Browsing Category
ଦେଶ – ବିଦେଶ
ଚିରାଗ ପାଶ୍ୱାନଙ୍କୁ ବଡ ଝଟକା, ଦଳ ଛାଡ଼ିଲେ ୨୨ ନେତା
ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଲୋକ ଜନଶକ୍ତି ପାର୍ଟି (ରାମ ବିଲାଶ)ର ନେତା ଚିରାଗ ପାଶ୍ୱାନଙ୍କୁ ଲାଗିଛି ସାଂଘାତିକ ଝଟକା। ନିର୍ବାଚନ ନିମନ୍ତେ ପ୍ରାର୍ଥୀ ଚୟନରେ ଚିରାଗଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି…
Read More...
Read More...
ଏମିତି କିଛି କହି କଂଗ୍ରେସରୁ ଇସ୍ତଫା ଦେଲେ ଏହି ନେତା
ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା। ଇସ୍ତଫା ଦେଲେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ବଲ୍ଲଭ। ସେ ଆଜି ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ପଠାଇ ଦଳରେ ସେ ଅସହଜ…
Read More...
Read More...
ପୁଣି ମୁହାଁମୁହିଁ ହେଲେ ବିଜେପି ଓ କଂଗ୍ରେସ
କଂଗ୍ରେସ ନେତା ରଣଦୀପ ସୁରଜୱାଲାଙ୍କ ମନ୍ତବ୍ୟ ବିରୁଦ୍ଧରେ ସ୍ୱର ଉଠାଇଲା ବିଜେପି। ସୁରଜୱାଲା ହେମା ମାଳିନୀଙ୍କ ବାବଦରେ ଅପଶବ୍ଦ ବ୍ୟବହାର କରିଥିବା ହରିଆଣା ବିଜେପି ଅଭିଯୋଗ ଆଣିଛି।
ବିଜେପିର ଆଇଟି ବିଭାଗ ମୁଖ୍ୟ…
Read More...
Read More...
କେଜ୍ରିୱାଲଙ୍କୁ ବଡ ଆଶ୍ୱସ୍ତି
ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଦରୁ ବାହାର କରିବା ପାଇଁ କରାଯାଇଥିବା ଆବେଦନ ଖାରଜ। ଆଜି ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ମଦ ନୀତି ଦୁର୍ନୀତି ମାମଲାରେ…
Read More...
Read More...
ଆଜି ନାମାଙ୍କନ ଭରିବେ ରାହୁଲ
କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି କେରଳର ୱାୟନାଡରେ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ନାମାଙ୍କନ କରିବା ପାଇଁ ରାହୁଲ ଗାନ୍ଧି ବିଶାଳ ରୋଡ୍ ସୋ କରିଯାଇଛନ୍ତି ।…
Read More...
Read More...
ବିଜେପି ଛାଡ଼ିଲେ ଭୃଗୁ ବକ୍ସିପାତ୍ର
ବିଜେପି ଛାଡିଲେ ଭୃଗୁ ବକ୍ସିପାତ୍ର। ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଆଜି ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତିଙ୍କ ନିକଟକୁ ଭୃଗୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଥିବା ଜଣାପଡ଼ିଛି।
ଭୃଗୁ ନିଜ ଇସ୍ତଫାପତ୍ରରେ…
Read More...
Read More...
ତାଇୱାନରେ ଶକ୍ତିଶାଳୀ ଭୂକମ୍ପ, ଆସିପାରେ ସୁନାମି
ତାଇୱାନରେ ଅନୁଭୂତ ହେଲା ଶକ୍ତିଶାଳୀ ଭୂକମ୍ପ ଝଟକା । ଭୂକମ୍ପରେ ଥରିଲା ସାରା ତାଇୱାନ ସମେତ ରାଜଧାନୀ ତାଇପେଇ ଓ ହୁଆଲିଏନ୍ ସହର । ରିକ୍ଟର ସ୍କେଲରେ ଭୂକଂପ ତୀବ୍ରତା ୭.୪ ବୋଲି ସୂଚନା ମିଳିଛି ।
ଗତ ୨୫ ବର୍ଷରେ…
Read More...
Read More...
ଶୁନୀଲ ମୋଦିଙ୍କୁ କ୍ୟାନ୍ସର
ବିଜେପିର ବରିଷ୍ଠ ନେତା ତଥା ବିହାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ କ୍ୟାନ୍ସର। ସେ ଦୀର୍ଘ ୬ ମାସ ହେଲା ସୁଶୀଲ ମୋଦି ଏହି ମାରାତ୍ମକ ରୋଗରେ ପୀଡିତ ଅଛନ୍ତି। ଏନେଇ ସେ ଖୋଦ୍ ଆଜି ସୂଚନା ଦେଇଛନ୍ତି।…
Read More...
Read More...
କମୁଛି କେଜ୍ରିୱାଲଙ୍କ ଓଜନ
ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ତିହାର ଜେଲରେ ବନ୍ଦ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଅସୁସ୍ଥ। ଗିରଫ ହେବାର ୧୨ ଦିନ ମଧ୍ୟରେ ତାଙ୍କର ଓଜନ ସାଢ଼େ ୪ କିଲୋ କମିଗଲାଣି। ଏନେଇ ଦିଲ୍ଲୀ କ୍ୟାବିନେଟ୍ ମନ୍ତ୍ରୀ…
Read More...
Read More...
ସୁନୀତା କେଜ୍ରିୱାଲ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ!
ନୁଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲକୁ ଯିବା ପରେ ତାଙ୍କ ପତ୍ନୀ ସୁନୀତା କେଜରିୱାଲ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ଏବେ ପ୍ରଶ୍ନ ଉଠିଛି। ଘଟଣା ହେଉଛି ବିଧାୟକମାନେ…
Read More...
Read More...