Browsing Category

ଅପରାଧ

ସାମ୍ବାଦିକଙ୍କୁ ଆକ୍ରମଣ , ୫ ହଜାର ଟଙ୍କା ସହ ବ୍ଲୁ ଟୁଥ୍ ହେଡ୍ ଫୋନ୍ ଛଡାଇ ଗାଡି ଚାଳକ ନେଇଥିବା ଅଭିଯୋଗ

ଟାଙ୍ଗୀ(ରାକେଶ କୁମାର ଜଗଦେବ) : ଅମାନିଆ କାର୍ ଚାଳକ କାର୍ ଚାଳନା କରୁଥିଲେ ରଙ୍ଗ ସାଇଡ୍ ରେ ହେଲେ ଫଳ ହୋଇଥିଲା ଓଲଟା | ରାସ୍ତା ତଳକୁ ଖସିଲା କାର୍ , ରାସ୍ତା ତଳକୁ ଖସି ଧାନ ବିଲ ଗହୀରରେ ଓଲଟି ପଡିଲା କାର୍ | ଲହୁ…
Read More...

ଯୌତୁକ ନିର୍ଯାତନା , ବୋହୂକୁ ପିଟି ପିଟି ହତ୍ୟା ଅଭିଯୋଗ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଯୌତୁକ ଜନିତ ହତ୍ୟା ଘଟଣା ସାମ୍ନାକୁ ଆସିଛି l ଜଣେ ବଧୂଙ୍କୁ ଯୌତୁକ ନିମନ୍ତେ ସ୍ୱାମୀ, ଶାଶୁ ଓ ଶ୍ୱଶୁର ମିଶି ମାରିଦେଇଥିବାର ଥାନାରେ…
Read More...

ସ୍ତ୍ରୀଙ୍କୁ ଫେରାଇ ଆଣିବାକୁ କାମ ଦେଲାନି ଜ୍ୟୋତିଷ ଔଷଧ, ଜ୍ୟୋତିଷକୁ ହାଣିଦେଲା ସ୍ୱାମୀ

ଯାଜପୁର : ଜ୍ୟୋତିଷ ଔଷଧ ଦେଇଥିଲେ ସ୍ତ୍ରୀ ଫେରିଆସିବ। କିନ୍ତୁ ଫେରିଲାନି ସ୍ତ୍ରୀ। ରାଗ ସୁଝାଗଲା ଜ୍ୟୋତିଷ ଉପରେ। ହତ୍ୟାର ଶିକାର ହେବାକୁ ପଡ଼ିଛି ଜ୍ୟୋତିଷକୁ। ଏମିତି ଏକ ଅଭାବନୀୟ ଘଟଣା ଏବେ ଯାଜପୁର ସହରରେ ଚହଳ…
Read More...

କେନାଲରୁ ମିଳିଲା ନବଜାତ ଶିଶୁପୁତ୍ରର ମୃତଦେହ

ମୟୁରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : କେନାଲରୁ ନବ ଜାତକ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର | ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ଥାନା ଭୀମତାଳି ଗ୍ରାମରେ | ଭୀମତାଳି ଗ୍ରାମ ନିକଟରେ ଥିବା କେନାଲରେ ଜଣେ ଶିଶୁପୁତ୍ରର…
Read More...

ବାଉଁଶବୁଦା ମଧ୍ୟରେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଠାବ

ଟାଙ୍ଗୀ (ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦୁଲ୍ଲଣୀ ଗ୍ରାମ ଶାଳିଆ ନଦୀ ବାଉଁଶବୁଦା ମଧ୍ୟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ପଡିଥିବାର ଗତକାଲି ସଂନ୍ଧ୍ୟାରେ ଦେଖିବାକୁ…
Read More...

ରାଜଧାନୀରେ ଏଣ୍ଡୁଅର ଦାମ ଦେଢ଼ଲକ୍ଷ ଟଙ୍କା !

ଭୁବନେଶ୍ୱର: ଅପରାଧର ଖୋଲା ମହଲ ସାଜିଛି ସ୍ମାର୍ଟ ସିଟି ଭୁବନେଶ୍ୱର । ଏଥିରୁ ବର୍ତ୍ତିପାରୁନାହାନ୍ତି ନିରୀହ ଜୀବଜନ୍ତୁ । ଚେର ଏତେ ବାଟ ଲମ୍ବିଛି ଯାହାର ଟେର ପାଇବା କଷ୍ଟକର ପାଠ ହୋଇପଡ଼ିଛି ବନବିଭାଗ ପାଇଁ ।…
Read More...

ଚାନ୍ଦପୁର ପୋଲିସ ର ଚଢ଼ାଉ 20 ଲିଟର ଦେଶୀ ମଦ ସହ,2 ଗିରଫ

ରଣପୁର(ଚିରଞ୍ଜିବି ଦାଶ) : ନୟାଗଡ ଜ଼ିଲ୍ଲା ଚାନ୍ଦପୁର ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୁଡ଼ ରେ ଚାନ୍ଦପୁର ପୋଲିସ l ଆଜି ଚାନ୍ଦପୁର ପୋଲିସ ମୟୁରଝାଳିଆଗାଁରେ ଚଢ଼ାଉ କରି 30ଲିଟର ହାତ…
Read More...

ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ଟାଙ୍ଗୀ ପୋଲିସ୍

ଟାଙ୍ଗି(ରାକେଶ କୁମାର ଜଗଦେବ) : ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରି ଚାରି ଜଣ ଅଭିଯୁକ୍ତକୁ ଗିରଫ କରିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ l ସୂଚନା ମୁତାବକ ଗତକାଲି ରାତିରେ ଟାଙ୍ଗୀ ଥାନା ହରିପୁର ଜଙ୍ଗଲ…
Read More...

ମହିଳାଙ୍କ ନଗ୍ନ ଫଟୋ ତାଙ୍କ ସ୍ବାମୀକୁ ପଠାଇ ଫସିଲେ ଯୁବକ

ବ୍ରହ୍ମପୁର : ଜଣେ ମହିଳାଙ୍କ ନଗ୍ନ ଫଟୋକୁ ତାଙ୍କ ସ୍ୱାମୀଙ୍କ ନିକଟକୁ ପଠାଇଥିବା ଅଭିଯୋଗରେ ବୁଧବାର ଦିନ ବ୍ରହ୍ମପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ୨୬ ବର୍ଷିୟ ଆଶିଷ ପାଢୀ ଯିଏ ବ୍ରହ୍ମପୁର…
Read More...

ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୁତ୍ତ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୁତ୍ତ। ଗୁରୁତର ଅବସ୍ଥାରେ ଉଦ୍ଧାର କଲା ପୋଲିସ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି |…
Read More...