ଭାଜପାକୁ ଟାର୍ଗେଟ କରି ଏମିତି କହିଲେ ଲାଲୁ ପ୍ରସାଦ ଯାଦବ

ପାଟନା : ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବ ଭାଜପାକୁ ଟାର୍ଗେଟ କରିଛନ୍ତି। ଆରଜେଡି ରାଜ୍ୟ ପରିଷଦ ବୈଠକରେ ସେ କହିଛନ୍ତି, ଅନେକ ଦଳ ନିଜ ଆଦର୍ଶରୁ ଓହରି ଭାଜପା ସହ ବୁଝାମଣା କରନ୍ତି। କିନ୍ତୁ ମୁଁ କେବେ ନଇଁ ନାହିଁ,…
Read More...

ଆଇସିସିର ବଡ ଘୋଷଣା, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏକ ବଡ଼ ଘୋଷଣା କରିଛି। ୨୦୨୩ ଏବଂ ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ଫାଇନାଲ ଯଥାକ୍ରମେ ‘ଦ ଓଭାଲ’ ଏବଂ ‘ଲର୍ଡସ’ ଗ୍ରାଉଣ୍ଡରେ…
Read More...

ଚିନ୍ତାରେ ଖୋର୍ଦ୍ଧା ଜିଲ୍ଲା, ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୭୮୮ ଡେଙ୍ଗୁ ରୋଗୀ । ୨୭ ହଜାର ୭୫୯ ସାମ୍ପୁଲ୍ ଟେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୩୭୮୮ ଆକ୍ରାନ୍ତ । ଖୋର୍ଦ୍ଧାରେ ସର୍ବାଧିକ ୨୧୩୮ ହୋଇଥିବା…
Read More...

ଆସନ୍ତା ୨୪ରେ ହାଇପ୍ରୋଫାଇଲ୍‌ ଭୁବନେଶ୍ୱର କ୍ଲବ୍‌ ନିର୍ବାଚନ

ଭୁବନେଶ୍ୱର : ଆସନ୍ତା ୨୪ରେ ହେବ ହାଇପ୍ରୋଫାଇଲ୍‌ ଭୁବନେଶ୍ୱର କ୍ଲବ୍‌ର ଭୋଟ୍‌ । ଏବେକାର ସଭାପତି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଓ ବର୍ତ୍ତମାନ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍‌ ତ୍ରିପାଠୀ ପୁଣି ଥରେ…
Read More...

ଏମିତି ଶୋଉଛନ୍ତିକି? ଭୋଗିବେ ସାଙ୍ଘାତିକ ସମସ୍ୟା

ଭୁବନେଶ୍ୱର: ଅନେକଙ୍କର ପେଟ ମୋଡ଼ି ହୋଇ ବା ତଳମୁହାଁ ହୋଇ ଶୋଇବାର ଅଭ୍ୟାସ ଥାଏ । ହେଲେ ଆପଣ ଜାଣନ୍ତି କି ଏପରି ଶୋଇବା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ । ଜାଣିରଖନ୍ତୁ ସେ ସମ୍ପର୍କରେ... - ପେଟ…
Read More...

ଆଜି ଆଲଜିମର୍ସ ଦିବସ, ଜାଣନ୍ତୁ ଏହାର ବିଶେଷତ୍ବ

୧୯୦୬ରେ ଜର୍ମାନୀ ମାନସିକ ରୋଗ ବିଶେଷଜ୍ଞ ଆଲଇସ୍ ଆଲଜିମର୍ସ ପ୍ରଥମେ ଆଲଜିମର୍ସ ରୋଗ ବିଷୟରେ ଉଲ୍ଲେଖ କରିଥିଲେ ଓ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଥିଲା । ସର୍ବେକ୍ଷଣରୁ ଜଣାପଡ଼ିଛି, ୬୫ବର୍ଷ ବୟସରୁ ଉଦ୍ଧ୍ୱ…
Read More...

ସାବଧାନ! ପତଳା ହେବା ପାଇଁ ଗରମ ପାଣି ପିଉଛନ୍ତିକି?

ମେଦବହୁଳତା ହ୍ରାସ କରିବା ଲାଗି ବର୍ତ୍ତମାନ ସକାଳୁ ଉଠି ଅନେକେ ଉଷୁମ ପାଣି ପିଉଥିବାର ଦେଖିବାକୁ ମିଳୁଛି। କେହି କେହି ଦିନ ମଧ୍ୟରେ ଏକାଧିକ ଥର ମଧ୍ୟ ଉଷୁମ ପାଣି ପିଉଛନ୍ତି, ଏମିତିକି ଶୀଘ୍ର ପତଳା ହୋଇଯିବା ନିଶାରେ…
Read More...

ବାଂଲାଦେଶ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁଙ୍କ ସାକ୍ଷାତ

ଲଣ୍ଡନ : ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଲଣ୍ଡନରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ ଭେଟିଛନ୍ତି। ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ଆରମ୍ଭ ପୂର୍ବରୁ ସେମାନେ…
Read More...

ରାଜ୍ୟ ସରକାରଙ୍କ ପୂଜା ଭେଟି , ବଢ଼ିଲା ମାହଙ୍ଗା ଭତ୍ତା

ଭୁବନେଶ୍ୱର: ପୂଜା ଭେଟି ଦେଇଛନ୍ତି ରାଜ୍ୟ ସରକାର ।  ମହଙ୍ଗା ଭତ୍ତା ବଢାଇଛନ୍ତି ରାଜ୍ୟ ସରକାର । ସୋମବାର ଏନେଇ ଘୋଷଣା କରାଯାଇଛି । ରାଜ୍ୟ ସରକାର ୩ ପ୍ରତିଶତ ମହଙ୍ଗା ଭତ୍ତା ବଢାଇଥିବା ଜଣାଯାଇଛି । ରାଜ୍ୟ…
Read More...

ଘୂର୍ଣ୍ଣିବଳୟ ନେଲା ଲଘୁଚାପର ରୂପ, କାଲିଠୁ ବଢିବ ବର୍ଷା

ଭୁବନେଶ୍ୱର : ଘୂର୍ଣ୍ଣିବଳୟ ନେଇଛି ଲଘୁଚାପର ରୂପ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗେପସାଗର ଅଂଚଳରେ ଲଘୁଚାପଟି ସୃଷ୍ଟି ହୋଇଛି । ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ଅଧିକ ଘନିଭୂତ ହେବ । ଏହା ଘନିଭୂତ ହୋଇ ଓଡିଶା ଉପକୂଳ ଆଡକୁ…
Read More...