ଏଥର ରହିବ ପ୍ରଶ୍ନକାଳ, ପ୍ରତିଦିନ ବିଧାନସଭା ସାନିଟାଇଜ: ବାଚସ୍ପତି

ଭୁବନେଶ୍ୱର, ୨ା୨ : ଆସନ୍ତା ଫେବୃଆରୀ ୧୮ ତାରିଖରୁ ଓଡ଼ିଶା ବିଧାନସଭା ଅଧିବେଶନ ଆରମ୍ଭ ହେବ । କରୋନା ସ୍ଥିତି କୋହଳ ହୋଇଥିବାରୁ ବିଧାନସଭାରେ କଟକଣା ମଧ୍ୟ କୋହଳ ରହିବ। ଚଳିତ ଥର ପ୍ରଶ୍ନକାଳ ରହିବ । ଏଥର ମୋଟ୍ ୩୧…
Read More...

ମୃଦୁ ପାନୀୟ କମ୍ପାନୀରେ ଚଢାଉ

ଭୁବନେଶ୍ୱର,୨ ।୨: କଟକ ଓ ଭୁବନେଶ୍ୱର ବ୍ୟତିତ ରାଜ୍ୟର ବିଭିନ୍ନ ସହରରେ ନକଲି ଦ୍ରବ୍ୟ ଠାବ କରାଯାଉଛି । ଏହାରି ମଧ୍ୟରେ ଆଜି ନକଲି ମୃଦ୍ୟୁ ପାନୀୟ କମ୍ପାନୀ ଉପରେ ପୋଲିସ ଚଢାଉ କରିଛି । ଏହି ଘଟଣା ଭୁବନେଶ୍ୱର…
Read More...

ଆରମ୍ଭ ହେବ ୟୁଜି, ପିଜି କ୍ଲାସ, ଜାଣନ୍ତୁ କେବେ ?

ଭୁବନେଶ୍ୱର,୨ ।୨: କଲେଝ ପଢୁଆ ଯୁବକ, ଯୁବତୀମାନଙ୍କ ପାଇଁ ଆସିଛି ଖୁସି ଖବର । ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବାକୁ ଯାଉଛି ପିଜି ପାର୍ଟ-୧ କ୍ଲାସ । ୟୁଜି ଦ୍ୱିତୀୟ ବର୍ଷ ପାଠପଢା ମଧ୍ୟ ୧୦ ତାରିଖରୁ ଆରମ୍ଭ ହେବ । କ୍ଲାସ…
Read More...

ପୁଣି ଲେଉଟିଲା ଶୀତ: ୧୦ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା

ଭୁବନେଶ୍ୱର, ୨ା୨ : ପାରଦ କମୁଛି, ଫଳରେ ରାଜ୍ୟରେ ଶୀତର ପ୍ରକୋପ ଧିରେ ଧିରେ ବଢ଼ିବାରେ ଲାଗିଛି । କିଛିଦିନର ନିରବତା ପରେ ପୁଣି ଫେରିଛି ଶୀତ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ…
Read More...

ଦୁଇ ବର୍ଷ ହେଲା ବିଲ ପୈଠ ବିଳମ୍ବକୁ ନେଇ ବ୍ଲକ ସଂମ୍ମୁଖରେ ଅନଶନ

କଳାହାଣ୍ଡି, ବୁଦ୍ଧେଶ୍ୱର ଚୌଧୁରୀ : ଜିଲ୍ଲାର ଏମ ରାମପୁର ବ୍ଲକ ସଂମ୍ମୁଖରେ ଆମରଣ ଅନଶନ l ଗତ 2ବର୍ଷ ହେଲା ବ୍ଲକ ଅଧୀନରେ ହୋଇ ଥିବା ଏକ ଖଳା କାମର ବିଲ ପଇଠରେ ବିଳମ୍ବକୁ ନେଇ ନୁନପୁର ଗାଁର ହଳଧର ରଣା ନାମକ ବ୍ୟକ୍ତି…
Read More...

କରୋନା କାଳରେ ସ୍ୱାସ୍ଥ୍ୟ, ରେଳ, ଶିକ୍ଷା ଓ ବ୍ୟାଙ୍କ ପାଇଁ କ’ଣ ରହିଛି କେନ୍ଦ୍ର ବଜେଟ୍?

ନୂଆଦିଲ୍ଲୀ, ୧ା୨ : ସଂସଦରେ ୨୦୨୧-୨୨ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । ଏହି ବଜେଟରେ ପିଏମ ଆତ୍ମନିର୍ଭର…
Read More...

ବରିଷ୍ଠ ନାଗରିକଙ୍କ ପାଇଁ ଟିକସ କ୍ଷେତ୍ରରେ ବଡ ରିହାତି

ନୂଆଦିଲ୍ଲୀ, ୧ା୨ : ସଂସଦରେ ୨୦୨୧-୨୨ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟରେ ବରିଷ୍ଠ ନାଗରିକମାନଙ୍କ ପାଇଁ ବଡ ଘୋଷଣା ହୋଇଛି । ବରିଷ୍ଠ ନାଗରିକଙ୍କ ପାଇଁ ଟିକସ…
Read More...

ବଜେଟ୍ ୨୦୨୧-୨୨ : ଚାଷୀଙ୍କ ପାଇଁ ବଡ ଘୋଷଣା

ନୂଆଦିଲ୍ଲୀ, ୧ା୨ : ସଂସଦରେ ୨୦୨୧-୨୨ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟରେ ଚାଷୀଙ୍କ ଉନ୍ନତି ପାଇଁ ବଡ ଘୋଷଣା ହୋଇଛି । ନିର୍ମଳା ସୀତାରମଣ ବଜେଟ୍…
Read More...

କଟକ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ, ୧ା୨ : କଟକ ଜିଲ୍ଲା ବିଜୁ ପଟ୍ଟନାୟକ ଛକ ଘରୋଇ ହସ୍ପିଟାଲରେ ଆଜି ଅଗ୍ନିକାଣ୍ଡ ଘଟିଛି । ତୁଳସୀପୁର ସ୍ଥିତ ‘ସନ୍ ହସ୍ପିଟାଲ’ରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିଥିବା ହସ୍ପିଟାଲ ଉପର ମହଲାରୁ ପ୍ରବଳ ଧୂଆଁ…
Read More...

୨୦୨୧-୨୨ କେନ୍ଦ୍ର ବଜେଟ୍, ଜାଣନ୍ତୁ ୧୦ଟି ବଡ ଘୋଷଣା

ନୂଆଦିଲ୍ଲୀ, ୧ା୨ : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସଂସଦରେ ଆଜି ସାଧାରଣ ବଜେଟ୍ ଆଗତ ହୋଇଛି । ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମଥର ପାଇଁ ଟ୍ୟାବରେ ପଜେଟ୍…
Read More...