Browsing Category

ଓଡ଼ିଶା

ପାରିବାରିକ କଳହରୁ ଟ୍ରେନରେ କଟି ଆତ୍ମହତ୍ୟା କଲେ ଯୁବକ

ଆଜି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ବେଗୁନିଆ ଥାନା ଅନ୍ତର୍ଗତ ସାନ ପଦର ରେଳ ଧାରଣାରେ ଜଣେ ଯୁବକଙ୍କ ଟ୍ରେନରେ କଟି ମୃତ୍ୟୁ ହୋଇଛି । ମୃତକ ଜଣକ ସାନପଦ ଗ୍ରାମର ରାମ ନାୟକ ବୋଲି ଚିହ୍ନଟ କରାଯାଇଛି । ତେବେ ରାମ ନିଜର…
Read More...

୬୫୭ କୋଟି ଟଙ୍କାରେ ୨୮୫୦ଗ୍ରାମପଞ୍ଚାୟତର ବିକାଶ

‘ଆମ ଗାଁ ଆମ ବିକାଶ’ କାର୍ଯ୍ୟ ୧୨୩ ବ୍ଲକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୮୫୦ ଗ୍ରାମପଞ୍ଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏଥିରେ ୬୫୭ କୋଟି ଟଙ୍କାରେ ପାଖାପାଖି ୨୬,୫୮୭ ପ୍ରକଳ୍ପକୁ…
Read More...

ପାୱାର ଚ୍ୟାନେଲରେ ବୁଡି ୨ ଛାତ୍ର ମୃତ, ଜଣେ ଗୁରୁତର

କାଳକୁ କିଏ ବା ଅଟକେଇ ପାରିବ! କୋଚିଂ ସେଣ୍ଟରରୁ ବାହାରିଥିବା ଛାତ୍ର ଘରକୁ ଫେରିବା ବଦଳରେ ଗାଧୋଇବା ପାଇଁ ପାୱାର ଚ୍ୟାନେଲ ଯାଇଥିଲେ । ପରନ୍ତୁ ପାଣିରେ ବୁଡି ୨ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଅବସ୍ଥା…
Read More...

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍, ଓଲଟି ପଡିଲା ୯ ବଗି

ଆଜି ପୂର୍ବାହ୍ନରେ ପାରାଦ୍ୱୀପ ରଙ୍ଗିଆଗଡ ଷ୍ଟେଶନ ନିକଟସ୍ଥ ବାଉରିଆପାଳନ୍ଦାଠାରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଫଳରେ ଟ୍ରେନର ୯ଟି ବଗି ଓଲଟିପଡିବା ସହିତ ସେଥିରେ ଥିବା କୋଇଲା ରେଳଧାରଣା ପାଶ୍ୱର୍ରେ ଢାଳି…
Read More...

ଶିଶୁ ବଦଳକୁ ନେଇ ଚିକିତ୍ସାଳୟରେ ଉତ୍ତେଜନା

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳ ବଦଳକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବୁଧବାର ମଧ୍ୟାହ୍ନରେ ଏସ୍ଏନ୍ସିୟୁରେ ରହିଥିବା ଦୁଇ ନବଜାତ ଶିଶୁଙ୍କୁ ସ୍ତନ୍ୟପାନ ପାଇଁ ଦେବା ବେଳେ ମାଆ ଓ ଶିଶୁ ସ୍ୱାସ୍ଥ୍ୟ…
Read More...

ବସ୍ ଧକ୍କାରେ ବାଇକ୍ ଚାଳକ ମୃତ

ଆଜି ସକାଳେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଏକ ସିଟି ବସ ଧକ୍କାରେ ଜଣେ ବାଇକ୍ ଚାଳକଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ବସନ୍ତ ରାଉତ ଥିବାବେଳେ ସେ ଏକ ମେଡିସିନ୍ ସ୍ପେଶାଲିଷ୍ଟ ଥିଲେ । ତେବେ…
Read More...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା

ଉତ୍ତର ଓଡିଶାରେ ଘୂର୍ଣିବଳୟ ହେତୁ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି । ଘୂର୍ଣିବଳୟ ସମୁଦ୍ର ପତନଠାରୁ ୭.୫ କିଲୋମିଟର ଦୂରରେ…
Read More...

ଶେଷରେ ସାଇକେଲରେ ଶ୍ମଶାନ ଗଲା ଶବ : କୁଆଡେ ଗଲା ମାନବିକତା ?

ଅହଂକାରରେ ଅନ୍ଧ ହୋଇ ଲୋକମାନେ ନିଜ ମଣିଷପଣିଆକୁ ଭୁଲି ଗଲେଣି । ଏମିତିକି ଶବକୁ କାନ୍ଧେଇ ଶ୍ମଶାନ ନେବାପାଇଁ ମଧ୍ୟ ପଛଘୁଞ୍ଚା ଦେଲେ ଗାଁ ଲୋକ, ଫଳରେ ଶାଳୀର ଶବକୁ ସାଇକେଲରେ ବୋହି ଶ୍ମଶାନକୁ ନେଲେ ଭିଣୋଇ । ଏହି…
Read More...

ଭାରସାମ୍ୟ ହରାଇ ଶାଳଗଛରେ ପିଟି ହେଲା କାର୍: ୪ ମୃତ, ୧ ଗୁରୁତର

ପୁଣିଥରେ ଭାରସାମ୍ୟ ହରାଇ ଏକ ସୁଇପ୍ଟ କାର୍ ପିଟି ହୋଇଛି ଶାଳଗଛରେ, ଫଳରେ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ସଦରଥାନା…
Read More...

ଡଙ୍ଗାରୁ ପଡିି ଯୁବକ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରୀ

ବୁଢ଼ାବଳଙ୍ଗ ନଦୀର ହଳଦିଆ ଘାଟରେ ଡଙ୍ଗା ଦ୍ୱାରା ନଦୀପାର ହେଉଥିବା ସମୟରେ ପାଣିରେ ଖସିି ଯୁବକ ନିଖୋଜ ଅଛନ୍ତି । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ଅଞ୍ଚଳରେ । ନିଖୋଜ…
Read More...