‘ଉତ୍କଳ ଜନନୀ’ କୁ ‘ଓଡିଶା ଜନନୀ’ କରିବା ପାଇଁ ଶ୍ରମ ମନ୍ତ୍ରୀଙ୍କ ମନ୍ତବ୍ୟ

‘ବନ୍ଦେ ଉତ୍କଳ ଜନନୀ’ କୁ ପ୍ରାଦେଶିକ ସଙ୍ଗୀତର ମାନ୍ୟତା ମିଳିବା ପ୍ରସଙ୍ଗ ଏବେ ଜୋର ଧରିବା ବେଳେ ଶ୍ରମ ମନ୍ତ୍ରୀ ଏଥିରେ ନୁଆ ମୋଡ ଦେଇଛନ୍ତି । ‘ବନ୍ଦେ ଉତ୍କଳ ଜନନୀ’ କୁ ବଦଳାଇ ‘ବନ୍ଦେ ଓଡିଶା ଜନନୀ’ କରିବା ପାଇଁ…
Read More...

ଚଣ୍ଡିଖୋଲରେ ପେଟ୍ରୋଲିୟମ ଡିପୋ ପାଇଁ ମଞ୍ଜୁରୀ ଦେଲା କ୍ୟାବିନେଟ

ଯାଜପୁର ଜିଲ୍ଳା ଅନ୍ତର୍ଗତ ଚଣ୍ଡିଖୋଲ ଠାରେ ପେଟ୍ରୋଲିୟମ ଡିପୋର ପ୍ରତିଷ୍ଠା ପାଇଁ ମଞ୍ଜୁରୀ ଦେଇଛି କ୍ୟାବିନେଟ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଆଜିର କ୍ୟାବିନେଟ ସଭାରେ ଏହାର…
Read More...

ଟିଟିଲାଗଡର ରେଲୱେ ଷ୍ଟେସନରୁ ନକଲି ନୋଟ ଜବତ

ଓଡିଶାର ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ରେଲୱେ ଷ୍ଟେସନରୁ ପୋଲିସକୁ ମିଳିଛି ବଡ ସଫଳତା । ୪ ଲକ୍ଷ ୬୮ ହଜାର ନକଲି ନୋଟ ସହ ଗିରଫ ହୋଇଛି ଏକ ବ୍ୟକ୍ତି । ବ୍ୟକ୍ତି ଜଣକ ହେଉଛନ୍ତି ବରଗଡ ଜିଲ୍ଲା ଅନ୍ତର୍ଗତ ଭଟଲି…
Read More...

ମହିଳାଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସହାୟତା ରାଶି ୭ ଲକ୍ଷକୁ ବୃଦ୍ଧି କଲେ ନବୀନ

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ଏକ ଖୁସି ଖବର ଆଣିଦେଇଛନ୍ତି । ପୂର୍ବରୁ ଥିବା ମହିଳା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସହାୟତ ରାଶି ୫ ଲକ୍ଷରୁ ୭ ଲକ୍ଷକୁ କରିଛନ୍ତି, ଯାହାର ଆରମ୍ଭ ଚଳିତ ମାସ ଜୁନ…
Read More...

ପରଦାକୁ ଆସିଲା ଇରଫାନଙ୍କ ଅଭିନୀତ Karwaan ର ଟ୍ରେଲର

ଖୁବଶିଘ୍ର ବଲିଉଡ ଅଭିନେତା ଇରଫାନ୍ ଖାଁନଙ୍କ 'Karwaan' ଚଳଚ୍ଚିତ୍ର ପରଦାକୁ ଆସିବାକୁ ଯାଉଛି । ଯାହାର ଟ୍ରେଲର ଆଜି ୟୁଟ୍ୟୁବରେ ମୁକ୍ତି ଲାଭ କରିଛି । ଅକର୍ସ ଖୁରାନାଙ୍କ ନିର୍ଦ୍ଦେଶିତ ଏହି ସିନେମାଟି ସଂପୂଣ୍ଣ ରୂପେ…
Read More...

ମହାରାଷ୍ଟ୍ରରେ ଜଳିଲା ସୁଖୋଇ ଯୁଦ୍ଧ ବିମାନ

ଆଜି ସକାଳେ ମହାରାଷ୍ଟ୍ର ସ୍ଥିତ ନାସିକରେ ସୁଖୋଇର ଏକ ଯୁଦ୍ଧ ବିମାନ କ୍ରାସ ହୋଇଛି । ବିମାନଟି ସପୂର୍ଣ୍ଣରୂପେ ଜଳିଯାଇଥିବା ବେଳେ ସେଥିରୁ ଅଳ୍ପକେ ବର୍ତ୍ତିଛନ୍ତି ଦୁଇ ପାଇଲଟ୍ । ସୁଖୋଇର ଏହି ୩୦MKI ନୂତନ ଯୁଦ୍ଧ…
Read More...

ଏହି ୩ ରାଶିର ପୁରୁଷ ହୁଅନ୍ତି ପରଫେକ୍ଟ ସ୍ୱାମୀ

ଭଲ ଜୀବନ ସାଥୀଟିଏ ପାଇବା ପାଇଁ କିଏ ବା ନ ଚାହେ, ଯେ କି ଆପଣଙ୍କୁ ଜୀବନ ସାରା ପ୍ରେମ ଓ ବିଶ୍ୱାସ କରୁଥିବ । ଏମିତି କେତେ ସାରା ଗୁଣ ପରଖିବା ପରେ ହି ଆପଣ ନିଜର ଜୀବନସାଥୀକୁ ବାଛିଥାନ୍ତି । ଯଦି ଆପଣ ଭଲ ପତିଟିଏ…
Read More...

ପୁଣି ଇମ୍ଫାରେ ତେଜିଲା ଉତ୍ତେଜନା, ଆନ୍ଦୋଳନରେ ବସିଲେ ସ୍ଥାନୀୟ ବାସିନ୍ଦା

ଇମ୍ଫା କାରଖାନରେ ଆଜି ସକାଳ ୮ଟାରୁ ପୁଣି ଥରେ ଉତ୍ତେଜନା ଦେଖିବାକୁ ମିଳିଛି । ରାୟଗଡା ଥେରୁବାଲିରେ ଥିବା ଇମ୍ଫା କାରଖାନର କର୍ତ୍ତୃପକ୍ଷ ସ୍ଥାନୀୟ ବାସିନ୍ଦାଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ ନ କରିବାରୁ ଏପରି…
Read More...

ଶରୀର ପାଇଁ ବେଲ ପତ୍ର କେତେ ଯେ ଦରକାର ଜାଣନ୍ତି କି ?

ହିନ୍ଦୁ ରୀତିରେ ବେଲ ଗଛକୁ ପୂଜା କରିବା ସହିତ ତାର ପତ୍ରକୁ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ସହ ତୁଳନା କରାଯାଏ । ବୈଦିକ ଯୁଗରୁ ବେଲ ପତ୍ରକୁ ଶରୀରରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ପାଇବା ପାଇଁ…
Read More...

ଏବେ ବିଦେଶରେ ସ୍ଥାପିତ ହେବ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି

ଭାରତରେ ଖୁବ ନାମ କମେଇଥିବା ଯୋଗଗୁରୁ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି ଲଣ୍ଡନର ମାଡାମ ତୁସାଡ ମ୍ୟୁଜିୟମରେ କରାଯିବ । ପ୍ରଥମଥର ପାଇଁ ରାମଦେବଙ୍କ ବୃକ୍ଷାସନ ମୁଦ୍ରାର ପ୍ରତିମୂର୍ତ୍ତିର୍କୁ ଏଠାରେ ସ୍ଥାନିତ କରାଯିବ ।…
Read More...