ପୁଣି ଇମ୍ଫାରେ ତେଜିଲା ଉତ୍ତେଜନା, ଆନ୍ଦୋଳନରେ ବସିଲେ ସ୍ଥାନୀୟ ବାସିନ୍ଦା

ଇମ୍ଫା କାରଖାନରେ ଆଜି ସକାଳ ୮ଟାରୁ ପୁଣି ଥରେ ଉତ୍ତେଜନା ଦେଖିବାକୁ ମିଳିଛି । ରାୟଗଡା ଥେରୁବାଲିରେ ଥିବା ଇମ୍ଫା କାରଖାନର କର୍ତ୍ତୃପକ୍ଷ ସ୍ଥାନୀୟ ବାସିନ୍ଦାଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ ନ କରିବାରୁ ଏପରି ଉତ୍ତେଜନା ସୃଷ୍ଟି ହୋଇଛି । ଫଳରେ ବାସିନ୍ଦାମାନେ ଆନ୍ଦୋଳନ କରିବା ସହିତ ଦାବୀ ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି । ପୂର୍ବରୁ ଏପରି ଆନ୍ଦୋଳନ କରି ଓହରିଥିଲେ ବି କର୍ତ୍ତୃପକ୍ଷ ଏ ବିଷୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ।

Comments are closed.