କଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଚିଠି ଲେଖିଲେ ଅଭିନେତ୍ରୀ ରିଚା ?

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବଲିଉଡ ଅଭିନେତ୍ରୀ ରିଚା ଚଢା । ଯେଉଁଥିରେ ହାତୀ ବଞ୍ଚାଅ ଅଭିଯାନ ବିଷୟରେ ଲେଖାଯାଇଛି । ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରୁଥିବା ଅନେକ ହାତୀଙ୍କୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହିତ କେଉଁ ଉପାୟରେ ଏହି ସମସ୍ୟାର ସମାଧାନ ହୋଇପାରିବ ସେନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରିଚା । ହାତୀ ଟ୍ରେନ୍ ଲାଇନ ଅତିକ୍ରମ କରୁଥିବା ସମ୍ପର୍କରେ ଫରେଷ୍ଟ ଗାର୍ଡ ଆଗୁଆ ଟ୍ରେନ୍ ଚାଳକଙ୍କୁ ଅବଗତ କରିବା ଦ୍ୱାରା ହାତୀଙ୍କ ମୃତ୍ୟୁ ସଂଖ୍ୟା କମିଯିବ ବୋଲି ରିଚା ମନ୍ତବ୍ୟ ଦେଇଛନ୍ତି ।

Comments are closed.