ମିଶରରେ ବଦରହୁଡ୍ ସଂଗଠନର ୧୧ ଜଣଙ୍କୁ ଫାଶୀ ନିର୍ଦ୍ଦେଶ

ମିଶରରେ ଥିବା ବଦରହୁଡ୍ ସଂଗଠନର ଏକା ସାଙ୍ଗରେ ୧୧ ଜଣ ସଦସ୍ୟଙ୍କୁ ଫାଶୀର ନିର୍ଦ୍ଦେଶ ଦେଇଛି ଅଦାଲତ । ୧୯୨୮ରେ ମୁସଲିମମାନଙ୍କ ଦ୍ୱାରା ଗଠିତ ଏହି ସଙ୍ଗଠନକୁ ନିଷେଦ୍ଧ କରାଯାଇଥିଲା । କାରଣ, ୨୦୧୧ରେ ଏହି ସଂଗଠନ ମିଶର ରାଷ୍ଟ୍ରପତି ହୋସ୍ନି ମୁବାରକଙ୍କୁ ଗାଦିରୁ ହଟାଇବାରେ ଯୋଜନା କରିଥିଲା । ୨୦୧୫ରେ ୩ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଏହି ୧୧ ଜଣଙ୍କୁ ଫାଶିର ଦଣ୍ଡ ମିଳିଛି ବୋଲି ସୂଚନା ମିଳିଛି ।

Comments are closed.