Browsing Category

ଓଡ଼ିଶା

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନୀଶକ୍ତି ଓ ଆତ୍ମବିଶ୍ବାସର ବିକାଶ ଦିଗରେ କାମ କରିବାକୁ ନବ ନିଯୁକ୍ତ ଶିକ୍ଷକ ମାନଙ୍କୁ…

ଭୁବନେଶ୍ୱର : ରାଜ୍ୟର ଶିକ୍ଷା ଇତିହାସରେ ଦିନଟି ସବୁବେଳେ ସ୍ମରଣୀୟ ହୋଇରହିବ । ନବୀନ ଓଡିଶା ଗଠନ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ବରୂପ ରାଜ୍ୟର ଶିକ୍ଷା ଓ ସ୍ବାସ୍ଥ୍ୟ – ଏହି ଦୁଇଟିଯାକ କ୍ଷେତ୍ରର ବିକାଶ ଉପରେ…
Read More...

ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ

ଜଟଣୀ(ସଞ୍ଜୀବ କୁମାର) : ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ଲକସ୍ତରୀୟ ଭିନ୍ନକ୍ଷମ ମାନଙ୍କ ଲାଗି ସାମର୍ଥ୍ୟ ଶିବିର ବନ୍ଦ ରହିଥିଲା । ତେଣୁ ବିଭିନ୍ନ ବର୍ଗର ଭିନ୍ନକ୍ଷମ ଓ ବିକଳାଙ୍ଗମାନେ ସେମାନଙ୍କ ସରକାରୀ…
Read More...

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ଵାରା ଶକ୍ତି ସଂରକ୍ଷଣ ସପ୍ତାହ ଏବଂ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ

ଜଟଣୀ(ସଞ୍ଜୀବ କୁମାର) : ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ବୈଦ୍ୟୁତିକ ବିଭାଗ ଦ୍ଵାରା 8 ଡିସେମ୍ବର 2021 ରୁ 14 ଡିସେମ୍ବର 2021 ପର୍ଯ୍ୟନ୍ତ “ଶକ୍ତି ସଂରକ୍ଷଣ ସପ୍ତାହ” ପାଳନ କରାଯାଇଛି । ଏହି ମଣ୍ଡଳର ପ୍ରମୁଖ ରେଳ…
Read More...

କଂଗ୍ରେସରେ ଯୋଗଦେଲେ ବିଜେପି ନେତା

ଭୁବନେଶ୍ୱର : କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଓ କଂଗ୍ରେସ ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ତଥା ପ୍ରଦେଶ କଂଗ୍ରେସ କମିଟି…
Read More...

ରାତି ୧୦ଟା ପରେ ଫୁଟିବନି ବାଣ, ବାଜିବନି ଡିଜେ

ଭୁବନେଶ୍ୱର : କମିଶନରେଟ୍ ପୋଲିସ୍ ପକ୍ଷରୁ କଟକଣା କଡାକଡି | ଏଣିକି ରାତି ୧୦ଟା ପରେ ବିବାହ ପ୍ରସେସନରେ ଡିଜେ ବଜାଇ ପାରିବେନି ଓ ବାଣ ମଧ୍ୟ ଫୁଟାଇ ପାରିବେନି । ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି…
Read More...

ଗୋଟିଏ ଦିନରେ ୧୯ ପ୍ରକଳ୍ପର ଫିତା କାଟିଲେ ଜଟଣୀ ବିଧାୟକ

ଜଟଣୀ(ସଞ୍ଜୀବ କୁମାର) : ଏବେଠାରୁ ଆରମ୍ଭ ହୋଇଗଲାଣି ନିର୍ବାଚନ ତାତି । ସମସ୍ତ ରାଜନୈତିକ ଦଳର ନେତାମାନେ ଗାଁ ମୁହାଁ ହୋଇଥିବା ବେଳେ ଏହି ଦୈାଡରେ କଂଗ୍ରେସ ମଧ୍ୟ ସାମିଲ ହୋଇଛି । ଆଗକୁ ପଚାଂୟତ ନିର୍ବାଚନ ରହିଥିବାରୁ…
Read More...

ଚାଷୀ ମାନଙ୍କୁ ଦୁଃଖ ଦେଇଗଲା ବାତ୍ୟା ଜୱାଦ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ଚାଷୀ ମାନଙ୍କ ମୁଣ୍ଡରେ ପଡିଛି ଚଡ଼କ । ଦାଉ ସାଦିଛି ବାତ୍ୟା ଜୱାଦ । ବାତ୍ୟା ଚାଲିଗଲା ସତ କିନ୍ତୁ ଲଗାଣ ବର୍ଷା ଯୋଗୁଁ ଚାଷୀ ମାନଙ୍କ ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ଜମି ଧାନ ଫସଲ…
Read More...

୧୩୯ ଜଣ ଛାତ୍ର ଛାତ୍ରୀ ଦେଲେ ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ, ମହିପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ଏବଂ ବାହାଡ ଝୋଲା ବାଳକ ଉଚ୍ଚ ବିଦ୍ୟାଳୟ ରେ ୧୩୯ ଜଣ ଛାତ୍ର…
Read More...

ମେସର୍ସ କେ. ସି. ପ୍ରଧାନ ଖଣିର ଜନଶୁଣାଣୀ ସଫଳ

କେନ୍ଦୁଝର(ସଂଗ୍ରାମ କେଶରୀ ମିଶ୍ର) : ସୂଚନାରୁ ପ୍ରକାଶ ଯେ, ୧୯୭୨ ମସିହାରେ ମେସର୍ସ କେସି ପ୍ରଧାନ ଖଣି କମ୍ପାନୀ କେନ୍ଦୁଝର ଜିଲା ଅନ୍ତର୍ଗତ ନୟାଗଡ ଗ୍ରାମରେ ୨୪.୫୭୦ ହେକ୍ଟର ପରିମିତ ଖଣି ଅଞ୍ଚଳରେ ଅବସ୍ଥିତ ନୟାଗଡ…
Read More...

ଅଗ୍ନିକାଣ୍ଡରେ ଜଳିଗଲା ଲେଡିଜ୍ ଟେଲର୍ ଦୋକାନ

ସାଲେପୁର(ବିକ୍ରମ କେଶରୀ ବଳ) : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋକନ ଚମ୍ପା ବଜାରରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିଗଲା ଏକ ଲେଡିଜ୍ ଟେଲର୍ ଦୋକାନ। ଆଜି ଦିନ ପ୍ରାୟ ୯ ଟା ବେଳେ ଠାକୁରଙ୍କୁ ଦେଇଥିବା ଧୂପ ରୁ…
Read More...