ପ୍ରକାଶ ପାଇଲା ଯୁକ୍ତ ୨ କଟ୍ଅଫ୍ ମାର୍କ

ଆଜି ପୂର୍ବାହ୍ନ ୧୧ଟା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି ଯୁକ୍ତ ୨ କଟ୍ଅଫ୍ ମାର୍କର ତାଲିକା । ଯାହାଦ୍ୱାରା ଯୋଗ୍ୟ ଛାତ୍ରଛାତ୍ରୀ ଆସନ୍ତା ଜୁଲାଇ ୨ ରୁ ୫ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ । ଜୁଲାଇ ୧୦ରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ବାହାରିବା ବେଳେ ୧୬ ତାରିଖରେ ବଳକା ସିଟର ତାଲିକା ବାହାରିବ । ପରିଶେଷରେ ଜୁଲାଉ ୨୪ରୁ ଯୁକ୍ତ୨ ପିଲାଙ୍କ ପାଠପଢା ଆରମ୍ଭ ହୋଇଯିବ ।

Comments are closed.