Browsing Category

ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ‘ପୋଷ୍ୟ ସ୍କୁଲ’ ଚିଠି

ଭୁବନେଶ୍ୱର,୨୫ ।୧: ରାଜ୍ୟର ସବୁ ସାଂସଦ ଓ ବିଧାୟକମାନଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ଲେଖାଏଁ ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ । ଏୟା ସହ ୨…
Read More...

ପିପିଲି ଉପନିର୍ବାଚନ ପାଇଁ ସିଇଓଙ୍କ ପ୍ରସ୍ତୁତି

ପୁରୀ,୨୫ ।୧: ପିପିଲି ଉପନିର୍ବାଚନକୁ ପୁଣି ରାଜ୍ୟରେ ଚଳଚଞ୍ଚଳ ହୋଇପଡିଛି ରାଜନୀତି । ଅନ୍ୟପଟେ ଉପନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି । ସେ…
Read More...

ପୋଲିସ ପଦକ ଘୋଷଣା: ଜାଣନ୍ତୁ ଓଡିଶାର କେଉଁ ୨ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ?

ଭୁବନେଶ୍ୱର,୨୫ ।୧: ସାଧାରଣତନ୍ତ୍ର ଦିବସ ପୂର୍ବରୁ ସାହସିକତା ପୋଲିସ ପଦକ ପାଇଁ ନାଁ ଘେଶଣୋ କରାଯାଇଛି । ଦେଶର ୨୦୫ ଜଣଙ୍କୁ ମିଳିବ ସାହସିକତା ପୋଲିସ ପଦକ । ଜମ୍ମୁ-କାଶ୍ମୀରର ସର୍ବାଧିକ ୫୨ ପୋଲିସଙ୍କୁ ମିଳିବ…
Read More...

ନୂଆ ଫର୍ମାଟରେ ହେବ +୨ ପରୀକ୍ଷା, ୫୦% ମଲଟିପୁଲ୍ ଚଏସ୍

ଭୁବନେଶ୍ୱର,୨୫ ।୧: ଚଳିତବର୍ଷ +୨ ପରୀକ୍ଷା ଛାଞ୍ଚାରେ ପରିବର୍ତ୍ତନ କରାଯାଇଛି । +୨ ପରୀକ୍ଷା ଫର୍ମାଟ୍ ପରିବର୍ତ୍ତନ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘୨୦୧୬ କିମ୍ବା…
Read More...

ମହିଳା ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ପୋଲିସ ବ୍ରାଞ୍ଚ

ଭୁବନେଶ୍ୱର,୨୫ ।୧: ମହିଳା ଓ ଶିଶୁ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପୋଲିସ ଶାଖା ନିମନ୍ତେ ପଦବୀ ମଞ୍ଜୁର ହୋଇଛି । ଅପରାଧ ରୋକିବା ପାଇଁ ୬୨ଟି ପଦବୀକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର…
Read More...

ଭଦ୍ରକରୁ ନକଲି ଜର୍ଦ୍ଦା ଜବତ

ଭଦ୍ରକ,୨୩ ।୧ : ରାଜ୍ୟର ସବୁଆଡୁ ଏବେ ଭେଜାଲ ମାଲ୍ ଜବତ ହେବାରେ ଲାଗିଛି । ଆହରି ମଧ୍ୟରେ ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଞ୍ଚଳରୁ ପୁଣି ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ ହୋଇଛି । ଜବତ ଜର୍ଦ୍ଦାର ମୂଲ୍ୟ…
Read More...

ରିମାଣ୍ଡରେ ଗଲା କିଡନୀ କିଙ୍ଗପିନ୍

ଭୁବନେଶ୍ୱର,୨୩ ।୧ : କିଡନୀ କେଳେଙ୍କାରୀ ମାମଲାରେ କିଙ୍ଗପିନ୍ ହିମାଂଶୁ ଭୂଷଣ ନନ୍ଦକୁ ରିମାଣ୍ଡରେ ନେଇଛି ପୋଲିସ । ହିମାଂଶୁକୁ ୩ ଦିନିଆ ରିମାଣ୍ଡରେ ନେଲା ଲକ୍ଷ୍ମୀସାଗର ଥାନା ପୋଲିସ । ୩ ଦିନିଆ ରିମାଣ୍ଡ ପାଇଁ…
Read More...

ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ,୨୩ ।୧: ସାରା ଦେଶ ପାଳୁଛି ନେତାଜୀଙ୍କ ୧୨୫ତମ ଜୟନ୍ତୀ । ଏହି ଅବସରରେ ଜାନକୀନାଥ ଭବନରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଚଳି ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାରି ମଧ୍ୟରେ କଟକରେ…
Read More...

IPLରେ ଚମକିବେ ଓଡ଼ିଆ ଖେଳାଳି

କଟକ,୨୨ ।୧: IPL ପାଇଁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କରିଛି OCA । BCCIକୁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କରିଛି OCA । ରାଜେଶ ଧୂପର, ପପୁ ରାୟ, ଶୁଭ୍ରାଂଶୁ ସେନାପତି, ରାଜେଶ ମହାନ୍ତି, ଗୌରବ ଚୌଧୁରୀ,…
Read More...

ଏଥର ଅନଲାଇନରେ ବିଧାନସଭା : ମୋବାଇଲରେ ପ୍ରଶ୍ନ ଓ ଉତ୍ତର ପାଇବେ ବିଧାୟକ

ଭୁବନେଶ୍ୱର, ୨୨ା୧: ଆଧୁନିକ ଯୁଗରେ ସବୁକିଛି ଅନଲାଇନରେ ହେଉଛି । ଏହାରି ମଧ୍ୟରେ ପ୍ରଥମ ଥର ପାଇଁ ବିଧାନସଭା ବି ଅନଲାଇନରେ ଚାଲିବାକୁ ଯାଉଛି । ବିଧାନସଭା ବଜେଟ ଅଧିବେଶନରେ ଅନଲାଇନରେ ପ୍ରଶ୍ନୋତ୍ତର ହେବ । ଅନଲାଇନରେ…
Read More...