ଓଟିଟି, ଡିଜିଟାଲ ମିଡିଆ ପାଇଁ ଆସିଲା ଗାଇଡଲାଇନ୍
ନୂଆଦିଲ୍ଲୀ,୨୫ ।୨: ଦେଶରେ ଓଟିଟି ଓ ଡିଜିଟାଲ ମିଡିଆ ପାଇଁ ଆସିଛି କେନ୍ଦ୍ରର ଗାଇଡଲାଇନ୍ । ଗାଇଡଲାଇନ୍ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ସେ କହିଛନ୍ତି ଯେ, ‘ସୋସିଆଲ ମିଡିଆକୁ ଭାରତରେ ସ୍ୱାଗତ । ସୋସିଆଲ ମିଡିଆ ଅପବ୍ୟବହାର…