ଦେଖନ୍ତୁ ଦକ୍ଷିଣଆଫ୍ରିକା ପ୍ଲେନ୍ କ୍ରାସର ଲାଇଭ ଭିଡିଓ

ଦକ୍ଷିଣଆଫ୍ରିକାର ପେଟ୍ରୋରିଆ ଅଞ୍ଚଳରେ ପ୍ଲେନ୍ କ୍ରାସ ହୋଇଛି, ଯାହାର ଲାଇଭ ଭିଡିଓ କରିଛନ୍ତି ଜଣେ ଯାତ୍ରୀ । ସୂଚନା ଅନୁସାରେ, Convair CV-୩୪୦ ପ୍ଲେନଟିର ଉଡାଣ ସମୟରେ ବାମ ଡେଣାରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ସେଥିରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ନିଜ କ୍ୟାମେରା ମାଧ୍ୟମରେ ସମ୍ପୁର୍ଣ୍ଣ ପ୍ଲେନ୍ କ୍ରାସକୁ ସୁଟିଙ୍ଗ କରୁଥିଲେ । ପ୍ଲେନ୍ କ୍ରାସରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଦେଖନ୍ତୁ ଏହାର ଭିଡିଓ

Comments are closed.