Browsing Category

ଅପରାଧ

ବଲାଙ୍ଗୀର ଜିଲ୍ଲା ତୁଷୁରା ପୋଲିସ ପକ୍ଷରୁ ୨ଜଣ ଗଞ୍ଜେଇ ବେପାରୀଙ୍କୁ ଅଟକ

ବଲାଙ୍ଗୀର(ଶମ୍ଭୁ ପ୍ରସାଦ ସାହୁ) : ଗୁଡଭେଲା ବ୍ଲକ ତୁଷୁରା ପୋଲିସ କୈାଣସି ସୂତ୍ରରୁ ଖବର ପାଇ ଜାମୁଟ ଛକରେ ୨ ଜଣ ବ୍ୟକ୍ତିଙ୍କ ଠାରୁ ଏକ କଳା ରଙ୍ଗର ପଲସର (ଗାଡି ନମ୍ବର ଓଡି ୧୭ଏସ ୦୦୪୫)ରୁ ୭ କେଜି ୧୫୦ ଗ୍ରାମ…
Read More...

ପୁଣି ବାଘ ଛାଲ ଜବତ , ଜାଣନ୍ତୁ କେଉଁଠି

ବୌଦ୍ଧ : କଣ୍ଟାମାଳ ରେଞ୍ଜ ଅଞ୍ଚଳରୁ ବାଘ ଛାଲ ଜବତ । ବୌଦ୍ଧ ଓ କନ୍ଧମାଳ ସୀମାରେ ଏସଟିଏଫ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଏହି ବାଘ ଛାଲ ଜବତ କରାଯାଇଛି । ଘଟଣାରେ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ବନ…
Read More...

ଜାତୀୟ ରାଜପଥରେ ଦମ୍ପତିଙ୍କ ଠାରୁ ଲୁଟ୍ !!

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଲୁଟ୍ । ବାଇକ୍ ଆରୋହୀ ଦଂପତିଙ୍କ ଠାରୁ ଲୁଟିଲେ ଲୁଟେରା | ବାଇକ୍ ରେ ଆସି ଲୁଟି ନେଲେ ଭ୍ୟାନିଟ୍ ବ୍ୟାଗ ମୋବାଇଲ୍ ଓ ଟଙ୍କା ତେବେ ଲୁଟ…
Read More...

ଓଡିଶା ରାଜ୍ୟ ପୋଲିସ ହାଉସିଂ ନିଗମର ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର

ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିରନ୍ତର ପ୍ରଚେଷ୍ଟା ଜାରି…
Read More...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ନୟାଗଡ଼(ଚିରଞ୍ଜିବି ଦାଶ) : ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ l ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ ଜ଼ିଲ୍ଲା ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ରୁଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ…
Read More...

ନୂଆଗାଁ ପୁଲିସ ପକ୍ଷରୁ ଚଢ଼ାଉ , ୨୪ ଲିଟର ଦେଶୀ ମଦ ଜବତ ସହ ଜଣେ ଗିରଫ

ନୟାଗଡ(ପୁଷ୍ପଲତା ପ୍ରଧାନ) : ନୂଆଗାଁ ଥାନା ଅଞ୍ଚଳ ସୋରଡ଼ା ଗ୍ରାମର ଦେବରାଜ ନାୟକ (୬୦) ୨୪ ଲିଟର ମଦ ନେଇ ବାଇକ୍ ରେ ଯାଉଥିବା ବେଳେ ନୂଆଗାଁ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ସୋରଡ଼ା ଗ୍ରାମର ଦେବରାଜ ନାୟକ…
Read More...

ଜମି ଜାଲିଆତି ମାମଲାରେ ଜଣେ ଗିରଫ

ଜଟଣୀ (ସଞ୍ଜୀବ କୁମାର) : ଜଣେ କ୍ରେତାଙ୍କୁ ୯ଟି ପ୍ଲଟ ବିକ୍ରି କରିବା ଲାଗି ପଜିଂକରଣ କରିଥିବା ବେଳେ ଗୋଟିଏ ପ୍ଲଟ ଦେଇ ଅନ୍ୟଗୁଡିକୁ ଅନ୍ୟତ୍ର ବିକ୍ରି କରିଥିବା ଜମି ଜାଲିଆତି ମାମଲାରେ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ…
Read More...

ଲୁଟ ଅଭିଯୋଗରେ ୩କୋର୍ଟ ଚାଲାଣ, ଚୋରୀ ସାମଗ୍ରୀ ଜବତ

ଜଟଣୀ (ସଞ୍ଜୀବ କୁମାର) - ଘର ପସି ଲୁଟ କରିଥିବା ଅଭିଯୋଗରେ ଜଟଣୀ ପୁଲିସ ୩ଜଣ ଅଭିଯୁକ୍ତକୁ ଗିରଫ କରିବା ସହିତ ଚୋରୀ ସାମଗ୍ରୀକୁ ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି ।…
Read More...

ପୁଣି ବିବାଦରେ ଫସିଲେ ରାଜ ଓ ଶିଳ୍ପା

ମୁମ୍ବାଇ : ପୁଣି ବିବାଦ ରେ ଫସିଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ବ୍ୟବସାୟୀ ରାଜ କୁନ୍ଦ୍ରା । ତାଙ୍କ ବିରୋଧରେ ୧.୫୧ କୋଟି ଟଙ୍କା ଠକେଇର ଅଭିଯୋଗ ହୋଇଛି ଫଳରେ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ତାଙ୍କ…
Read More...

ଖୋର୍ଦ୍ଧା : ଗୋମାଂସ ବୋଝେଇ କଣ୍ଟେନର ଜବତ, ୩ ଅଟକ

ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) - ଖୋର୍ଦ୍ଧା ଜିଲ୍ଳା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ଵର ଛକ ନିକଟରେ ଗୋମାଂସ ବୋଝେଇ କଣ୍ଟେନର ଜବତ ତିନି ଅଟକ । ସୂଚନା ଅନୁସାରେ ଖୋର୍ଦ୍ଧାରୁ ହାଇଦ୍ରାବାଦ ଚାଲାଣ ହେଉଥିଲା…
Read More...