Browsing Category

ଓଡ଼ିଶା

ମହିଳାଙ୍କ ନଗ୍ନ ଫଟୋ ତାଙ୍କ ସ୍ବାମୀକୁ ପଠାଇ ଫସିଲେ ଯୁବକ

ବ୍ରହ୍ମପୁର : ଜଣେ ମହିଳାଙ୍କ ନଗ୍ନ ଫଟୋକୁ ତାଙ୍କ ସ୍ୱାମୀଙ୍କ ନିକଟକୁ ପଠାଇଥିବା ଅଭିଯୋଗରେ ବୁଧବାର ଦିନ ବ୍ରହ୍ମପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ୨୬ ବର୍ଷିୟ ଆଶିଷ ପାଢୀ ଯିଏ ବ୍ରହ୍ମପୁର…
Read More...

ଏବର୍ଷ ଧୁମଧାମରେ ବିନା କଟକଣାରେ ହେବ ଗଜାନନଙ୍କ ପୂଜା

ଭୁବନେଶ୍ୱର : ଦୀର୍ଘ ଦୁଇବର୍ଷ ହେବ କରୋନା ଭୁତାଣୁର ଭୟ ଯୋଗୁଁ ସବୁ ପର୍ବପର୍ବାଣୀରେ କଟକଣା ଲଗାଇଥିଲେ ସରକାର । କିନ୍ତୁ ଏଥର ବିନା କଟକଣାରେ ପାଳନ ହେବ ଗଣେଶ ପୂଜା। ଚଳିତ ବର୍ଷ ରାଜଧାନୀରେ ସେଭଳି କିଛି କଟକଣା ଲାଗିବ…
Read More...

ପ୍ରକୃତି କଲେ ୫କୋଟି ଟଙ୍କାର ମାନହାନି ମାମଲା, ଓକିଲ କହିଲେ ଏମିତି

ଭୁବନେଶ୍ୱର : କିଛି ଦିନର ନୀରବତା ପରେ ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ବିବାଦ ପୁଣି ମୁଣ୍ଡ ଟେକିଛି । ଆଜି ପ୍ରକୃତି ମିଶ୍ର ଭୁବନେଶ୍ୱରର କୋର୍ଟରେ  ୫କୋଟି ଟଙ୍କାର ମାନହାନି ମାମଲା ଦାୟର…
Read More...

ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଏସସିବି ସ୍ଥାନାନ୍ତର

ଭୁବନେଶ୍ୱର: କୃଷି କ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ  ପଦ୍ମଶ୍ରୀ ପୁରସ୍କାର  ପାଇଥିବା ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। କମଳା ପୂଜାରୀଙ୍କୁ ଝାଡ଼ା ଓ ଜ୍ୱର ହେଉଥିଲା। ଚିକିତ୍ସା…
Read More...

ଆବାସିକ ହଷ୍ଟେଲର 40 ଛାତ୍ରୀ ଅସୁସ୍ଥ ମେଡିକାଲରେ ଭର୍ତ୍ତି

କେନ୍ଦୁଝର(ସଂଗ୍ରାମ କେଶରୀ ମିଶ୍ର) : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ନିବାସ ର 40 ଛାତ୍ରୀ ଅସୁସ୍ଥ ହେବାରୁ ତେଲକୋଇ ମେଡିକାଲ ରେ ଭର୍ତି କରାଯାଇଛି | ଗତକାଲି ସଂନ୍ଧ୍ୟା…
Read More...

କାନ୍ଥ ପଡ଼ି ଦୁଇ ଶିଶୁ ମୃତ

ମୟୂରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇଡାହି ଗ୍ରାମରେ ଅଘଟଣ କାନ୍ଥ ପଡ଼ି ଦୁଇ ଶିଶୁ ମୃତ । ଘରେ ଶୋଇଥିବା ବେଳେ କାନ୍ଥ ପଡିଯିବାରୁ ଭାଇ ଭଉଣୀ ମୃତ । ଉଦଳା ଡାକ୍ତରଖାନାରେ…
Read More...

ବାଲେଶ୍ବରରେ ବନ୍ୟା

ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ବର୍ଷା ପ୍ରଭାବରେ ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୁବର୍ଣ୍ଣରେଖା ନଦୀରେ କୌଣସି ଘାଇ ହୋଇନଥିଲେ ମଧ୍ୟ ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକରେ ବନ୍ୟା ଜଳ…
Read More...

ଏହି ଉପାୟରେ ମୁଣ୍ଡରୁ ନିପାତ କରନ୍ତୁ ଉକୁଣୀ

ଭୁବନେଶ୍ୱର: ଉକୁଣୀ ଏକ ପ୍ରକାର କୀଟ, ଯାହା ବ୍ୟକ୍ତିର ମୁଣ୍ଡରେ ନିଜର ଘର କରିନିଏ। କେଶ ମଳରେ ରହି କେବଳ ରକ୍ତ ଶୋଷିନିଏ, ତାହା ନୁହେଁ ବରଂ ମୁଣ୍ଡବ୍ୟଥା, କୁଣ୍ଡେଇ ହେବା ଏବଂ ତ୍ୱଚା ସଂକ୍ରମଣ ଭଳି ସମସ୍ୟା ଦେଖାଦିଏ।…
Read More...

ପତ୍ର ତୋଳିବାକୁ ଯାଇଥିଲେ , ଭାଲୁ ନେଇଗଲା ଜୀବନ

ଫୁଲବାଣୀ : କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ପଞ୍ଚାୟତର ଟଙ୍ଗମ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଗୋଟିଏ ପରିବାର ଜଣଙ୍କର ମୃତ୍ୟୁ ହୋଇଥିବା…
Read More...

ଘରେ ଶୋଇଥିଲେ ଦମ୍ପତି, ପେଟ୍ରୋଲ ଢାଳି ନିଆଁ ଲଗେଇଦେଲେ ଦୁର୍ବୁତ୍ତ

କେନ୍ଦୁଝର : କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧୋଗୋଠ ଗ୍ରାମରେ ଘରେ ଶୋଇଥିବା ବେଳେ ବାହାରୁ ତାଲା ପକାଇ ପେଟ୍ରୋଲ ଢାଳି ନିଆଁ ଜଳାଇ ହତ୍ୟା ଉଦ୍ୟମ ଭଳି ଅମାନବୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଶୋଇଥିବା…
Read More...