ମହାରାଷ୍ଟ୍ରରେ ଜଳିଲା ସୁଖୋଇ ଯୁଦ୍ଧ ବିମାନ

ଆଜି ସକାଳେ ମହାରାଷ୍ଟ୍ର ସ୍ଥିତ ନାସିକରେ ସୁଖୋଇର ଏକ ଯୁଦ୍ଧ ବିମାନ କ୍ରାସ ହୋଇଛି । ବିମାନଟି ସପୂର୍ଣ୍ଣରୂପେ ଜଳିଯାଇଥିବା ବେଳେ ସେଥିରୁ ଅଳ୍ପକେ ବର୍ତ୍ତିଛନ୍ତି ଦୁଇ ପାଇଲଟ୍ । ସୁଖୋଇର ଏହି ୩୦MKI ନୂତନ ଯୁଦ୍ଧ ବିମାନଟି ପରୀକ୍ଷାମୂଳକ ଭାବେ ବ୍ୟବହାର କରିବାବେଳେ ଏପରି ଅଘଟଣ ଘଟିଥିଲା । ପୁର୍ବରୁ ପାୟଃ ୮ଟି ସୁଖୋଇର ବିମାନ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବାର ସୂଚନା ମିଳିଛି ।

Comments are closed.