Browsing Category

ଓଡ଼ିଶା

୨୧,୯୬୦ ପ୍ରକଳ୍ପ ପାଇଁ ୫୪୭ କୋଟି ମଞ୍ଜୁର କଲେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଏବେ ଉନ୍ନତିର ଶୀର୍ଷରେ । ମାର୍ଚ୍ଚ ୫ ତାରିଖ ବିଜୁପଟ୍ଟନାୟକଙ୍କ ଜୟନ୍ତି ଅବସରରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ…
Read More...

କୂଅରୁ ଉଦ୍ଧାର ହେଲେ ୩୩ରୁ ଉର୍ଦ୍ଧ ନାଗ

ଗୋଟିଏ କୂଅରେ ୩୩ରୁ ଉର୍ଦ୍ଧ ନାଗ ଥିବା କଥା ଶୁଣିଲେ କେହି ବି ବିଶ୍ୱାସ କରିପାରିବେନି । ପରନ୍ତୁ ଏହା ବାସ୍ତବରେ ଦେଖାଦେଇଛି ନୟାଗଡ ଜିଲ୍ଲା ଶରଣକୂଳ ଭଞ୍ଜ ସାହିରେ ଥିବା ଏକ କୂଅରେ । ଗ୍ରାମବାସୀମାନେ ସେହି କୂଅରେ ଏତେ…
Read More...

CISF Fire Constableର ଲିଖିତ ପରୀକ୍ଷାରେ ୫ ଜଣ ନକଲି ପରୀକ୍ଷାର୍ଥୀ ଗିରଫ

ରାଉଲକେଲା ଠାରେ ଗତକାଲି CISF Fire Constable ପାଇଁ ଲିଖିତ ପରୀକ୍ଷା କରାଯାଉଥିଲା, ଯେଉଁଥିରେ ୫ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ଅଧିକାରୀ…
Read More...

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା: କଟକରେ ସ୍କୁଲ ବନ୍ଦ

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଓଡିଶା ଓ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହେଇଥିବା ଲଘୁଚାପ ବିଷୟରେ ଆଗରୁ ଭୁବନେଶ୍ୱର ପାଣିପାଗ ବିଭାଗ ସର୍ତକ ସୂଚନା ଜାରି କରିଥିଲା । ଯାହାଦ୍ୱାରା ଆଜି ସକାଳୁ ଭୁବନେଶ୍ୱର ଓ ଏହାର ଆଖପାଖ…
Read More...

ପବିତ୍ର ରଥଯାତ୍ରା ଉପଲକ୍ଷେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ ଦେଉଳର ରତ୍ନଭଣ୍ଡାରର ଆକର୍ଷଣକୁ ତ୍ୟାଗ କରି ଭକ୍ତଙ୍କ ମେଳକୁ ଚାଲିି ଆସିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବ୍ୟସ୍ତ। ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁୁଭଦ୍ରାଙ୍କୁ ସାଙ୍ଗରେ…
Read More...

ଆଜି ଟିଟୋଙ୍କ ସ୍ତ୍ରୀଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ

କେନ୍ଦ୍ରାପଡା ଜିଲ୍ଲାର ପ୍ରସିଦ୍ଧ ଗ୍ୟାଙ୍ଗଷ୍ଟାର ସୟଦ ଉସମାନ ଓରଫ ଟିଟୋଙ୍କୁ ଗିରଫ ପରେ ଏବେ ପାଳି ପଡିଛି ତାଙ୍କ ପତ୍ନୀ ବେନଜିରଙ୍କ ଉପରେ । ବେନଜିର ଏକ ଗୃହଣୀ ହୋଇ ଏତେ ସମ୍ପତ୍ତିର ମାଲିକାଣୀ ହେଲେ ବୋଲି ଜେରା…
Read More...

ରାଉରକେଲା ଜିଲ୍ଲା ପୋଲିସ ଦ୍ୱାରା ମାଓ ସାମଗ୍ରୀ ଜବତ

ମାଓବାଦୀ ପ୍ରଭାବିତ ସୁନ୍ଦରଗଡ ଜିଲ୍ଲାରେ ପୋଲିସ, ଡିଏଭି, ଏସ ଓ ଜି , ସିଆରପିଏଫ୍ ଙ୍କ ଦ୍ୱାରା ଅତ୍ୟାଧିକ ମାଓ ସାମଗ୍ରୀ ଜବତ ହୋଇଛି । ଗତ କାଲି ରାତିରେ ଚାନ୍ଦିପୋଷ ଥାନା ଅନ୍ତର୍ଗତ ଚମ୍ପାଝରଣ ସଂରକ୍ଷିତ ଜଙ୍ଗଲ…
Read More...

ବିଜେଡି ଦଳରେ ଏବେ ଦୁଷ୍ମନ୍ତ ନାୟକ

କିଛିଦିନ ପୂର୍ବେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ ଏବେ ବିଜେଡି ସପକ୍ଷରେ । ଭୁବନେଶ୍ୱରରେ ଥିବା ବିଜେଡି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟାନ୍ୟ ମନ୍ତ୍ରୀଙ୍କ…
Read More...

ବାଇକକୁ ଧକ୍କା ଦେଲା କାର୍, ୧ ମୃତ ୧ ଆହତ

ଆଜି ସକାଳେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ୧୬ ନଂ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, କଟକରୁ ବାଲେଶ୍ୱରକୁ ଯାତ୍ରା କରୁଥିବା ଏକ କାର୍ ଆଗରେ ଯାଉଥିବା ବାଇକକୁ ଧକ୍କା…
Read More...

ବୃକ୍ଷାରୋପଣ କରି ଜନ୍ମଦିନ ପାଳିଲେ ସଞ୍ଜିବ

ଜନ୍ମ ଦିନକୁ ଆଡମ୍ବରପୂର୍ଣ୍ଣ କରିବା ପାଇଁ କିଏ ପାର୍ଟି କରନ୍ତି ତ ଆଉ କେହି ବିଭିନ୍ନ ଯାଗାକୁ ପରିଭ୍ରମଣ କରିଥାନ୍ତି । ପରନ୍ତୁ ନବରଙ୍ଗପୁରର ସଞ୍ଜିବ ସୁବୁଦ୍ଧି ନାମକ ଏକ ସ୍ୱେଚ୍ଛାସେବୀ ନିଜ ଜନ୍ମଦିନରେ ପରିବେଶକୁ…
Read More...