‘ଉତ୍କଳ ଜନନୀ’ କୁ ‘ଓଡିଶା ଜନନୀ’ କରିବା ପାଇଁ ଶ୍ରମ ମନ୍ତ୍ରୀଙ୍କ ମନ୍ତବ୍ୟ

‘ବନ୍ଦେ ଉତ୍କଳ ଜନନୀ’ କୁ ପ୍ରାଦେଶିକ ସଙ୍ଗୀତର ମାନ୍ୟତା ମିଳିବା ପ୍ରସଙ୍ଗ ଏବେ ଜୋର ଧରିବା ବେଳେ ଶ୍ରମ ମନ୍ତ୍ରୀ ଏଥିରେ ନୁଆ ମୋଡ ଦେଇଛନ୍ତି । ‘ବନ୍ଦେ ଉତ୍କଳ ଜନନୀ’ କୁ ବଦଳାଇ ‘ବନ୍ଦେ ଓଡିଶା ଜନନୀ’ କରିବା ପାଇଁ ଶ୍ରମ ମନ୍ତୀ ସୁଶାନ୍ତ ସିଂ କହିଥିବା ବେଳେ ଉକ୍ରଳ ସଙ୍ଗଠନ ଓ ଆମେ ଓଡିଆ ସଙ୍ଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ରାଜନୈତିକ ଦଳ ତଥା ବିଜେଡି, ବିଜେପି, କଗ୍ରେଂସ ମଧ୍ୟରେ ଏହି ବିଷୟକୁ ନେଇ ପୁଣି ଥରେ ଟଣାଓଟରା ଆରମ୍ଭ ହୋଇଯାଇଛି ।

Comments are closed.