Browsing Category

ଓଡ଼ିଶା

କାହିଁକି ଥାଳିରେ ଏକାସାଙ୍ଗରେ ଦିଆଯାଏ ନାହିଁ ୩ଟି ରୁଟି

ଭୁବନେଶ୍ୱର ୨୦/୦୫ : ଯ୍ୟୋତିଷ ଶାସ୍ତ୍ରରେ ବହୁତ ଜିନିଷର ମାନ୍ୟତା ରହିଛି । ଯାହାକୁ ବହୁତ କମ ଲୋକ ଜାଣିଛନ୍ତି । ଏପରି ଏକ ବିଶ୍ୱାସ ରହିଛି ଯେ ଥାଳିରେ ଖାଇବାକୁ ଦେବାବେଳେ ୩ଟି ରୁଟି ଏକା ସାଙ୍ଗରେ ଦିଆଯାଏ ନାହିଁ।…
Read More...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅନୁଗୁଳ – ଅନୁଗୁଳ ସହର ଟାଉନ ହାଇସ୍କୁଲ ପଛ ପାଖରେ ଥିବା ଏକ ଭଡା ଘରୁ ଜଣେ ମହିଳାଙ୍କ ମୃତ ଦେହ ଜବତ ହୋଇଛି । ତେବେ ମୃତ ମହିଳା ହେଲେ ୨୮ ବର୍ଷୀୟ ଲୋପିତା ଖଣ୍ଡୁଆଳ ।  ସୂଚନା ଅନୁସାରେ ଲୋପିତାଙ୍କ ସ୍ଵାମୀ ରେଳ…
Read More...

ଅଧିଆ ପଡିଥିବା ନାବାଳକ ମୃତ

ଅନୁଗୁଳ – ଠାକୁରଙ୍କ ପାଖରେ ଅଧିଆ ପଡିଥିବା ବେଳେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ବନ୍ତଳା ଥାନା ପୋକତୁଙ୍ଗା କୃଷ୍ଣଗୁରୁ ମନ୍ଦିରରେ ।  ମୃତ ନାବାଳକ ତାଳଚେର ଡଅଁରା ଗାଁର ବଗା ସାହୁଙ୍କ…
Read More...

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଛି ଜୋରଦାରା ପ୍ରଚାର

ଭୁବନେଶ୍ୱର : ବ୍ରଜରାଜନଗର ଉପନିର୍ବାଚନ ନେଇ ପ୍ରଚାର ଜୋରଦାରା ଚାଲିଛି। ଘରକୁ ଘର ଯାଇ ୩ ପ୍ରମୁଖ ଦଳର ପ୍ରାର୍ଥୀମାନେ ଭୋଟ ମାଗୁଛନ୍ତି । ହେଭିଓ୍ବେଟ ନିଜ ଦଳ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି । ଭୋଟରଙ୍କୁ…
Read More...

ପୁଣି ବଜ୍ରପାତରେ ଗଲା ଜୀବନ

ଠାକୁରମୁଣ୍ଡା : କେନ୍ଦୁଝର ଜିଲା ଆନନ୍ଦପୁର ଥାନା ପଣସଡ଼ିହା ପଞ୍ଚାୟତ ଭିନ୍ନଭିନ୍ନ ଗ୍ରାମରେ ଶନିବାର ବଜ୍ରପାତ ହୋଇ ଜଣେ ବାଳିକାଙ୍କ ମତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ…
Read More...

ପୋଲିସ ଓ ଆରଟିଓ ପକ୍ଷରୁ ମିଳିତ ଯାଞ୍ଚ, ୩୨ ଡ଼ିଏଲ ବାତିଲ

ଖୋର୍ଦ୍ଧା(ରାକେଶ କୁମାର ଜଗଦେଵ) : ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ଆରଟିଓ ଏବଂ ପୋଲିସର ଚଢ଼ାଉ ଜାରି ରହିଛି । ଶନିବାର ପୂର୍ବାହ୍ନରେ ଆରଟିଓ ଏବଂ ବାଣପୁର-ବାଲୁଗାଁ ପୋଲିସ ମିଳିତ ଭାବେ ବାଇପାସ ଠାରେ…
Read More...

ନଈକୁ ଶୌଚ ପାଇଁ ଯାଇଥିବା ଜେଜେମା ଓ ନାତୁଣୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଖୋର୍ଦ୍ଧା(ରାକେଶ କୁମାର ଜଗଦେଵ) : ନଈକୁ ଶୌଚ ପାଇଁ ଯାଇଥିବା ଜେଜେମା ଓ ନାତୁଣୀଙ୍କ ପ୍ରାଣହାନୀ, ଏଭଳି ଏକଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶ୍ରୀନିବାସପୁର ଗ୍ରାମରେ । ନଈକୁ ଶୌଚ…
Read More...

ପୁଣି ରାଜ୍ୟକୁ ଘାରିଲାଣି କରୋନା ଚିନ୍ତା

ଭୁବନେଶ୍ୱର: ରାଜ୍ୟରେ ଦିନେ କମିଲେ ଦିନେ ବଢୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ରାଜ୍ୟରେ ୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ  ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦ଜଣ ରହିଥିବାବେଳେ ୫ଜଣ ସ୍ଥାନୀୟ…
Read More...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ୱତନ୍ତ୍ର ବୈଠକରେ ଗୁରୁକୂଳ ପାଇଁ ହୋଇଥିବା ସବ କମିି ବୈଠକରେ ନିଷ୍ପତ୍ତି ଉପରେ ବାଜିଲା ମୋହର । ଗୁରୁକୂଳ ପାଇଁ ସୋସାଇଟି ଗଠନକୁ ମଧ୍ୟ ଅନୁମୋଦନ ମିଳିଛି । ଆସନ୍ତା ଦୁଇ ବର୍ଷ ଭିତରେ…
Read More...

ତାତି ମଉଳାଇଲା ବୈଶାଖୀ ଝଡ

ତାତି ମଉଳାଇଲା ବୈଶାଖୀ ଝଡ। ଦିନରେ ସିଝାଇଲା। ରାତି ଅଧରେ ଭିଜାଇଲା। ପ୍ରବଳ ଗ୍ରୀଷ୍ମପ୍ରବାହରୁ ମିଳିଲା ତ୍ରାହି । କାଳବୈଶାଖି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା । ଟ୍ଵିନ ସିଟିରେ ବି…
Read More...