Browsing Category

ଓଡ଼ିଶା

କାଳ ବୈଶାଖୀ ପାଇଁ ୨୪ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସଂପ୍ରତି ସମଗ୍ର ରାଜ୍ୟରେ ଦିନବେଳା ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଜାରି ରହିଛି। ତେବେ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଝଡ଼ ପବନର ସମ୍ଭାବନା…
Read More...

ଓଡ଼ିଶା ଆସିବେ ନଡ୍ଡା, ଶାହା

ଭୁବନେଶ୍ୱର : ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବିଜେପିର ମହା ଜନସଂପର୍କ କାର୍ଯ୍ୟକ୍ରମରେ ସେମାନେ ଯୋଗଦେବେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି…
Read More...

ଆଜିଠୁ ବିଜେପିର ଜନ ସମ୍ପର୍କ ଅଭିଯାନ

ଭୁବନେଶ୍ବର : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଆଜିଠାରୁ ବିଜେପିର ମହା ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ଜୁନ୍‌ ୩୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି…
Read More...

ଚାକିରିରେ ଥାଇ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ

ଭୁବନେଶ୍ବର: ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହି ନିଷ୍ପତ୍ତି…
Read More...

ନୀତି ଆୟୋଗକୁ ଗଲେ ନାହିଁ ନବୀନ

ଭୁବନେଶ୍ୱର :  ନୂଆଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ଅଷ୍ଟମ ବୈଠକରେ ଯୋଗ ଦେଇନାହିଁ ଓଡ଼ିଶା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ଟ୍ରକ ଧକ୍କାରେ ଶିଶୁ ମୃତ ପ୍ରତିବାଦରେ ରାସ୍ତା ରୋକ

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ର ପୁରୁଣା ଷ୍ଟେଟ ବ୍ୟାଙ୍କ ନିକଟରେ ଟ୍ରକ ଧକ୍କାରେ ଘଟଣାସ୍ଥଳରେ ଶିଶୁ ମୃତ ବାପା ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି । ଏହି ଘଟଣା ଘଟିଛି…
Read More...

ପୋଲିସ ଭ୍ୟାନ ନିୟନ୍ତ୍ରଣ ହରାଇବାରୁ ୩ପୋଲିସ କର୍ମଚାରୀ ଆହତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବା ମେବାରି ଥାନ। ଅନ୍ତର୍ଗତ ନାମ୍ବିର। ଠାରେ ପୋଲିସ ଭ୍ୟାନ ନିୟନ୍ତ୍ରଣ ହରାଇବାରୁ ୩ପୋଲିସ କର୍ମଚାରୀ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି ।ମିଳିଥିବା ସୂଚନା ରୁ ଜଣାପଡିଛି ଯେ,ଶୁକ୍ରବାର…
Read More...

ରାଜ୍ୟରେ ବାଘ ଓ ହାତୀ ଗଣିବେ ସରକାର

ଭୁବନେଶ୍ୱର:ଏଣିକି ରାଜ୍ୟ ସରକାର ନିଜସ୍ୱ ପ୍ରଚେଷ୍ଟାରେ ବାଘ ଓ ହାତୀ ଗଣନା କରିବେ । ଆଉ କେନ୍ଦ୍ର ସରକାରଙ୍କ ସଂସ୍ଥା ଉପରେ ନିର୍ଭର ନକରି ଓଡ଼ିଶାର ଜଙ୍ଗଲରେ ରହୁଥିବା ବାଘ ଓ ହାତୀ ଗଣନା କାର୍ଯ୍ୟ ନିଜସ୍ୱ ଖର୍ଚ୍ଚରେ…
Read More...

ଜାଣନ୍ତୁ କାହାକୁ କେଉଁ ବିଭାଗ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ ହୋଇଛି । ଏହି କ୍ରମରେ ପୂର୍ବ ସୂଚୀ ମୁତାବକ ସୋମବାର ଲୋକସେବା ସମ୍ମିଳନୀ କକ୍ଷରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ଆଜି ୩ ଜଣ ନୂଆ କ୍ୟାବିନେଟ…
Read More...

କାଲି ଶପଥ ନେବେ ନୂଆ ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୯ଟା ୫୦ରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶପଥ ନେବେ ନୂଆ ମନ୍ତ୍ରୀ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଜାରି ହୋଇଛି। ତେବେ ନୂଆ ମନ୍ତ୍ରୀମାନଙ୍କ ନାମ ଏଯାଏ ସ୍ପଷ୍ଟ…
Read More...