Browsing Category

ଓଡ଼ିଶା

ଗୋ ସୁରକ୍ଷା କାରୀଙ୍କ ଉପରେ ଗୋ ମାଫିଆଙ୍କ ଗୁଳିମାଡ଼

ମୟୁରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : ମୟୂରଭଞ୍ଜ ଜିଲ୍ଳାରେ ଖୁଲମ ଖୁଲ୍ଲା ହେଉଛି ଗୋ ଚାଲାଣ । ହିନ୍ଦୁ ସଭ୍ୟତାର ପ୍ରତୀକ ଗୋ ମାତାଙ୍କୁ ଦେବତା ଭାବେ ପୂଜା ଅର୍ଚନା କରାଯାଇଥାଏ। କିନ୍ତୁ ଅମାନୁଷିକ ଭାବେ ପ୍ରତିଦିନ ଗୋ…
Read More...

ନିର୍ମାଣ ହେବ କାଳିଅାମ୍ବା ଡ୍ୟାମ୍, ଜଳସେଚିତ ହେବ ହେକ୍ଟର ହେକ୍ଟର ଚାଷ ଜମି

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ବନଖଣ୍ଡ ଅଧୀନରେ ଥିବା ବାହାଡ ଝୋଲା ନିକଟସ୍ଥ କାଳିଅାମ୍ବା ଠାରେ କିଛି ହେକ୍ଟର ଜମି ରେ ମାଇନର ଇରିଗେସନ୍ ପ୍ରକଳ୍ପ ମାଧ୍ୟମରେ ଏକ ଡ୍ୟାମ୍ ଦୁଇ ଦଶନ୍ଧି ପୂର୍ବରୁ ହେବାକୁ…
Read More...

ନିୟମିତ ଜାମିନ ଆବେଦନକୁ ଖାରଜ କଲେ ଉଚ୍ଚ ନ୍ୟାୟାଳୟ ପୁଣି ଜେଲ ଯିବେ ଚିଲିକା ବିଧାୟକ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଖାରଜ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉଚ୍ଚ ନ୍ୟାୟାଳୟରେ ନିୟମିତ ଜାମିନ ଆବେଦନ ଶୁଣାଣି । ଗତ ୯ ତାରିଖରେ ନିୟମିତ ଜାମିନ ପାଇଁ ଶୁଣାଣି ଶେଷ ହୋଇଥିବା ବେଳେ ତାହାର ରାୟ…
Read More...

ସ୍ବାଗତ ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ଖଣ୍ଡୁଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ମାଳିସାହି କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମିଳିତ…
Read More...

ବାରଣ୍ଡାରେ ଅଜଣା ବୃଦ୍ଧଙ୍କ ମୃତ ଶରୀର

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ NAC ଅନ୍ତର୍ଗତ ମୁଥୁଟ ଫାଇନାନ୍ସ ସାମ୍ନାରେ ଥିବା ଏକ ସିମେଣ୍ଟ ଛଡ଼ ଦୋକାନ ସାମ୍ନା ବାରଣ୍ଡାରେ ପଡିଛି ବୃଦ୍ଧଙ୍କ ମୃତ ଶରୀର l ସ୍ଥାନୀୟ ଲୋକଙ୍କ ଠାରୁ…
Read More...

କାପ୍ତା ପଲ୍ଲୀ ପଞ୍ଚାୟତରେ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲା ନୂଆଗାଁ ବ୍ଲକ, କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ରେ ଶୁଦ୍ଧ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ପାଇଁ ମେସିନ ଲାଗିଯାଇଛି। ବିଗତ ଦିନରେ ପଞ୍ଚାୟତ ରେ ପି ଡି ଏସ ସାମଗ୍ରୀ ଦେଲାବେଳେ…
Read More...

ହାତୀ ଆକ୍ରମଣରେ ମହିଳା ଗୁରୁତର

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ହାତୀ ଆକ୍ରମଣରେ ମହିଳା ଗୁରୁତର | ଗୁରୁତରଙ୍କ ନାମ ବିଳାସ ପ୍ରଧାନ | ଘର ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ କମାଗୁରୁ ପଂଚାୟତ ଅରିସଲ ଗ୍ରାମରେ | ମହିଳା ଜଣକ ଗାଁ ନିକଟସ୍ଥ ଜଙ୍ଗଲକୁ…
Read More...

ନୂଆଗାଁ ହାଇସ୍କୁଲରେ ଆର୍ଟ ଅଫ ଗିଭିଙ୍ଗ ଡେ ପାଳିତ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ହାଇସ୍କୁଲ୍ରେ ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡେ ପାଳିତ ହୋଇଯାଇଛି।ନୂଆଗାଁ ବ୍ଲକ୍ ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର…
Read More...

ଖାଲମଡ଼ା ଗ୍ରାମରେ ଅଗ୍ନିକାଣ୍ଡ ଜଳିଗଲା ଗୋଟିଏ ବଖରା ଘର

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମା ରେ ଥିବା ନୂଆଗାଁ ପଞ୍ଚାୟତ ଖାଲ ମଡା ଗ୍ରାମ ରେ ଅଗ୍ନିକାଣ୍ଡ ଘଟି ଗୋଟିଏ ବଖରା ଘର ଜଳିଯିବା ସହ ଚାଉଳ ବସ୍ତା ଓ ବିଭିନ୍ନ ଆସବାବ ପତ୍ର ପୋଡି…
Read More...

ଦୋକାନରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ,ଜଣେ ଗୁରୁତର

ମାଲକାନଗିରି(ଅପୂର୍ଵ ଥଣ୍ଡର) : ମାଲକାନଗିରି ସହର ଟିନା ଗ୍ୟାରେଜ ଛକ ନିକଟସ୍ଥ ଦେବନାଥ ବେକେରୀ ଦୋକାନରେ ନିଆଁଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ସୂଚନାରୁ ପ୍ରକାଶ ଯେ କୌଣସି ଏକ କାରଣରୁ ଦୋକାନରେ ପ୍ରଥମେ…
Read More...