Browsing Category

ପାଣିପାଗ

ପୁଣି ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଗଳୁଗଳିର ପ୍ରଭାବ ରହିଛି । ଯାହା ଆସନ୍ତା ୨ଦିନ ରହିବାର ପୂର୍ବାନୁମାନ କରାଯାଉଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୧୮ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପରେ…
Read More...

୨୨ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ ଅବପାତର ରୂପନେଇ କ୍ରମେ ଦୁର୍ବଳ ହୋଇଛି । ମଙ୍ଗଳବାର ଉପକୂଳ ଜିଲ୍ଲା ଗୁଡ଼ିକରେ ଆକାଶ ମେଘୁଆ ରହିବା ସହ ବର୍ଷା ହୋଇଛି । ଏହି ଲଘୁଚାପ ଓଡ଼ିଶା ଉପକୂଳ ସଂଲଗ୍ନ…
Read More...

ଭିଜିବ ଓଡ଼ିଶା, ଜାଣନ୍ତୁ କେଉଁ ଜିଲ୍ଲାକୁ ଦିଆଯାଇଛି କେଉଁ ୱାର୍ଣ୍ଣଂ ?

ଭୁବନେଶ୍ୱର: ଲଘୁଚାପରେ ଭିଜିବ ସାରା ଓଡ଼ିଶା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ସକ୍ରିୟ ରହିଛି । କିଛି ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର…
Read More...

ଆଜି ଘୂର୍ଣ୍ଣିବଳୟ, କାଲିଠୁ ବର୍ଷା

ଭୁବନେଶ୍ୱର: ଲୋକଙ୍କୁ ମିଳୁଛି ଗୁଳୁଗୁଳିରୁ ମୁକ୍ତି ପାଇବାର ଖବର । ଯାହା ରାଜ୍ୟବାସୀଙ୍କୁ ଟିକିଏ ଆଶ୍ୱସ୍ତି ଦେଇଛି । ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ ।…
Read More...

୭ରେ ଘୂର୍ଣ୍ଣବଳୟ, ପରେ ଲଘୁଚାପ !

ଭୁବନେଶ୍ୱର: କିଛି ଦିନ ହେଲା ସାରା ରାଜ୍ୟରେ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଗୁଳୁଗୁଳିର ବିରତି ପରେ ପୁଣି ଥରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ଖବର ଏବେ ରାଜ୍ୟବାସୀଙ୍କୁ ଟିକିଏ ଆଶ୍ୱସ୍ତି ଦେଇଛି ।…
Read More...

କାଲିଠୁ ଆଶ୍ୱସ୍ତି !

ଭୁବନେଶ୍ୱର: ସାରା ରାଜ୍ୟରେ କିଛିଦିନ ହେଲା ଗୁଳୁଗୁଳି ହନ୍ତସନ୍ତ କରିସାରିଲାଣି । ଦିନସାରା ଖରା ତାତିରେ ଅସହ୍ୟ ଜନତା ପୁଣି ରାତିହେଲେ ଗୁଳୁଗୁଳିର ପ୍ରକୋପ ନୟାନ୍ତ କରିଦେଇଛି ରାଜ୍ୟବାସୀଙ୍କୁ । ହେଲେ ୫ ତାରିଖରୁ…
Read More...

୨ ସପ୍ତାହରେ ୨ଟି ଲଘୁଚାପ !

ଭୁବନେଶ୍ୱର: କିଛି ଦିନ ହେଲା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଲୋକଙ୍କୁ ହନ୍ତସନ୍ତ କରିସାରିଲାଣି। ଆସନ୍ତା ୨ ସପ୍ତାହ ମଧ୍ୟରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସ଼ମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର…
Read More...

ବାଲେଶ୍ବରରେ ବନ୍ୟା

ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ବର୍ଷା ପ୍ରଭାବରେ ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୁବର୍ଣ୍ଣରେଖା ନଦୀରେ କୌଣସି ଘାଇ ହୋଇନଥିଲେ ମଧ୍ୟ ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକରେ ବନ୍ୟା ଜଳ…
Read More...

ମନସୁନ ଟ୍ରପ୍ ପ୍ରଭାବରେ ବର୍ଷା ଜାରି

ଭୁବନେଶ୍ୱର : ମନସୁନ ଟ୍ରପ୍ ପ୍ରଭାବରେ ରାଜ୍ୟରେ ୨୫ ତାରିଖ ଯାଏ ବର୍ଷା ଲାଗି ରହିବ । ଆସନ୍ତାକାଲି ଉପକୂଳ ଓଡ଼ିଶା ଓ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ କନ୍ଧମାଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା…
Read More...

ଆସୁଛି ବଡ଼ ବନ୍ୟା

ଭୁବନେଶ୍ୱର : ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଭୟଙ୍କର ବନ୍ୟା ପରେ ଏବେ ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା ଦେଖାଦେଇଛି। ସୁବର୍ଣ୍ଣରେଖା ଅବବାହିକାରେ ପ୍ରବଳ ବନ୍ୟା ସମ୍ଭାବନା ରହିଛି ବୋଲି ରବିବାର ସାମ୍ବାଦିକ ସମ୍ମିଳନୀରେ…
Read More...