Browsing Category

ଓଡ଼ିଶା

କଳାହାଣ୍ଡିବାସୀଙ୍କୁ ୧୦୬ଟି ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି,୧୪ ।୧: କଳାହାଣ୍ଡିବାସୀଙ୍କୁ ୧୦୬ଟି ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ ହଜାର ୮୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତିି ମୁଖ୍ୟମନ୍ତ୍ରୀ । ୧ ହଜାର ୬୫ କୋଟି ଟଙ୍କାର…
Read More...

ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ,୧୪ ।୧: ପଞ୍ଚମହାଭୂତରେ ବିଲୀନ ହୋଇଛି ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ମରଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କଟକ କଟକ କାଳିଆବୋଦା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ଶେଷକୃତ୍ୟ ସମ୍ପନ୍ନବେଳେ…
Read More...

ଜୁଆ ଖେଳରେ ଚଢ଼ାଉ ବେଳେ ଲୋକଙ୍କ ପଥର ମାଡ଼ରେ ପୋଲିସ ଓ ଏସଡିପିଓ ଆହତ

ମାଲକାନଗିରି, ଅପୁର୍ବ ଥଣ୍ଡର : କାଲିମେଳା ଥାନା ନିକଟସ୍ଥ କୋଇମେଟଲା ପଞ୍ଚାୟତର ମାରନପାଲ୍ଲୀ ଗ୍ରାମରେ ଚାଲିଥିବା ଜୁଆଖେଳ ଉପରେ ଚଢ଼ାଉ କରିବା ସମୟରେ ଏସଡିପିଅଙ୍କୁ ଲୋକମାନେ ଆକ୍ରମଣ କରି ଆହାତ କରିଥିବା ଜଣା ପଡିଛି…
Read More...

ଖୁସି ଚାରିଟେବୁଲ ଟ୍ରଷ୍ଟ ତରଫରୁ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

କଳାହାଣ୍ଡି, ବୁଦ୍ଧେଶ୍ୱର ଚୌଧୁରୀ : ଖୁସି ଚାରିଟେବୁଲ ଟ୍ରଷ୍ଟ କଳାହାଣ୍ଡି ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ପାଳନ ହୋଇଯାଇଛି l ପ୍ରଥମେ ଉପ ସଭାପତି ପ୍ରବୀଣ କୁମାର ସାଏ ଅତିଥି ପରିଚୟ ଦେଇଥିଲେ l ଏହି ଅବସରରେ ମୁଖ୍ୟ…
Read More...

ରାଜ୍ୟରେ ସକାଳ ୯ଟାରୁ ୫ଟା ଯାଏଁ ଟିକାକରଣ

ଭୁବନେଶ୍ୱର,୧୩ ।୧: ରାଜ୍ୟରେ ଟିକାକରଣ ପ୍ରସ୍ତୁତି ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଜାନୁଆରୀ ୧୬ ତାରିଖରେ ରାଜ୍ୟର ୧୬୦ଟି କେନ୍ଦ୍ରରେ ଟିକାକରଣ ଆରମ୍ଭ ହେବ । ପ୍ରଥମ…
Read More...

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ

କଟକ,୧୩ ।୧: ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ଆଜି ପରଲୋକ ଘଟିଛି । କଟକ ବଡ଼ ଡାକ୍ତରଖାନାର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଆଜି ଅପରାହ୍ନ ୪ଟା ୧୫ ମିନିଟରେ…
Read More...

ପୋଲିସ୍ ଭ୍ୟାନ୍ ପୋଡିଦେଲେ ଉତ୍ତ୍ୟକ୍ତ ଲୋକ

ଭଦ୍ରକ,୧୩ ।୧: ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ଉତ୍ତେଜିତ ହୋଇ ପୋଲିସ ଭ୍ୟାନ୍ ପୋଡିଦେଲେ ଉତ୍ତ୍ୟକ୍ତ ଲୋକେ। ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ହାଟୁଆରି ଗାଁର ଯୁବକଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି…
Read More...

ପରୀ ମାମଲାରେ ବ୍ରେନ୍ ମ୍ୟାପିଂ ପାଇଁ ଅଭିଯୁକ୍ତ ଅରାଜି

ନୟାଗଡ,୧୩ ।୧: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାରେ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଆଜି ହାଜର ହୋଇଛି ଅଭିଯୁକ୍ତ ନାବାଳକ । ଶୁଣାଣି ଶେଷ ହେବା ପରେ ରାୟକୁ ବୋର୍ଡ ପକ୍ଷରୁ ସଂରକ୍ଷିତ ରଖାଯାଇଛି ।…
Read More...

କଟକରେ ମାଞ୍ଜା ସୂତା ବ୍ୟାନ୍

କଟକ,୧୩ ।୧: ମକର ସଂକ୍ରାନ୍ତି ଅବସରରେ ଗୁଡି ଉଡା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ । କଟକରେ ଚାଇନିଜ୍ ମାଞ୍ଜା ସୂତାକୁ ବ୍ୟାନ୍ କରିଛି ସିଏମସି । କାଚ ଲଗାଇ ପ୍ରସ୍ତୁତ ହେଉଥିବା…
Read More...

କିଛି ଘଣ୍ଟାର ବ୍ୟବଧାନରେ ତାମ୍ପରାରେ ୩ ଦୁର୍ଘଟଣା, ଜଣେ ମୃତ

ବ୍ରହ୍ମପୁର,୧୩ ।୧: ଗଞ୍ଜାମ ଜିଲ୍ଲା ତାମ୍ପରା ଏନଏଚ-୧୬ରେ ପୁଣି ଦୁର୍ଘଟଣା ଘଟିଛି । କିଛି ଘଣ୍ଟାର ବ୍ୟବଧାନ ଭିତରେ ପୁଣି ଏକ ଟ୍ରକ ଓଲଟି ପଡିଛି । ଟ୍ରକଟି ପାର୍କିଂ ବେଳେ ଓଲଟି ପଡିବାରୁ ଘଟଣାସ୍ଥଳରେ ଡ୍ରାଇଭରର…
Read More...