ବାପାଙ୍କ ଶୁଦ୍ଧିକ୍ରିୟାରେ ସ୍ନାନ କରିବାକୁ ଯାଇ ନାବାଳିକା ମୃତ
କେନ୍ଦ୍ରାପଡା, ଧୀରେନ୍ଦ୍ର ମଲିକ : ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରୁଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ବାପାଙ୍କର ଶୁଦ୍ଧିକ୍ରିୟାରେ ସ୍ନାନ କରିବାକୁ ଯାଇ ଗାଁ ପୋଖରୀରେ ବୁଡି ନାବାଳିକାର ମୃତ୍ୟୁ ହୋଇଛି l…
Read More...
Read More...