Browsing Category

ଓଡ଼ିଶା

ସମେଟିଭ୍ ଆସେସ୍ ମେଣ୍ଟ -୧ ପରୀକ୍ଷା ଦେଲେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ

ନୂଆଗାଁ( ପୁଷ୍ପଲତା ପ୍ରଧାନ) : ମାଧ୍ୟମିକ ଶିକ୍ଷା ପରିଷଦର ନୂତନ ବ୍ୟବସ୍ଥା ଆଧାରରେ ମାଟ୍ରିକ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ କୁହାଯାଉଥିବା ସମେଟିଭ୍ ଆସେସ୍ ମେଣ୍ଟ - ୧ ପରୀକ୍ଷା ନୂଆଗାଁ ବ୍ଲକ୍ ର ନୂଆଗାଁ ହାଇସ୍କୁଲ୍,…
Read More...

ବିଧାୟକଙ୍କ ଦ୍ୱରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍ଘାଟନ

ଜଟଣୀ(ସଞ୍ଜୀବ କୁମାର) : ଜଟଣୀ ପୌରପରିଷଦ ବାଛରା ଓ କୁଦିଆରୀ ଠାରେ ବହୁ ଉନ୍ନତି ମୂଳକ କାର୍ଯ୍ୟ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଛି । କଂଗ୍ରେସ ନେତା ମନ୍ମଥ ରାଉତରାୟ ପୌରପରିଷଦର ପୂର୍ବତନ…
Read More...

ନରସିଂହପୁରରେ ବାର୍ଷିକ ସାହିତ୍ୟ ଉତ୍ସବ ଅନୁଷ୍ଠିତ

ଆଠଗଡ(ସନ୍ତୋଷ ବଳବନ୍ତରାୟ) : ନରସିଂହପୁର ଲେଖକ ସାମ୍ମୁଖ୍ୟ ଆନୁକୁଲ୍ୟରେ ବାର୍ଷିକ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି | ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ସମେତ କବି ଦୁର୍ଯ୍ୟୋଧନ ବରାଳ, କବି ନିର୍ମଳ…
Read More...

ସ୍ବର୍ଗତଃ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୯୫ତମ ଜନ୍ମ ଜୟନ୍ତୀ ରାମେଶ୍ବର ଠାରେ ପାଳିତ

ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) : ଆସାମର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ବର୍ଗତଃ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୯୫ତମ ଜନ୍ମ ଜୟନ୍ତୀ ନିଜର ଜନ୍ମ ମାଟି ରାମେଶ୍ୱର ଠାରେ ଜାନକୀବଲ୍ଲଭ…
Read More...

କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ…
Read More...

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର - ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଭାରତୀୟ ଜାତୀୟ କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି…
Read More...

ଓବିସି ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର - ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ପଛୁଆବର୍ଗ ସଂରକ୍ଷଣ ସଂକ୍ରାନ୍ତରେ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ମିଡ଼ିଆ ଅଧ୍ୟକ୍ଷ ଗଣେଶ୍ୱର ବେହେରା ସ୍ପଷ୍ଟ ଭାବରେ କହିଛନ୍ତି ଯେ ଓବିସି ମାନଙ୍କ ପାଇଁ…
Read More...

ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

ଭୁବନେଶ୍ୱର : ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା…
Read More...

୧୦ ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ , ଜାଣନ୍ତୁ କାହିଁକି

କେନ୍ଦ୍ରାପଡ଼ା : କୁମ୍ଭୀର ଗଣନା ପଇଁ ଆସନ୍ତା ମାସରେ ପର୍ଯ୍ୟଟକଙ୍କ ପାଇଁ ୧୦ ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଜାନୁୟାରୀ ୨ ରୁ ଜାନୁୟାରୀ ୧୧, ୨୦୨୨ ପର୍ଯ୍ୟନ୍ତ କୁମ୍ଭୀର ଗଣନା ହେବାର ଯୋଜନା ଥିବାରୁ…
Read More...

ଛାତରୁ ଡେଇଁ ମନୋଜ କାଣ୍ଡୁଲାନା ନାମକ ଜଣେ ବ୍ୟକ୍ତିଙ୍କ ଆତ୍ମ ହତ୍ୟା , ପୋଲିସର ତଦନ୍ତ ଜାରି

ସୁନ୍ଦରଗଡ(ସରୋଜ ସିଂ) : ସୁନ୍ଦରଗଡ ଜିଲ୍ଲା ହେମଗିର ଥାନା ଅନ୍ତର୍ଗତ କନିକା ଖଲିଆବାହାଲରେ ସାଧୁ ଚରଣ କୟାମ ନାମକ ଜଣେ ବ୍ୟକ୍ତିଙ୍କ ଘର ଛାତ ଉପରୁ ଡେଇଁ ମନୋଜ କାଣ୍ଡୁଲାନା ନାମକ ଜଣେ 29 ବର୍ଷ ବୟସ୍କ ବ୍ୟକ୍ତି…
Read More...