ଶିଖର ଧାୱନ ଦେଲେ ପତ୍ନୀଙ୍କୁ ଛାଡପତ୍ର

ଭାରତୀୟ ଓପନର୍ ଶିଖର ଧାୱନ ପତ୍ନୀ ଆୟଶା ମୁଖାର୍ଜୀଙ୍କୁ ଛାଡପତ୍ର ଦେଇଛନ୍ତି। ଯାହା ମଙ୍ଗଳବାର ଦିନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାବପ୍ରବଣ ପୋଷ୍ଟ ଦ୍ୱାରା ନିଶ୍ଚିତ ହୋଇଛି। ଏହି ଦମ୍ପତି ପ୍ରାୟ ୧୦ ବର୍ଷ ଧରି ବିବାହ କରିଥିଲେ। ଶିଖର ଓ ଆୟଶାଙ୍କର ଏକ ପୁଅ ମଧ୍ୟ ଅଛନ୍ତି।

ସୋସିଆଲ ମିଡିଆ ସାଇଟରୁ ‘ଆୟେଶା ଧାୱନ’ ନାମ ସହିତ ତାଙ୍କର ମୂଳ ପ୍ରୋଫାଇଲକୁ ଡିଲିଟ କରିଥିଲା ଆୟଶା।

୩୫ ବର୍ଷୀୟ ଧାୱନ ଏପର୍ଯ୍ୟନ୍ତ ଛାଡପତ୍ରକୁ ନିଶ୍ଚିତ କରିନାହାଁନ୍ତି। ଅନ୍ୟପକ୍ଷରେ ଆୟଶା ଇନଷ୍ଟାଗ୍ରାମରେ ତାଙ୍କ ଅନୁଗାମୀମାନଙ୍କ ସହ ନିଜର ଦୁଃଖ ପ୍ରକାଶ କରିଛନ୍ତି।

Comments are closed.