Browsing Category

ଦେଶ – ବିଦେଶ

ରାଜ୍ୟ ସଭା ସାଂସଦ ଭାବେ ଶପଥ ନେଇ ପାରିବେ ନାହିଁ ସଞ୍ଜୟ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି(ଏଏପି)ନେତା ସଞ୍ଜୟ ସିଂ ସୋମବାର ଫେବୃଆରୀ ୫ରେ ରାଜ୍ୟ ସଭା ଏମପି ଭାବରେ ଶପଥ ଗ୍ରହଣ କରିପାରିବେ ନାହିଁ। ରାଜ୍ୟ ସଭା ଅଧ୍ୟକ୍ଷ ସଞ୍ଜୟ ସିଂଙ୍କୁ ଏମପି ଭାବେ ଶପଥ ଗ୍ରହଣ କରିବାକୁ ଅନୁମତି…
Read More...

ବର୍ଷିଲେ ସୋରେନ , କହିଲେ ପ୍ରମାଣ ଦିଅ ରାଜନୀତି ଛାଡ଼ିଦେବି

ଆସ୍ଥା ଭୋଟ ପୂର୍ବରୁ ରାଗିଗଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ବିଧାନସଭାରେ ବର୍ଷିଛନ୍ତି ହେମନ୍ତ। ପୂର୍ବ ଯୋଜନାବଦ୍ଧ ରୂପେ ତାଙ୍କୁ ଗିରଫ କରାଯାଇଥିବା ସେ…
Read More...

ପୁଣି ଫେରିଲା କୋହଲା ପାଗ

ଭୁବନେଶ୍ବର: ଦୁଇ ଦିନ ଘାଣ୍ଟିବ ଘନ କୁହୁଡି। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ନେଇ ସତର୍କତା ଜାରି କରାଯାଇଛି। ଆଜି ଘନ କୁହୁଡି ପାଇଁ ୧୦ଟି ଜିଲ୍ଲାକୁ ସତର୍କତା ଜାରି…
Read More...

ପ୍ରବଳ ତୁଷାର ପାତ ପାଇଁ ବନ୍ଦ ହେଲା ସ୍କୁଲ କଲେଜ

ଶିମଲା: ସାରା ହିମାଚଳ ପ୍ରଦେଶରେ ବରଫ ତାଣ୍ଡବ। ରାଜ୍ଯର ଅଧିକାଂଶ ସ୍ଥାନରେ ଜାରି ରହିଛି ବରଫ ବର୍ଷା। ଆଜି ବି ଲାହୌଲ ସ୍ପିତି ଜିଲ୍ଲାରେ ବନ୍ଦ ରହିବ ସ୍କୁଲ ଓ କଲେଜ। ସେହିପରି ରାଜଧାନୀ ହିମାଚଳ ପ୍ରଦେଶରେ ବି ଜାରି…
Read More...

ଆଜି ସୁବର୍ଣ୍ଣପୁରରୁ ପୁରୀକୁ ଗଡିବ ଟ୍ରେନ

ସୋନପୁର: ସୁବର୍ଣ୍ଣପୁର ଜିଲାବାସୀଙ୍କ ପାଇଁ ୩ ତାରିଖ ଶନିବାର ଏକ ସ୍ମରଣୀୟ ଦିବସ ହେବାକୁ ଯାଉଛି। ଏହି ଦିନ ଦ୍ୱିତୀୟ ବାରାଣସୀ କୁହାଯାଉଥିବା ସୁବର୍ଣ୍ଣପୁର ରେଳ ମାନଚିତ୍ରରେ ସ୍ଥାନ ପାଇବ। ଜିଲା ସଦର ମହକୁମାରୁ…
Read More...

ସପ୍ତାହକୁ ଥରେ କାହିଁକି ଏମିତି କରନ୍ତି ଇଂଲଣ୍ଡ ପ୍ରଧାନମନ୍ତ୍ରୀ

ଇଂଲଣ୍ଡ,: ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଦେଶରେ ଲାଗୁ କରୁଥିବା କୌଣସି ନିୟମ ହେଉ କି ନିଜ ଭାରତୀୟ ସଂସ୍କୃତି ପାଇଁ ସେ ସବୁବେଳେ ପରିଚିତ ରହିଆସୁଛନ୍ତି।…
Read More...

ଅଡ଼ୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିଛି। ଆଜି ତାଙ୍କ ବାସଭବନରେ ପହଞ୍ଚିଛି ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଟିମ। ଆପର କିଛି ବିଧାୟକଙ୍କୁ ଦଳ ବଦଳ ପାଇଁ ଲାଞ୍ଚ ଯଚା ଯାଇଥିବା ଘଟଣାର ତଦନ୍ତ…
Read More...

ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଚମ୍ପେଇ ସୋରେନ

ଝାଡ଼ଖଣ୍ଡର: ଆଜି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପଇ ସୋରେନ। ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବାକୁ ରାଜ୍ୟପାଳ ତାଙ୍କୁ ଆମନ୍ତ୍ରଣ କରିଛନ୍ତି। ସନ୍ଧ୍ଯାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି। ଶପଥ ନେବାର ୧୦…
Read More...

ମଞ୍ଜୁରୀ ହେଲା ଅନ୍ତରଣ ବଜେଟ୍

ସଂସଦରେ ଆଜି କାମଚଳା ବଜେଟ ଆଗତ ପୂର୍ବରୁ ବସିଥିଲା କ୍ୟାବିନେଟ୍ ବୈଠକ। ସଂସଦ ଭବନରେ ସକାଳ ୧୦ଟା ବେଳେ ଏହି ବୈଠକ ବସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କାମଚଳା ବା…
Read More...

ଗିରଫ ପରେ ଏମିତି କିଛି କହିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ଜୀବନ ଏକ ବଡ଼ ଯୁଦ୍ଧ । ମୁଁ ପ୍ରତି ମୁହୂର୍ତ୍ତରେ ଲଢ଼ି ଚାଲିଛି। ଜିତିବା, ହାରିବାର ମୂଲ୍ୟ କିଛି ନାହିଁ। ମୋର କାହାକୁ ଭୟ ନାହିଁ। ଏସବୁ ଛୋଟ ଛୋଟ ଘଟଣା ମୋତେ ଦୋହଲାଇ ପାରିବ ନାହିଁ। ଲଢ଼େଇ ଜାରି ରହିବ । ମୁଁ ମୋ…
Read More...