ପ୍ରକାଶ ପାଇଲା ଯୁକ୍ତ ୨ କଟ୍ଅଫ୍ ମାର୍କ

ଆଜି ପୂର୍ବାହ୍ନ ୧୧ଟା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି ଯୁକ୍ତ ୨ କଟ୍ଅଫ୍ ମାର୍କର ତାଲିକା । ଯାହାଦ୍ୱାରା ଯୋଗ୍ୟ ଛାତ୍ରଛାତ୍ରୀ ଆସନ୍ତା ଜୁଲାଇ ୨ ରୁ ୫ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ…
Read More...

ଗାଁକୁ ମଦମୁକ୍ତ କରି ସମ୍ମାନ ପାଇଲେ ଶୁକୁର କୁଜୁର

ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛନ୍ତି ସମ୍ବଲପୁର ଜିଲ୍ଲା ଲରିଆପାଲି ନିବାସୀ ଶୁକୁର କୁଜୁର । ଳକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଧ୍ୟ ଯେଉଁ କାମ ସରକାର କରିପାରିଲା ନାହିଁ, ତାକୁ ନିଜସ୍ୱ ଇଛାରେ ବାସ୍ତବର ରୂପ…
Read More...

ବର୍ଷା ଦିନରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ ଏହି ୬ଟି ଟିପ୍ସ

ନିଜର ସୌନ୍ଦର୍ଯ୍ୟ ବଢାଇବା ପାଇଁ କିଏ ବା ନ ଚାହେଁ ? ପରନ୍ତୁ ଋତୁ ଅନୁସାରେ ସୌନ୍ଦର୍ଯ୍ୟର ପରିବର୍ତ୍ତନ ହୋଇଥାଏ । ଯେପରି ଏବେ ବର୍ଷା ଋତୁ ଆସିଗଲାଣି ଆଉ ଫେସର ରଙ୍ଗ ଫିକା ପଡିବାରେ ଲାଗିଲାଣି । ଯଦି ଆପଣ ବର୍ଷା…
Read More...

ମହିଳାଙ୍କ ସୁରକ୍ଷା ପାଇଁ ସମ୍ବଲପୁରରେ ଜନ୍ମ ନେଲା ‘ସଖି’

ଦିନକୁ ଦିନ ମହିଳାଙ୍କ ଉପରେ ଶୋଷଣ, ଅନ୍ୟାୟ ଅତ୍ୟାଚାର ବଢିବାରେ ଲାଗୁଛି । ସବୁବେଳେ ଅବହେଳିତ ହୋଇ ପଛରେ ରହିଯାଉଛି ନାରୀଟିଏ । ଏହି ସମସ୍ୟାକୁ ସମାଧାନ କରିବା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ…
Read More...

ମୁମ୍ବାଇରେ ପୁଣି ଜଳିଲା ବିମାନ

ଗତ କାଲି ସୁଖୋଇର ବିମାନ କ୍ରାସ ହେବା କଥା ଲୋକଙ୍କ ମନରୁ ନ ଜାଉଣୁ ପୁଣି ଏକ ବିମାନ କ୍ରାସ ହୋଇଛି । ଘଟଣାଟି ଆଜି ଅପରାହ୍ନ ୧ଟା ୩୦ ମିନିଟରେ ମୁମ୍ବାଇର ଘଟକପୋରା ଅଞ୍ଚଳରେ ଘଟିଛି । ଏନେଇ ସମ୍ପୁର୍ଣ୍ଣ ତଥ୍ୟ ନ ମିଳି…
Read More...

ବୀମା ରାଶି ନ ମିଳିବାରୁ ସମ୍ବଲପୁର କଲେକ୍ଟର ଅଫିସ ଘେରାଉ କଲେ ଚାଷୀ

ଦିନକୁ ଦିନ ଚାଷୀ ମୃତ୍ୟୁ ହାର ବଢିବାରେ ଲାଗିଛି । ସରକାରଙ୍କ ତରଫରୁ ଏନେଇ କୌଣସି ଚିନ୍ତା ନାହିଁ । ଯାହାକୁ ଆଖିରେ ରଖି ସମ୍ବଲପୁର ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଆଜି କଲେକ୍ଟର ଅଫିସ ଘେରାଉ କରାଯାଇଛି ।…
Read More...

ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା

ଦୁଇ ମାସ ବ୍ୟାପି ହେଉଥିବା ପ୍ରସିଦ୍ଧ ଅମରନାଥ ଯାତ୍ରା ଆଜିଠୁ ଆରମ୍ଭ ହୋଇଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ଭକ୍ତମାନେ ଅମରନାଥ ପହଞ୍ଚି ମହାଦେବଙ୍କୁ ଦେଖା କରିପାରିବେ । ଜମ୍ମୁ-କାଶ୍ମୀରର ରାଜ୍ୟପାଳ ଏନ୍ଏନ୍…
Read More...

୨ବର୍ଷ ତଳେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ଆସିଲା ଭିଡିଓ

ଦୁଇ ବର୍ଷ ତଳେ ଅର୍ଥାତ୍ ୨୦୧୬ ସେପ୍ଟେମ୍ବର ୨୮ ଓ ୨୯ ତାରିଖରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ଭିଡିଓ ଉନ୍ମୋଚନ ହୋଇଛି । ଭାରତୀୟ ଯବାନ କିପରି ନିଜର ବୀରତ୍ୱ ଦେଖାଇ ୫୦ରୁ ଅଧିକ ଆତଙ୍କବାଦୀ ଓ…
Read More...

ଅଫିସରୁ ମିଳିଲା ଯୁବକଙ୍କ ମୃତ ଦେହ

ପ୍ରେମରେ କିଏ ହାରେ ତ କିଏ ଜିତେ । ସେହିପରି ଭୁବନେଶ୍ୱରର ବୁଦ୍ଧନଗର ଅଞ୍ଚଳରେ ପ୍ରେମକୁ ନେଇ ଘଟିଛି ଏକ ଅଘଟଣ । ବୈଜୟନ୍ତୀ ପ୍ରସାଦ ମହାନ୍ତି ନାମକ ଏକ ମେରାଇନ୍ ଇଂଜିନିୟର ମୃତ ଦେହକୁ ଅଫିସ ଭିତରୁ ଉଦ୍ଧାର କରିଛି…
Read More...

ଆରମ୍ଭ ହେଲା ଜଗନ୍ନାଥଙ୍କ ସ୍ନାନଯାତ୍ରା: ଭକ୍ତଙ୍କ ବିପୁଳ ସମାଗମ

ଜଗତର ନାଥ ଜଗନ୍ନାଥଙ୍କ ପ୍ରସିଦ୍ଧ ସ୍ନାନ ଯାତ୍ରା ଆଜି ଆରମ୍ଭ ହୋଇଯାଇଛି । ସ୍ନାନ ବେଦୀରେ ପ୍ରଭୁଙ୍କର ଟିକେ ଦର୍ଶନ ପାଇଁ ଭକ୍ତମାନେ ବର୍ଷାକୁ ଖାତିର ନ କରି ବିପୁଳ ପରିମାଣରେ ଜମା ହୋଇଛନ୍ତି । ସେପଟେ ସ୍ନାନଯାତ୍ରା…
Read More...