Browsing Category

ଓଡ଼ିଶା

କଳାହାଣ୍ଡିରେ ବଡ ଧରଣର ଡକାୟତି

କଳାହାଣ୍ଡି, ବୁଦ୍ଧେଶ୍ୱର ଚୌଧୁରୀ : ବନ୍ଧୁକ ମୁନରେ ଚୋରି । ମାସକ ମଧ୍ୟରେ କଳାହାଣ୍ଡି ରେ ଦୁଇଟି ବଡ଼ ଧରଣ ଚୋରି । କିଛିଦିନ ପୂର୍ବରୁ ମୋଟେରର ଠିକାଦାର ଘରୁ 40 ଲକ୍ଷରୁ  ଅଧିକା ଓ ସୁନା ଗହଣା ଚୋରି ହେଲା ବେଳେ…
Read More...

ପୋଲିସ ଉପରକୁ ବୋମାମାଡ

ଆଠଗଡ, ୯ ।୧: ପୋଲିସ ଉପରକୁ ବୋମାମାଡ । ଏହି ଘଟଣା କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଡାଳଭାଗ ଗାଁରେ ଘଟିଯାଇଛି । ଡାଳଭାଗରେ ପୋଲିସ ଉପରକୁ ବୋମାମାଡ ହୋଇଥିବା ଜଣାପଡିଛି, ଯେଉଁଥିରେ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି । ତେବେ…
Read More...

ଆଗାମୀ ୨ଦିନ ଘନ କୁହୁଡି, ଜାଣନ୍ତୁ କେଉଁ ଜିଲ୍ଲାକୁ ସତର୍କବାଣୀ?

ଭୁବନେଶ୍ୱର, ୮ ।୧: ଆଗାମୀ ୨ ଦିନ ଧରି ଭୋର ସମୟରେ ଘନ କୁହୁଡି ହେବାର ଆଶଙ୍କା ରହିଛି । କାଲି ପାଇଁ ୫ଟି ଓ ୧୦ରେ ୪ଟି ଜିଲ୍ଲାରେ ଘନ କୁହୁଡି ହେବ । ଘନ କୁହୁଡି ନେଇ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି । ୨ ଦିନ…
Read More...

ପରୀ ମାମଲା : ନାର୍କୋ ଟେଷ୍ଟ ପାଇଁ ରାଜି ହେଲାନି ନାବାଳକ

ଭୁବନେଶ୍ୱର,୮ ।୧: ନୟାଗଡ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାରେ ଆସିଛି ଏକ ବଡ ଖବର । ନାର୍କୋ ଟେଷ୍ଟ ପାଇଁ ଅସହମତି ପ୍ରକାଶ କରିଛି ଅଭିଯୁକ୍ତ ନାବାଳକ । ଫଳରେ ଅଭିଯୁକ୍ତର ନାର୍କୋ ଟେଷ୍ଟ ହେବ ନାହିଁ । ସହମତି…
Read More...

ରାଜ୍ୟରେ ୧୧୦ଟି ସ୍ଥାନରେ ଡ୍ରାଏ ରନ୍

ଭୁବନେଶ୍ୱର, ୮ ।୧ (ଓଡିଶା ଭାସ୍କର) : ଆଜିଠାରୁ ସାରା ଦେଶରେ ଡ୍ରାଏ ରନ୍ ଆରମ୍ଭ ହୋଇଛି । ରାଜ୍ୟରେ ଡ୍ରାଏ ରନ୍ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି ଯେ, ‘ରାଜ୍ୟର ୧୧୦ଟି ସ୍ଥାନରେ…
Read More...

ଗଂଜେଇ ଜବତ ସହ ୬ ଆସାମୀ ଗିରଫ

ମାଲକାନଗିରି, ଅପୁର୍ବ ଥଣ୍ଡର : ଗତକାଲି ରାତିରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମାଲକାନଗିରି ଜିଲ୍ଲା କାଲିମେଳା ପୁଲିସ ଏମ୍‌ଭି୬୬ ଗ୍ରାମ ନିକଟରୁ ୪୪ କିଲୋ ଗଂଜେଇ ଜବତ କରିବା ସହିତ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ…
Read More...

ଭୁବନେଶ୍ୱରରେ ‘ମୋ ଖତ’ର ଶୁଭାରମ୍ଭ

ଭୁବନେଶ୍ୱର,୮ ।୧: ବିଏମସି ପକ୍ଷରୁ ଜୈବିକ ସାର ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ ହୋଇଛି । ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବିଏମସି ଅଞ୍ଚଳର ପରିମଳରୁ ପ୍ରସ୍ତୁତ ହେଉଛି ‘ମୋ…
Read More...

ସ୍ୱାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଖୋର୍ଦ୍ଧା, ଜଟଣୀ : ସୁବ୍ରତ କୁମାର ନାୟକ : ସ୍ୱାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ବିଏସଏନଏଲ ଛକ ନିକଟରେ । ସୂଚାନୁସାରେ ଆଜି ସନ୍ଧ୍ୟାରେ କୌଣସି କାର୍ଯ୍ୟରେ ଜୟନ୍ତୀ ବାରିକ ନାମକ…
Read More...

ରାଜ୍ୟରେ ଖୋଲିବ ମଦ ବାର : କଟକଣା ଭିତରେ ପିଇବାକୁ ମିଳିଲା ଅନୁମତି

ଭୁବନେଶ୍ୱର,୭ ।୧ : କରୋନା କଟକଣା ଯୋଗୁଁ ବାରମାନଙ୍କରେ ବସି ମଦ ପିଇବା ମନା ଥିଲା ବେଳେ ଆଜି ମଦୁଆଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ରାଜ୍ୟରେ ଖୋଲିବାକୁ ଯାଉଛି ମଦ ବାର । ଦୀର୍ଘ ୯ ମାସ ପରେ ବାର ଖୋଲିବାକୁ ଯାଉଛି…
Read More...

କାଲି ୧୦ଟାରୁ ୧୨ଟା ଯାଏଁ ଡ୍ରାଏ ରନ୍

ଭୁବନେଶ୍ୱର,୭ ।୧: କାଲି ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ରାଜ୍ୟରେ ଡ୍ରାଏରନ୍ ଆରମ୍ଭ ହେବ । କରୋନା ଟିକାର ଡ୍ରାଏ ରନ୍ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ…
Read More...