ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣରେ ଦୁଇ ଯବାନ ଶହିଦ

ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଶିର ପୋରାଠାରେ ପେଟ୍ରୋଲିଙ୍ଗ କରିବା ପାଇଁ ଯାଇଥିବା ସିଆରପିଏଫ୍ ଯବାନଙ୍କ ଉପରେ ଆତଙ୍କବାଦୀମାନେ  ଆକ୍ରମଣ କରିଛନ୍ତି  । ଫଳରେ ୨ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆତଙ୍କବାଦୀମାନଙ୍କ ଗୁଳି ଚାଳନା ୧୦ ମିନିଟ୍ ଧରି ଚାଲିଥିବା ବେଳେ ଏଥିରେ ୩ ସାଧାରଣ ଜନତା ମଧ୍ୟ ଆହତ ହୋଇଛନ୍ତି ।

Comments are closed.