Browsing Category
ଓଡ଼ିଶା
ଏଥର ନିଜ ସ୍କୁଲରେ ମାଟ୍ରିକ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
ଭୁବନେଶ୍ୱର, ୨୨ା୧: ରାଜ୍ୟରେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଆସିଛି ଖୁସି ଖବର । ଏଥର ନିଜ ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଅଢେଇ ଘଣ୍ଟା ବଦଳରେ ଏଥର ପରୀକ୍ଷା ଅବଧି ୨ ଘଣ୍ଟା ରହିବ । ଅନ୍ୟ…
Read More...
Read More...
ମାଲକାନଗିରି ଜିଲ୍ଲା ସୀମାନ୍ତରେ ଏନକାଉଣ୍ଟରେ ଜଣେ ମାଓବାଦୀ ମୃତ, ମାଓ ସାମଗ୍ରୀ ଜବତ
ମାଲକାନଗିରି, ଅପୁର୍ବ ଥଣ୍ଡର : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା କୁଟରୁ ଥାନା ଅନ୍ତର୍ଗତ କେତୁଲନାର ସୀମା ଜଙ୍ଗଲ ମଧ୍ୟରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା l ଏହି ଗୁଳିବିନିମୟ…
Read More...
Read More...
ମାଟ୍ରିକ ପିଲାଙ୍କୁ ‘ପରୀକ୍ଷା ଦର୍ପଣ’
ଭୁବନେଶ୍ୱର,୨୧ ।୧: ମାଟ୍ରିିକ୍ ପରୀକ୍ଷା ଦେବାକୁ ଥିବା ପିଲାଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’ । ମାଟ୍ରିକ୍ ପରୀକ୍ଷା ଦେବାକୁ ଥିବା ୬ ଲକ୍ଷ ୨୦ ହଜାର ପିଲାଙ୍କୁ ଏହି ବହି ମିଳିବ । ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ…
Read More...
Read More...
ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା
ନୂଆଗାଁ, ପୁଷ୍ପଲତା ପ୍ରଧାନ : ଦେଶର ସର୍ବ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଏକ ନମ୍ବର ସ୍ଥାନରେ ବିବେଚିତ ହୋଇଥିବାରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ…
Read More...
Read More...
ଓଲଟିଲା ଫଳ ବୋଝେଇ ପିକଅପ୍ ଗାଡି, ୨ ଆହତ
କଳାହାଣ୍ଡି, ବୁଦ୍ଧେଶ୍ୱର ଚୌଧୁରୀ : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଧିନସ୍ଥ ୨୬ ନଂ ଜାତୀୟ ରାଜପଥ ଚିଲିଗୁଡା ରାସ୍ତାରେ ଭାରସାମ୍ୟ ହରାଇ ଏକ ଫଳ ବୋଝେଇ ବୋଲେରୋ ପିକଅପ୍ ଯାହାର ଗାଡି ଓଲଟି ପଡ଼ିଛି। ଦୁର୍ଘଟଣାରେ…
Read More...
Read More...
GRSଙ୍କ ଘରେ ଭିଜିଲାନ୍ସ ରେଡ୍
ନବରଙ୍ଗପୁର,୨୧ ।୧: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସିଂସାରୀ ଓ ଭଣ୍ଡାରୀଗୁଡା ପଞ୍ଚାୟତର ଜିଆରଏସ୍ ହିମାଂଶୁ ବାଘଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି । ଉମରକୋଟ…
Read More...
Read More...
ବିନା କୋଭିଡ ରିପୋର୍ଟରେ କାଳିଆ ଦର୍ଶନ, ପୋଲିସ ପକ୍ଷରୁ ଫିଡବ୍ୟାକର ବ୍ୟବସ୍ଥା
ପୁରୀ,୨୧ ।୧: ଆଜିଠାରୁ ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ସାଧାରଣ ଭକ୍ତ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡି ହୋଇଛି ।…
Read More...
Read More...
ସୁନା ସଫା ଆଳରେ ମହିଳାଙ୍କ ଗହଣା ଲୁଟି ଦୁର୍ବୁତ୍ତ ଫେରାର
ଟାଙ୍ଗୀ, ରାକେଶ କୁମାର ଜଗଦେବ : ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ କାଳୁପଡ଼ା ଘାଟ ଅଞ୍ଚଳର ଅଁଳାଡିହ ଗ୍ରାମର ଫୁଲଗୋରଡ଼ା ସାହି ଅନ୍ତର୍ଗତ ବଂଶୀଧର ମହାନ୍ତି ଙ୍କର ସ୍ତ୍ରୀ ୬୩ ବର୍ଷୀୟା ମହିଳା ଦିନମଣୀ…
Read More...
Read More...
ଦିଦିଙ୍କ ବଗିଚାରେ ମଶା ଦାଉରୁ ରକ୍ଷା ନିମନ୍ତେ ବ୍ୟବହୃତ ସରକାରୀ ମସାରି
ସରକାର କା ମାଲ ଦରିଆ ମେ ଡାଲ । ସରକାରୀ ମସାରି ନିଜ ବଗିଚାରେ ଲଗାଇଛନ୍ତି ସରକାରୀ ଦିଦି । ଏହା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମାରେ। ଦିଦି ଜଣକ ହେଉଛନ୍ତି କୁଡୁମୁଲୁ ଗୁମ୍ମା (ସିଏଚସି )…
Read More...
Read More...
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀଙ୍କ ମାଲକାନଗିରି ଜିଲ୍ଲା ଗସ୍ତ
ମାଲକାନଗିରି, ଅପୂର୍ବ ଥଣ୍ଡର : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେ ପ୍ରଥମେ ଚିତ୍ରକୋଣ୍ଡା ଗସ୍ତ କରି…
Read More...
Read More...