ଭୁବନେଶ୍ୱରରେ ‘ମୋ ଖତ’ର ଶୁଭାରମ୍ଭ
ଭୁବନେଶ୍ୱର,୮ ।୧: ବିଏମସି ପକ୍ଷରୁ ଜୈବିକ ସାର ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ ହୋଇଛି । ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବିଏମସି ଅଞ୍ଚଳର ପରିମଳରୁ ପ୍ରସ୍ତୁତ ହେଉଛି ‘ମୋ ଖତ’ । ଓଦା ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହୋଇଛି ମୋ ଖତ । ଭୁବନେଶ୍ୱରର ୮ଟି ଏମସିସିରୁ ବାହାରୁଛି ଜୈବିକ ସାର । ମୋ ଖତ’ ଅନଲାଇନରେ ମିଳିବ । ୫ କେଜି ପାଇଁ ୧୨୫ ଟଙ୍କା ଧାର୍ଯ୍ୟ କରାଯାଇଛିି ।
Comments are closed.