ଆପଣଙ୍କ ବିବାହ ଠିକ ହେବାର ଅଛି କି ? ତେବେ ଧ୍ୟାନ ଦିଅନ୍ତୁ ଏହି ବିଷୟ ଉପରେ ….

ହିନ୍ଦୁ ପରମ୍ପରା ଅନୁସାରେ ବିବାହ ଏକ ପବିତ୍ର ବନ୍ଧନ, ଯାହାକୁ ସାରା ଜୀବନ ପାଳନ କରିବାକୁ ପଡେ । ପିତା ମାତା ଯେତେବେଳେ ନିଜ ପିଲାଙ୍କ ପାଇ ପ୍ରସ୍ତାବ ଦେଖିବାକୁ ଯାନ୍ତି ସେ ସମୟରେ ଚିନ୍ତା ପ୍ରକାଶ କରିବା ତ ସାଧାରଣ କଥା ଏବଂ ଅପଣଙ୍କ ପିଲାମାନେ ମଧ୍ୟ ଚିନ୍ତିତ ଥାନ୍ତି । ତେବେ ଆଜି ଆସନ୍ତୁ ଜାଣିବା ବିବାହ ପ୍ରସ୍ତାବ ଦେଖିବାକୁ ଆପଣ ଯଦି ଯାଉଛନ୍ତି ତେବେ କେଉଁ ସବୁ ବିଷୟ ପ୍ରତି ଧ୍ୟାନ ଦେବେ ।

  • ବିବାହ ପ୍ରସ୍ତାବ ଦେଖିବାକୁ ଯଦି ଯାଇଛନ୍ତି ତ ସାମ୍ନାରେ ଥିବା ବ୍ୟକ୍ତି ଅପଣଙ୍କ ଅନିଚ୍ଛା ସ୍ୱତେ କୌଣସି କଥାରେ ଜିଦି ଧରୁନାହିତ , ଏହି ସମୟରେ ପୁଅ ଓ ଝିଅ ଦୁହେଁ ଏକତ୍ର କଥା ହେବ ଉଚିତ ।
  • କାରଣ ପ୍ରତୋକ ପୁଅ ଘରେ କେବେ ବି ଚାହାନ୍ତି ନି କି ଝିଅ ଘର ତାଙ୍କର କୌଣସି ଘର କଥାରେ ହସ୍ତକ୍ଷପ କରନ୍ତୁ ।
  • ସେଥିପାଇ ଆପଣ ପ୍ରଥମଦିନ ଯେତେବେଳେ ପ୍ରସ୍ତାବ ଦେଖିବାକୁ ଯିବେ ଏହି ସବୁ କଥା ପ୍ରତି ଧ୍ୟାନ ଦେବେ କି ଆପଣ କଥା ହେବା ସମୟରେ ସାମ୍ନାରେ ଥିବା ବ୍ୟକ୍ତିର ପ୍ରତିକ୍ରିୟା କିପରି ।
  • ଏହା ସହ ଆପଣଙ୍କୁ ତାଙ୍କର କୌଣସି କଥାରେ ଯେପରି କିଛି ଅସୁବିଧା ହେଉନଥିବ ।

Comments are closed.