ପୁଣି ବାଘ ଛାଲ ଜବତ , ଜାଣନ୍ତୁ କେଉଁଠି

ବୌଦ୍ଧ : କଣ୍ଟାମାଳ ରେଞ୍ଜ ଅଞ୍ଚଳରୁ ବାଘ ଛାଲ ଜବତ । ବୌଦ୍ଧ ଓ କନ୍ଧମାଳ ସୀମାରେ ଏସଟିଏଫ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଏହି ବାଘ ଛାଲ ଜବତ କରାଯାଇଛି । ଘଟଣାରେ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ବନ ବିଭାଗ । ଗିରଫ ବ୍ୟକ୍ତି ଜଣକ ବାଲିଗୁଡା ଥାନା ପୁରୁଘାଟ ଗ୍ରାମର ଶଚିତନ ନାୟକ ବୋଲି ଜଣାପଡିଛି |

Comments are closed.