୨ବର୍ଷ ତଳେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ଆସିଲା ଭିଡିଓ

ଦୁଇ ବର୍ଷ ତଳେ ଅର୍ଥାତ୍ ୨୦୧୬ ସେପ୍ଟେମ୍ବର ୨୮ ଓ ୨୯ ତାରିଖରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ଭିଡିଓ ଉନ୍ମୋଚନ ହୋଇଛି । ଭାରତୀୟ ଯବାନ କିପରି ନିଜର ବୀରତ୍ୱ ଦେଖାଇ ୫୦ରୁ ଅଧିକ ଆତଙ୍କବାଦୀ ଓ ଦୁଇ ଜଣ ପାକିସ୍ତାନ ଯବାନଙ୍କୁ ମୃତ୍ୟୁ ମୁଖକୁ ପଠାଇଥିଲେ ତାହା ଦେଖିବାକୁ ମିଳିଛି । ୮ଟି ଟିମ ଓ ୧୫୦ ଜଣ ଭାରତୀୟ ଯବାନଙ୍କୁ ନେଇ ହୋଇଥିବା ଏହି ଷ୍ଟ୍ରାଇକରେ ଆକାଶ ପଥ ଓ ସ୍ଥଳ ପଥକୁ ବ୍ୟବହାର କରାଯାଇଥିଲା । ସମ୍ପୃକ୍ତ ଭିଡିଓଟି WIONରେ ପ୍ରସାରିତ ହେବା ପରେ ୟୁଟ୍ୱୁବରେ ଛଡାଯାଇଛି ।

Comments are closed.