Browsing Category

ଓଡ଼ିଶା

ଏଣେତେଣେ ମୋବାଇଲ ଚାର୍ଜ କରୁଛନ୍ତିକି? ସାଇବର ଠକେଇର ଶିକାର ହୋଇପାରନ୍ତି

ଭୁବନେଶ୍ୱର : ଦିନକୁ ଦିନ ବଢୁଛି ସାଇବର ଠକେଇ । ନୂଆ ନୂଆ ତରିକାରେ ସାଇବର କ୍ରାଇମ୍‌ କରୁଛନ୍ତି ସାଇବର ଠକ । ଏଣେ ତେଣେ ମୋବାଇଲ ଫୋନ୍‌ ଚାର୍ଜ ନ କରିବାକୁ ପୁଲିସ ପରାମର୍ଶ ଦେଇଛି । ସର୍ବସାଧାରଣ ସ୍ଥାନରେ ମୋବାଇଲ୍‌…
Read More...

ଋଣ ଭାର ସମ୍ଭାଳି ପାରିଲେନି ଚାଷୀ, ପିଇଦେଲେ କୀଟନାଶକ ଔଷଧ

କାମାକ୍ଷାନଗର : ଢ଼େଙ୍କାନଳ ଜିଲ୍ଲା କାମାକ୍ଷାନଗର ଭୁବନ ଥାନା ଅନ୍ତର୍ଗତ ବାସୁଦେଇପୁର ଗାଁରେ ବିଷ ପିଇ ଚାଷୀ ଜୀବନ ହାରିଛନ୍ତି । ୫୮ ବର୍ଷୀୟ ଜଗନ୍ନାଥ ମହାପାତ୍ର ଜଣେ ଭାଗ ଚାଷୀ ରୂପେ କାମ କରୁଥିଲେ। ଅନ୍ୟର ଜମିରେ…
Read More...

କଲବଲ କରିବ ଗୁଳୁଗୁଳି

ଭୁବନେଶ୍ବର : ଆଗାମୀ ୨ରୁ ୩ ଦିନ ଯାଏଁ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନଥିବାରୁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୂଚନାରେ ଆହୁରି…
Read More...

ଆକାଶରେ ଜଲୱା ଦେଖାଇବ ଭାରତୀୟ ବାୟୁସେନା

ଭୁବନେଶ୍ୱର: ଆସନ୍ତା କାଲି ଆକାଶରେ ନିଜର ଜଲୱା ଦେଖାଇବ ଭାରତୀୟ ବାୟୁସେନା । ବାୟୁସେନା ପକ୍ଷରୁ ଆୟୋଜିତ ହେବାକୁ ଥିବା ସୂର୍ୟ୍ୟକିରଣ ଏୟାରସୋ’ର ଫୁଲ୍‌ ରିହର୍ସଲ ଆଜି ଅନୁଷ୍ଠିତ ହୋଇଛି । ଫୁଲ୍‌ ଡ୍‌ରେସ ରିହର୍ସଲ…
Read More...

ବଣ ଭିତରେ ପଡିଛି ନର କଙ୍କାଳ

ବାଙ୍କି : ଜଙ୍ଗଲରୁ ଅଜଣା ନରକଙ୍କାଳ ଠାବ । ବାଙ୍କି ଥାନା ଅନ୍ତର୍ଗତ କୁସୁପଙ୍ଗି-ଚକୁଳେଶ୍ୱର ଗାଁ ମଧ୍ୟରେ ଥିବା ଆଶ୍ରମ ନିକଟରୁ ଗଳିତ ଅବସ୍ଥାରେ ନରକଙ୍କାଳ ଉଦ୍ଧାର ହୋଇଛି । ତେବେ ନରକଙ୍କାଳଟି ନିକଟରେ ଏକ ଗଛରେ…
Read More...

ଗୋଟିଏ ଚାମ୍ବରରେ ବସେଇ ଅନୁଭବ ବର୍ଷାଙ୍କ ମଧ୍ୟସ୍ଥତା କଲେ ବିଚାରପତି

କଟକ : ବଢୁଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅଭିନେତା ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲା।  ଆଜି କଟକ ପରିବାର ଅଦାଲତ ବିଚାରପତି କରିଛନ୍ତି ମଧ୍ୟସ୍ଥତା। ପରିବାର ଅଦାଲତ ବିଚାରପତି ନିଜ ଚାମ୍ବରରକୁ…
Read More...

ବଡମାଧପୁରରେ ଚାଷୀ ସମାବେଶ ଅନୁଷ୍ଠିତ

ଛତ୍ରପୁର(ଭଗବାନ ରାଉଳ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର ମାଁ କଣ୍ଠେରଣା ମନ୍ଦିର ପ୍ରାଙ୍ଗଣରେ ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମାବେଶରେ ବଡମାଧପୁର ସରପଞ୍ଚ ଅର୍ଚ୍ଚନା କୁମାରୀ ସେଠୀ…
Read More...

ସମୁଦ୍ରରେ ଲୀନ ହେବ ମେରାଇନ ଡ଼୍ରାଇଭ

ପୁରୀ: ଦିନରାତି ଅବାଧ ବାଲିଚୋରି ଯୋଗୁଁ ପୁରୀ-କୋଣାର୍କ ବେଳାଭୂମି ମାର୍ଗ ବା ମେରାଇନ ଡ଼୍ରାଇଭ ସମୁଦ୍ରରେ ଲୀନ ହେବାକୁ ଯାଉଛି । ସମ୍ପ୍ରତି ରାମଚଣ୍ଡୀ ନିକଟସ୍ଥ ଇକୋ-ରିଟ୍ରିଟ ବେଳାଭୂମି ମାର୍ଗ ଦ୍ରୁତ ଅବକ୍ଷୟ ହେବାରେ…
Read More...

୧୬ରୁ ୟୁଜିସି ନେଟ ପରୀକ୍ଷା ଆରମ୍ଭ, ଜାଣନ୍ତୁ କ’ଣ ରହିଛି ବ୍ୟବସ୍ଥା

ଭୁବନେଶ୍ୱର : ୟୁଜିସି ନେଟ୍‌ ଜୁନ-୨୦୨୨ ସେକ୍ସନ ପରୀକ୍ଷା ସେପ୍ଟେମ୍ବର ୧୬ରୁ ତିନିଦିନ ପର୍ୟ୍ୟନ୍ତ ଚାଲିବ। ପରୀକ୍ଷା ଦେବା ନିମନ୍ତେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଡମିଟ କାର୍ଡ ଏନଟିଏ ୱେବସାଇଟ …
Read More...

ସୂର୍ୟ୍ୟକିରଣ ଏୟାର ସୋର ହେବ ରିହର୍ସଲ

ଭୁବନେଶ୍ୱର : ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଭୁବନେଶ୍ୱର ଓ ପୁରୀରେ ବାୟୁସେନା ପକ୍ଷରୁ ସୂର୍ୟ୍ୟକିରଣ ସୋ କରାଯିବ । ୧୬ ତାରିଖରେ ଭୁବନେଶ୍ୱର ନିକଟସ୍ଥ କୂଆଖାଇ ନଦୀପଠା ବାଲିଯାତ୍ର ପଡ଼ିଆ ଓ ୧୮ ତାରିଖରେ ପୁରୀର…
Read More...