା

ଭୁବନେଶ୍ୱର: ଦୁଇ ବର୍ଷର ବ୍ୟବଧାନ ରେ ଏଥରେ ମଣ୍ଡରେ ବିରାଜିବେ ମା ଜଗଜ୍ଜନନୀ ଦୁର୍ଗା । ଚଳିତବର୍ଷ ମା ଙ୍କ ଦୁର୍ଗାଙ୍କ ପୂଜାକୁ ବେଶ ଆଡମ୍ବର ସହକାରେ ପାଳନ କରିବାକୁ ରାଜଧାନୀ ସବୁ ପୂଜା କମିଟି ସଜବାଜ ହୋଇଗଲେଣି ।…
Read More...

ମା’ଙ୍କ ପାଇଁ ଉତ୍ସବମୁଖର ରାଜଧାନୀ

ଭୁବନେଶ୍ୱର : ପ୍ରତିବର୍ଷ ପଳାସୁଣି ପୂଜା କମିଟି ପକ୍ଷରୁ କିଛି ନା କିଛି ନୂଆ ଓ ନିଆରା ତୋରଣ କରଯାଏ । ରାଜ୍ୟର ରାଜଧାନୀ ପ୍ରବେଶ ପଥରେ କର।ଯା।ଉଥିବାରୁ ଏହା ସବୁ ବେଳେ ଆକର୍ଷଣୀୟ କରିବାକୁ ଉଦ୍ୟମ କର।।ଏ । ୧୯୮୪…
Read More...

ଐତିହାସିକ କଟକ ସହରରେ ଦୁର୍ଗା ପୂଜା

ଦୁର୍ଗା ପୂଜା କଥା କହିଲେ ଆମେ ପ୍ରଥମେ କଟକ ସହରର ପୂଜା କଥା ମନେ ପଡ଼ିଯାଏ। ପୂଜାକୁ ନେଇ ବେଶ ସରଗରମ ହୋଇଥାଏ ଏହି ତାରକସି ସହର । ନିଜର ସସ୍କୃତି ଓ ପରମ୍ପରା ଜାବୁଡି ଧରିଥିବା ଏହି ପୁରାତନ ସହର । ହଜାର ବର୍ଷର…
Read More...

ଏଥର ପୂଜାରେ ଜମିବ ଦାଣ୍ଡିଆ ନୃତ୍ୟ

ଭୁବନେଶ୍ୱର : ଆସୁଛନ୍ତି ଜଗତଜନନୀ ମା ଦୁର୍ଗା । ଦୀର୍ଘ ଦୁଇ ବର୍ଷ ରେ ଖୁବ ଧୁମଧାମରେ ପାଳନ ହେବ ସାରଦୀୟ ଦୁର୍ଗା ପୂଜା । ସେଥି ପାଇଁ ଶ୍ରଦ୍ଧାଳୁ ବେଶ ଉତ୍ସାହିତ । ଏଥି ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି…
Read More...