ବିଜେଡି ଦଳରେ ଏବେ ଦୁଷ୍ମନ୍ତ ନାୟକ

କିଛିଦିନ ପୂର୍ବେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ ଏବେ ବିଜେଡି ସପକ୍ଷରେ । ଭୁବନେଶ୍ୱରରେ ଥିବା ବିଜେଡି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟାନ୍ୟ ମନ୍ତ୍ରୀଙ୍କ ଗହଣରେ ଦଳରେ ଯୋଗ ଦେଇଛନ୍ତି ଦୁଷ୍ମନ୍ତ । ୨୦୦୯ରୁ ୨୦୧୪ ମସିହା ପର୍ଯ୍ୟନ୍ତ ବିଧାୟକ ଭାବେ ଥିବା ଦୁଷ୍ମନ୍ତ କଂଗ୍ରେସର ମନମୁତାବକ କାର୍ଯ୍ୟ ପାଇଁ ଦଳ ଛାଡିଥିବାର ସୂଚନା ମିଳିଛି ।

Comments are closed.