Browsing Category

ଖେଳ ଖବର

ଭାରତୀୟ କ୍ରିକେଟ ଟିମକୁ ବଡ ଝଟକା, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ : ଏସିଆ କପ୍‌ ୨୦୨୨ ଟୁର୍ନାମେଣ୍ଟ ଖେଳୁଥିବା ଭାରତକୁ ବଡ଼ ଝଟ୍‌କା ଲାଗିଛି। ଆହତ ହେବା ଯୋଗୁ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବାକି ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ବିସିସିଆଇ ପକ୍ଷରୁ ଏକ ବିବୃତି…
Read More...

ଏସିଆ କପ, ପାକିସ୍ତାନକୁ ହରାଇ ଜିତିଲା ଭାରତ

ଦୁବାଇ : ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଗତକାଲି ଏସିଆ କପର ଭାରତ-ପାକିସ୍ତାନ ମହାମୁକାବିଲାରେ ୫ ଉଇକେଟରେ ଭାରତ ବିଜୟୀ ହୋଇଛି । ଭାରତ ଏହି ବିଜୟରୁ ଏସିଆ କପ୍‌ ଅଭିଯାନ ଆରମ୍ଭ କରିଛି । କଡା…
Read More...

ଆଜି ଭାରତ ପାକିସ୍ତାନ ମହାମୁକାବିଲା

ଦୁବାଇ: ଏସିଆ କପର ପ୍ରତୀକ୍ଷିତ ହାଇଭୋଲଟେଜ ଲଢେଇ ଆରମ୍ଭ ହେବ । ଆଉ କିଛି ଘଣ୍ଟା ପରେ ଏସିଆ କପ୍‌ ମହାମୁକାବିଲା ଆରମ୍ଭ ହେବାକୁ ଯାଉଛି । ଏସିଆ କପ୍‌ ର ଦ୍ୱିତୀୟ ଦିନରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ମ୍ୟାଚ୍‌ ହେବ…
Read More...

ଶିଖର ଧାୱନ ଦେଲେ ପତ୍ନୀଙ୍କୁ ଛାଡପତ୍ର

ଭାରତୀୟ ଓପନର୍ ଶିଖର ଧାୱନ ପତ୍ନୀ ଆୟଶା ମୁଖାର୍ଜୀଙ୍କୁ ଛାଡପତ୍ର ଦେଇଛନ୍ତି। ଯାହା ମଙ୍ଗଳବାର ଦିନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାବପ୍ରବଣ ପୋଷ୍ଟ ଦ୍ୱାରା ନିଶ୍ଚିତ ହୋଇଛି। ଏହି ଦମ୍ପତି ପ୍ରାୟ ୧୦ ବର୍ଷ ଧରି…
Read More...

ରାହୁଲ ଦ୍ରାବିଡ କରୋନା ପଜିଟିଭ

ଏସିଆ କପ୍ ପୁର୍ବରୁ ଭାରତୀୟ ଟିମକୁ ଲାଗିଛି ବଡ଼ ଝଟକା। ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନା ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ସେ ଭାରତୀୟ ଟିମ୍ ସହିତ ଏସିଆ କପ୍ ପାଇଁ ଗସ୍ତ କରିପାରିବେ କିମ୍ବା…
Read More...

ଖୁସି ଖବର, ଜିତିଲା ଟିମ ଇଣ୍ଡିଆ

ହରାରେ: ଭାରତର ବିଜୟ ସହ ଆରମ୍ଭ ହୋଇଛି ଜିମ୍ବାଓ୍ବେ ଗସ୍ତ। ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚକୁ ଭାରତ ୧୦ ଉଇକେଟରେ ଜିତି ନେଇଛି। ୧୯୦ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଭାରତ ପକ୍ଷରୁ ଦୁଇ…
Read More...

ଜଣେ ଖେଳାଳିଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଙ୍କ ଖେଳ : ବିରାଟ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ବିରାଟ କୋହଲି ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ସେ ଇଂଲଣ୍ଡ ଗସ୍ତ ପରେ ବିଶ୍ରାମ ନେଇଥିଲେ। କୋହଲି ନିଜର ଖରାପ ଫର୍ମ ପାଇଁ ବାରମ୍ବାର ସମାଲୋଚନାର ଶିକାର…
Read More...

ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ପଦକ ବର୍ଷା, ପୁଣି ସ୍ବର୍ଣ୍ଣ

ବର୍ମିଂହାମ :ରାଜ୍ୟଗୋଷ୍ଠୀ କ୍ରୀଡାରେ ବକ୍ସିଂରେ ଭାରତ ସ୍ବର୍ଣ୍ଣ ପଦକ ମିଳିଛି। ହରିୟାଣାର ବକ୍ସର ନୀତୁ ଘଙ୍ଗାସ ଭାରତକୁ ଏହି ପଦକ ଜିତାଇଛନ୍ତି। ମହିଳା ୪୫-୪୮ କିଗ୍ରା ଫାଇନାଲରେ ନୀତୁ ଇଂଲଣ୍ଡ ବକ୍ସର ଡାମି ଜାଡେ…
Read More...

ଜାଭେଲିନ ଥ୍ରୋ ରେ ଦେଶ ଜିତିଲା ପ୍ରଥମ ପଦକ

ବର୍ମିଂହାମ: ଦେଶ ପାଇଁ ପୁଣି ଏକ ପଦକ ଜିତିଲେ ଆଉ ଜଣେ ଆଥଲେଟ୍‌। ରବିବାର ବର୍ମିଂହାମ ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୨ରେ ମହିଳା ଜାଭେଲିନ ଥ୍ରୋ ବର୍ଗରେ  ଅନୁରାଣୀ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ…
Read More...

ରାଜ୍ୟ ଗୋଷ୍ଠୀ କ୍ରୀଡାରେ ପୁଣି ଭାରତକୁ ୨ ପଦକ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡାର ଟ୍ରିପଲ ଜମ୍ପ ଇଭେଣ୍ଟରେ ଭାରତୀୟ ଆଥଲେଟ୍‌ ମାନେ ରବିବାର ୨ଟି ପଦକ ଜିତିଛନ୍ତି। ଭାରତର ଏଲଡୋଜ ପଲ ଏବଂ ଅବଦୁଲ୍ଲା ଆବୁବାକର୍‌ ଦେଶ ପାଇଁ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ…
Read More...