ନିୟନ୍ତ୍ରଣ ହରାଇ କାନ୍ଥରେ ପିଟି ହେଲା ଟ୍ରକ୍: ୧ ମୃତ,୪ ଆହତ

ବିହାରର ପାଟଣାରୁ ଏକ ଘରୋଇ ଟେଲିକମ୍ କମ୍ପାନୀର କେବୁଲ ଏବଂ ଅନ୍ୟାନ୍ୟ ଉପକରଣ ଭର୍ତ୍ତି ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ କାନ୍ଥରେ ପିଟି ହୋଇ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଫଳରେ ଜଣକର…
Read More...

ବାଚସ୍ପତି ସୁମିତ୍ରା ଗ୍ରହଣ କଲେ ବୈଜୟନ୍ତଙ୍କ ଇସ୍ତଫା

ବହୁ ପୂର୍ବରୁ MP ବୈଜୟନ୍ତ ପଣ୍ଡାଙ୍କ ଆବେଦିତ ଇସ୍ତଫାକୁ ଆଜି ଗ୍ରହଣ କରିଛନ୍ତି ବାଚସ୍ପତି ସୁମିତ୍ରା ମହାଜନ । ଓଡିଶା ବିଜେଡି ପକ୍ଷରୁ ଲୋକ ସଭାକୁ ନିର୍ବାଚିତ ହୋଇଥିବା ବୈଜୟନ୍ତ ମୌସୁମୀ ଅଧିବେଶନ ପୂର୍ବରୁ…
Read More...

କଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଚିଠି ଲେଖିଲେ ଅଭିନେତ୍ରୀ ରିଚା ?

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବଲିଉଡ ଅଭିନେତ୍ରୀ ରିଚା ଚଢା । ଯେଉଁଥିରେ ହାତୀ ବଞ୍ଚାଅ ଅଭିଯାନ ବିଷୟରେ ଲେଖାଯାଇଛି । ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରୁଥିବା ଅନେକ ହାତୀଙ୍କୁ ନେଇ…
Read More...

ଭାରସ୍ୟାମ ହରାଇ ଘାଇକୁ ଖସିଲା ବସ୍: ୧୦ ମୃତ,୯ ଆହତ

ଆଜି ସକାଳ ୯ଟାରେ ଉତ୍ତରାଖଣ୍ଡ ଚମ୍ବା ଜିଲ୍ଲାରେ ଏକ ବସ୍ ଭାରସାମ୍ୟ ହରାଇ ୨୫୦ ମିଟର ଗଭୀର ଘାଇକୁ ଖସିପଡିଛି । ଫଳରେ ୧୦ ରୁ ଅଧିକ ମୃତ୍ୟୁ ବରଣ କରିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଗଙ୍ଗୋତ୍ରୀ-ଋଷିକେଶ…
Read More...

ଦେଖନ୍ତୁ ଦକ୍ଷିଣଆଫ୍ରିକା ପ୍ଲେନ୍ କ୍ରାସର ଲାଇଭ ଭିଡିଓ

ଦକ୍ଷିଣଆଫ୍ରିକାର ପେଟ୍ରୋରିଆ ଅଞ୍ଚଳରେ ପ୍ଲେନ୍ କ୍ରାସ ହୋଇଛି, ଯାହାର ଲାଇଭ ଭିଡିଓ କରିଛନ୍ତି ଜଣେ ଯାତ୍ରୀ । ସୂଚନା ଅନୁସାରେ, Convair CV-୩୪୦ ପ୍ଲେନଟିର ଉଡାଣ ସମୟରେ ବାମ ଡେଣାରେ କୌଣସି କାରଣବଶତଃ ନିଆଁ…
Read More...

ପୋଲିସ ଗୁଳିରେ ୭ ମାଓବାଦୀ ମୃତ, ମାଓସାମଗ୍ରୀ ଜବତ

0ଆଜି ସକାଳ ସାଢେ ୬ଟା ସମୟରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେଓ୍ଵାଡା- ବିଜାପୁର ମଧ୍ୟବର୍ତ୍ତୀ ଗାଙ୍ଗଲୁର ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲ ମଧ୍ୟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ…
Read More...

୧ବର୍ଷର ପୁଅକୁ ମଦ ପିଆଇ ଗିରଫ ହେଲା ପିତା

ନିଜର ପିଲାଙ୍କୁ ଉଚିତ୍ ଶିକ୍ଷା ପ୍ରଦାନ କରିବା ପାଇଁ ସବୁ ପିତାମାତା ଚାହାଁନ୍ତି । ପରନ୍ତୁ ଶ୍ରୀଲଙ୍ଗାର କଲମ୍ବୋ ସହରରେ ଏପରି ଜଣେ ପିତା ନିଜ ଜନ୍ମିତ ୧ ବର୍ଷର ପୁତ୍ରକୁ ମଦ ପିଆଇବା ସହ ଫଟୋକୁ ସୋସିଆଲ ମିଡିଆରେ ଛାଡି…
Read More...

୨୪ଘଣ୍ଟା ମଧ୍ୟରେ ବର୍ଷା ହେବାର ସତର୍କ ସୂଚନା

ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ବର୍ଷା ସହ ବିଜୁଳି ହେବାର ସତର୍କ ସୂଚନା କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବର୍ଷା ହେବା ସହିତ…
Read More...

‘ଛେରାପହଁରା’କୁ ‘ସ୍ୱଚ୍ଛ ଭାରତ’ ସହ ତୁଳନା କରି ବିବାଦରେ ଧର୍ମେନ୍ଦ୍ର

ପବିତ୍ର ରଥଯାତ୍ରା ପୁର୍ବରୁ ଅନୁଷ୍ଠିତ ହେଉଥିବା ଛେରାପହଁରା କାର୍ଯ୍ୟକ୍ରମକୁ ମୋଦିଙ୍କ ସ୍ୱଚ୍ଛ ଭାରତ ସ୍ଲୋଗାନ ସହ ତୁଳନା କରି ଏବେ ବିବାଦ ଘେରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାକି ମହାପ୍ରଭୁଙ୍କୁ…
Read More...

ଲେମ୍ବୁପାଣିରେ ନିଶାଦ୍ରବ୍ୟ ମିଶାଇ ବିଦେଶିନୀଙ୍କୁ ରେପ୍ : ୫ ଗିରଫ

ଚେନ୍ନାଇର ତିରୁଭାନମଲାଇ ଅଞ୍ଚଳରେ ବିଦେଶିନୀଙ୍କୁ ଲେମ୍ବୁ ପାଣିରେ ନିଶାଦ୍ରବ୍ୟ ପକାଇ ରେପ୍ କରିଥିବା ମାମଲାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ଜୁଲାଇ ୧୨ ତାରିଖରେ ୨୧ ବର୍ଷିୟା ବିଦେଶିନୀ ଜଣକ ଯୋଗ…
Read More...