ମୁନିଗୁଡା ପୋଲିସକୁ ମିଳିଛି ସଫଳତା : 55 କିଲୋ ଗଞ୍ଜେଇ ସହ ଦୁଇ ଵିହାରି ବାଵୁ ଗିରଫ

ରାୟଗଡା, ସତ୍ୟନାରାୟଣ ସାହୁ : ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ଗତ କାଲି ଦିନ ଦୁଇଟା ସମୟରେ ଟିକରପଡା ଟିଡିସିସି ନିକଟରେ 55 କିଲୋ ଗଞ୍ଜେଇ ଧରିଵା ସହ ଦୁଇଜଣଙ୍କୁ ଗିରଫ କରିଥିବା ଆଇ ଆଇ ସି ସୁଜ୍ଞାନୀ ସାହୁ ପ୍ରକାଶ…
Read More...

ବଢିଲା ମାଟ୍ରିକ ଫର୍ମପୂରଣ ଅବଧି

ଭୁବନେଶ୍ୱର,୩ ।୨: ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣର ସମୟ ସୀମା ବଢିଛି । ଫେବ୍ରୁଆରୀ ୧୦ ମଧ୍ୟରାତ୍ରି ଯାଏଁ ଛାତ୍ରଛାତ୍ରୀମାନେ ଫର୍ମପୂରଣ କରିପାରିବେ । ମାଟ୍ରିକ ପିଲାଙ୍କ ଫର୍ମପୂରଣ ଅବଧି ବଢାଇଛନ୍ତି ରାଜ୍ୟ…
Read More...

ଝରାଫୁଲ ମାମଲା: OYO ରୁମରେ ଅଭିଯୁକ୍ତ ରାକେଶ, ସାମ୍ନାକୁ ଆସିପାରେ ମୃତ୍ୟୁର ରହସ୍ୟ

ଭୁବନେଶ୍ୱର,୩ ।୨: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ କୁଆଖିଆ ପୋଲିସର ତନାଘନା ଜାରି ରଖିଛି । ଏହି ମାମଲାରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ରିମାଣ୍ଡରେ ନେଇ ତଦନ୍ତ ଚାଲିଛି ।…
Read More...

ପ୍ରଦୀପ ପାଣିଗ୍ରାହୀ ମାମଲା: ତଦନ୍ତ କରିପାରିବନି ଭିଜିଲାନ୍ସ

ଭୁବନେଶ୍ୱର,୩ ।୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗାହୀଙ୍କ ବିରୋଧରେ ହୋଇଥିବା ମାମଲାରେ ତଦନ୍ତ କରିପାରିବନି ଭିଜିଲାନ୍ସ । ଲୋକାୟୁକ୍ତଙ୍କ ତଦନ୍ତ ଆଦେଶକୁ ଆଜି ଖାରଜ କରିଛନ୍ତି ହାଇକୋର୍ଟ । ଫଳରେ ବିଧାୟକ ପ୍ରଦୀପ…
Read More...

ଆଇଟିଆଇ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ

ଭୁବନେଶ୍ୱର,୩ ।୨: ଆଇଟିଆଇ ଛାତ୍ରାଛାତ୍ରୀମାନଙ୍କର ପାଇଁ ଆସିଛି ଖୁସି ଖବର । ରାଜ୍ୟର ସରକାରୀ ଆଇଟିଆଇ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ୯ ମାସର ହଷ୍ଟେଲ ଫି’ ଛାଡ କରିବାକୁ…
Read More...

ଏଣିକି ଅଫିସରେ ଦିଆଯିବ କରୋନା ଟିକା

ଭୁବନେଶ୍ୱର,୩ ।୨: ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ ପରେ ଏଣିକି ସମ୍ମୁଖ ଯୋଦ୍ଧାଙ୍କୁ ସେମାନଙ୍କ ଅଫିସରେ କରୋନା ଟିକା ଦିଆଯିବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା…
Read More...

ଝରାଫୁଲ ମୃତ୍ୟୁ ମାମଲା : ଡେମୋ ଦେଖାଇଲା ରାକେଶ

ଭୁବନେଶ୍ୱର, ୨ା୨ : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ କୁଆଖିଆ ପୋଲିସର ତନାଘନା ଜାରି ରଖିଛି । ଏହି ମାମଲାରେ ଅଭିଯୁକ୍ତ ରାକେଶ ସ୍ବାଇଁକୁ ଯାଜପୁରର ମୂଳାପାଳକୁ ନେଇଛି ।…
Read More...

ପିପିଲି ପାଇଁ ଚାଲିଛି ବିଜେଡ଼ିର ପ୍ରାର୍ଥୀ ଖୋଜା

ପିପିଲି, ୨।୨ : ପିପିଲି ଉପନିର୍ବାଚନ ପାଇଁ ରାଜନୀତିରେ ଛକାପଞ୍ଝା ଆରମ୍ଭ ହୋଇସାରିଛି । ଏହାରି ମଧ୍ୟରେ ପିପିଲି ଉପନିର୍ବାଚନ ପାଇଁ ସଜବାଜ ହେବାରେ ଲାଗିଛି ବିଜେଡି । ବିଜେଡି ପକ୍ଷରୁ ନିର୍ବାଚନ ପର୍ଯ୍ୟବେକ୍ଷକ…
Read More...

ମେ’୪ରୁ ସିବିଏସଇ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ,୨ ।୨: ସିବିଏସଇ ବୋର୍ଡ ଦ୍ୱାରା ମଙ୍ଗଳବାରକୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ସୂଚୀ ଜାରି ହୋଇଛି । ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ’ ୪ରୁ ଆରମ୍ଭ ହେବ । ପରୀକ୍ଷା ସୂଚୀ ନେଇ କେନ୍ଦ୍ର…
Read More...

ଓଡିଶା FC ମୁଖ୍ୟ କୋଚ୍ ବହିଷ୍କୃତ

ଭୁବନେଶ୍ୱର,୨ ।୨: ଆଇଏସଏଲରେ ଓଡିଶା ଫୁଟବଲ କ୍ଲବର ମୁଖ୍ୟ କୋଚ ବହିଷ୍କୃତ ହୋଇଛନ୍ତି । କୋଚ୍ ଷ୍ଟୁଆର୍ଟ ବାକ୍ସଟରଙ୍କ ସହ ଚୁକ୍ତି ବାତିଲ କରିଛି ଓଡିଶା ଏଫସି । ମ୍ୟାଚ ରେଫରୀଙ୍କ ନିଷ୍ପତ୍ତି ନେଇ ଅଶାଳୀନ ମନ୍ତବ୍ୟ…
Read More...