Browsing Category

ଦେଶ – ବିଦେଶ

ପୁଣି ଗ୍ରାହକଙ୍କୁ ଝଟକା, ବଢ଼ିଲା ଗ୍ୟାସ୍ ଦର

ନୂଆଦିଲ୍ଲୀ : ମଧ୍ୟବର୍ତ୍ତୀ ବଜେଟ ୨୦୨୪ ଗୁରୁବାର ଉପସ୍ଥାପିତ ହେବ। କିନ୍ତୁ ଏହାପୂର୍ବରୁ ଦେଶବାସୀ ମୁଦ୍ରାସ୍ଫୀତିର ଶିକାର ହୋଇଛନ୍ତି। ୧ ଫେବୃଆରୀ ୨୦୨୪ରୁ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ମହଙ୍ଗା ହୋଇଛି। ଘରୋଇ…
Read More...

ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ଘଟିଲା ଐତିହାସିକ ଘଟଣା, ଆରମ୍ଭ ହେଲା ପୂଜାର୍ଚ୍ଚନା

ଦୀର୍ଘ ୩୦ ବର୍ଷର ବ୍ୟବଧାନ ପରେ ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ଘଟିଲା ଐତିହାସିକ ଘଟଣା। ରାତି ଅଧରେ ହେଲା ପୂଜା ପାଠ, କରାଗଲା ଆଳତି। ଗତ ୩୦ ବର୍ଷ ହେଲା ଏଠାରେ ପୂଜାର୍ଚ୍ଚନା ଉପରେ ରୋକ ଲଗା ଯାଇଥିବା ବେଳେ…
Read More...

ଆଜି ସଂସଦରେ କାମଚଳା ବଜେଟ

ଆଜି ସଂସଦରେ ଆଗତ ହେବ ବଜେଟ। ମୋଦି ସରକାରର ଦ୍ୱିତୀୟ ପାଳିରେ ଏହା ହେଉଛି ଶେଷ ବଜେଟ। ଅଳ୍ପ ଦିନ ପରେ ନିର୍ବାଚନ ଥିବାରୁ ଆଜି କାମଚଳା ବଜେଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ବାହ୍ନ ୧୧ଟାରେ…
Read More...

ପୁଣି ବଡ ଦାୟିତ୍ଵ ମିଳିଲା ଜୟ ଶାହାଙ୍କୁ

ନୂଆଦିଲ୍ଲୀ : ଏସିଆନ କ୍ରିକେଟ ପରିଷଦର ବାର୍ଷିକ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି। ବିସିସିଆଇ ସଚିବ ଜୟ ଶାହା ଏସିଆନ କ୍ରିକେଟ ପରିଷଦର ଅଧ୍ୟକ୍ଷ ରହିବେ। ଜୟ ଶାହା କ୍ରମାଗତ ତୃତୀୟ ଥର ପାଇଁ ଏସିଆନ କ୍ରିକେଟ…
Read More...

ରାଜ୍ୟରେ ଆରମ୍ଭ ହେବ ବର୍ଷା, କମିବ ଶୀତ

ଭୁବନେଶ୍ୱର,୩୧।୧: ରାଜ୍ୟରେ ହ୍ରାସ ପାଇଛି ଶୀତର ପ୍ରଭାବ। ଜଳୀୟବାଷ୍ପ ବାୟୁ ପ୍ରବାହ ଯୋଗୁଁ ଶୀତର ମାତ୍ରା କମିବା ସହିତ ରାତି ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…
Read More...

ରାହୁଲଙ୍କ ଉପରେ ବର୍ଷିଲେ ନୀତିଶ

ପାଟନା,: ଏନଡିଏ ସହିତ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଟାର୍ଗେଟ୍‌ କରିଛନ୍ତି। ରାହୁଲ ଗାନ୍ଧୀ ବିହାରରେ ଜନଗଣନା ପାଇଁ ଶ୍ରେୟ…
Read More...

ପୁଣି କେଜ୍ରିୱାଲଙ୍କୁ ନୋଟିସ ପଠାଇଲା ଇଡି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଇଡି ପୁଣି ଥରେ ସମନ କରିଛି। ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ କେଜ୍ରିୱାଲଙ୍କୁ ସମନ କରାଯାଇଛି। ତାଙ୍କୁ ଶୁକ୍ରବାର ଦିଲ୍ଲୀ ସ୍ଥିତ ଇଡି…
Read More...

ଇଡି ବିରୋଧରେ ଥାନାକୁ ଗଲେ ସୋରେନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଜେରାର ସମ୍ମୁଖୀନ ହେଉଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ବଡ଼ ପଦକ୍ଷେପ ନେଇଛନ୍ତି। ଆଜି ସେ ଇଡି ବିରୋଧରେ ଏଫଆଇଆର ଦେଇଛନ୍ତି। ଏସ୍‌ସି/ଏସ୍‌ଟି ଆକ୍ଟ ଅନୁସାରେ ସେ…
Read More...

ଜ୍ଞାନବ୍ୟାପୀ ମସଜିଦ ମାମଲା : ମସଜିଦରେ ଏବେ ପୂଜା କରିବେ ହିନ୍ଦୁ ପକ୍ଷ ଅନୁମତି

ଉତ୍ତର ପ୍ରଦେଶର ବାରାଣସୀରେ ଥିବା ଜ୍ଞାନବ୍ୟାପୀ ମସଜିଦ ମାମଲାରେ ବଡ଼ ରାୟ ଦେଇଛନ୍ତି କୋର୍ଟ। ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ପୂଜାର୍ଚ୍ଚନା କରିବାକୁ ବାରାଣସୀର ଗୋଟିଏ କୋର୍ଟ ହିନ୍ଦୁ ପକ୍ଷଙ୍କୁ ଅନୁମତି…
Read More...

ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ଇଡି

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପଶିଲା ଇଡି। ସୋରେନ୍‌ଙ୍କ ରାଞ୍ଚିସ୍ଥିତ ବାସଭବନରେ ପଶିଛି ଇଡି ଟିମ୍‌। ଶାନ୍ତିଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି…
Read More...