ମା’ଙ୍କ ପାଇଁ ଉତ୍ସବମୁଖର ରାଜଧାନୀ

ଭୁବନେଶ୍ୱର : ପ୍ରତିବର୍ଷ ପଳାସୁଣି ପୂଜା କମିଟି ପକ୍ଷରୁ କିଛି ନା କିଛି ନୂଆ ଓ ନିଆରା ତୋରଣ କରଯାଏ । ରାଜ୍ୟର ରାଜଧାନୀ ପ୍ରବେଶ ପଥରେ କର।ଯା।ଉଥିବାରୁ ଏହା ସବୁ ବେଳେ ଆକର୍ଷଣୀୟ କରିବାକୁ ଉଦ୍ୟମ କର।।ଏ । ୧୯୮୪ ମସିହାରୁ ଦୀର୍ଘ ୩୮ ବର୍ଷ ଧରି ଏଠାରେ ମା ଙ୍କର ଏମିତି ଢଙ୍ଗରେ ପୂଜା ହୋଇଆସୁଥିବା ବେଳେ ଏଥର କିନ୍ତୁ ଏଠାରେ ଦେଖିବାକୁ ମିଳିବ କେରଳର ପ୍ରସିଦ୍ଧ ଭଡାକୁନାଥନ୍‌ ମିନ୍ଦିରର ମଡେଲ ।

ପୂଜା ମଣ୍ଡପରେ ମିର୍ମାଣ କରାଯାଉଥିବା ତୋରଣରେ ବିରାଜିବେ ମା । ଏହି ମନ୍ଦିର ମଡେଲ ୫୦ଉଚ୍ଚତା ଫୁଟ ଓ ଓସାର ୫୦ ବିଶିଷ୍ଟ ହେବ ତୋରଣ । ଏଥିାଇ ୩୦୦ରୁ ଅଧିକ ବଙ୍ଗୀୟ କାରିଗର ନିର୍ମାଣ କରିବାରେ ଲାଗିପଡିଛନ୍ତି । ସେହିପରି ୨୦ ଫୁଟ ଉକଚ୍ଚତାର ମୃଣ୍ମୟୀ ମୃର୍ତ୍ତି ମିର୍ମାଣ ଚାଲିଛି । ଏହି ସୁନ୍ଦର ତୋରଣ ସାଙ୍ଗକୁ ଝିଲ୍‌ମିଲ୍‌ ଲାଇଟ୍‌ ପରିବେଷକୁ ଆକର୍ଷଣ ପାଲଟିବ । ଶ୍ରଦ୍ଧାଳୁମାନଙ୍କ ପାଇଁ ତିନି ଦିନ ଭଜନ ସମାରୋହ ଓ ମେଲଡି ଆଦି ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଚାଲିବ ।

Comments are closed.