Browsing Category

ଓଡ଼ିଶା

ଖରାଦିନେ ଲେମ୍ବୁପାଣିର ଫାଇଦା

ଲେମ୍ବୁ ପାଣିର ଉପକାରିତା ବିଷୟରେ ପ୍ରାୟ ଅଳ୍ପବହୁତ ସମସ୍ତଙ୍କୁ ଜଣା। ଉଭୟ ଥଣ୍ଡା ଓ ଗରମ ପାଣିରେ ଲେମ୍ବୁ ମିଶାଇ ତାହାକୁ ପିଆ ଯାଇପାରେ। ସମସ୍ତେ ଏହି ଋତୁକୁ ଘୃଣା କରୁଥିଲେ ବି ଏହି ପାଗରେ ଆମ୍ବ, ଲେମ୍ବୁ, ତରଭୁଜ…
Read More...

ଓବିସି ସଂରକ୍ଷଣରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଓବିସି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କାଉଣ୍ଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓବିସି ଓ ଏସଇବିସି ବର୍ଗକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ…
Read More...

ଭିସୁଟ ଛାତ୍ରାବାସ ରୁ ହଟିଲା କଣ୍ଟେନମେଣ୍ଟ ଯୋନ

ସମ୍ବଲପୁର, ତୁସବନ୍ତ ଯୋଶୀ, ବୁର୍ଲା ଭିସୁଟ କୁ ରାଜ୍ୟ ସରକାର କରୋନା ମୁକ୍ତ ବୋଲି ଘୋଷଣା କରିବା ପରେ ଆଜି ଠାରୁ ଭିସୁଟ ଉପରେ ଲାଗୁ କରାଯାଇଥିବା କଣ୍ଟେନମେଣ୍ଟ ଯୋନ କୁ ହଟାଇ ଦିଆଯାଇଛି । ତେବେ ଆସନ୍ତା ଏକ ସପ୍ତାହ…
Read More...

ପରକୀୟା ପ୍ରୀତି! ସ୍ତ୍ରୀକୁ ନିର୍ଘାତ ପିଟିବାରୁ ବୁଡିଲା ଚେତା, ମୃତ ଭାବି ଆତ୍ମହତ୍ୟା କଲେ ସ୍ୱାମୀ

ଭୁବନେଶ୍ୱର,୩ ।୩: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗାଁରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ପତ୍ନୀଙ୍କୁ ନିସ୍ତୁକ ମାରିବା ପରେ ଫ୍ୟାନରେ ଝୁଲିପଡିଛନ୍ତି ସ୍ୱାମୀ । ନିର୍ଘାତ ମାଡରେ ପତ୍ନୀ ମରିଗଲେ…
Read More...

ଅଞ୍ଜନା ଗଣଦୁଷ୍କର୍ମ ମାମଲା: ଟିଆଇ ପରେଡ ପ୍ରକ୍ରିୟା ଆରମ୍ଭ

ଝାରପଡା: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଟିଆଇ ପରେଡ ପ୍ରକ୍ରିୟା ଆରମ୍ଭ ହୋଇଛି । ଝାରପଡା ଜେଲ ପରିସରରେ ଅଭିଯୁକ୍ତ ବିବନର ଟିଆଇ ପରେଡ ଆରମ୍ଭ…
Read More...

ସ୍କୁଲ ଭିତରେ ଗଣ୍ଡଗୋଳକୁ ନେଇ ଛୁରାମାଡ

ଭଞ୍ଜନଗର : ସ୍କୁଲ ଭିତରେ ୨ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ହୋଇଛି ଛୁରାମାଡ । ଗଞ୍ଜାମ ଥାନା ଗାଙ୍ଗପୁର ବଡବୋରସିଙ୍ଗ ଗାଁ ନୋଡାଲ ସ୍କୁଲରେ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଥଟ୍ଟାମଜାରୁ ଦଶମ…
Read More...

ଶିମିଳିପାଳ ଜଙ୍ଗଲରେ ନିଆଁ ଲିଭାଉଛନ୍ତି ହଜାରରୁ ଉର୍ଦ୍ଧ କର୍ମଚାରୀ

ଭୁବନେଶ୍ୱର : ଗତ ୩ ଦିନ ଧରି ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବାକୁ ଉଦ୍ୟମ ଜାରି ରହିଛି । ନିଆଁଲିଭା କାର୍ଯ୍ୟରେ ୧ ହଜାରରୁ ଉର୍ଦ୍ଧ କର୍ମଚାରୀ ଲାଗିଛନ୍ତି । ୮ ଶହ ବନ କର୍ମଚାରୀ ଓ ୨୫୦ ଜଙ୍ଗଲ ଜଗୁଆଳ…
Read More...

ବିଜୁ ଜୟନ୍ତୀରେ ବିଜେଡିର ସାଇକେଲ ଯାତ୍ରା

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୫ରେ ବିଜୁବାବୁ ଜୟନ୍ତୀ ଅବସରରେ ରାଜ୍ୟବ୍ୟାପୀ ସାଇକେଲ ଶୋଭାଯାତ୍ରା କରିବ ବିଜେଡି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ…
Read More...

ସ୍କର୍ଫିଓ ବାଇକ ମୁହାଁ ମୁହିଁ ଧକ୍କା, ୨ ଗୁରୁତର

ଢେଙ୍କାନାଳ, ନିହାର ରଞ୍ଜନ ସାହୁ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁମୁସି ପାଣିଗେଙ୍ଗୁଟିଆ ପୂର୍ତ୍ତବିଭାଗ ରାସ୍ତାର ଗେଙ୍ଗୁଟିଆ କାଜୁ ଜଙ୍ଗଲ ନିକଟରେ ସ୍କର୍ଫିଓ ବାଇକ ମୁହାଁ ମୁହିଁ ଧକା। ଫଳରେ ବାଇକରେ ବସିଥିବା…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୄତ୍ୟୁ, ଜଣେ ଗୁରୁତର

ସମ୍ବଲପୁର, ତୁସବନ୍ତ ଯୋଶୀ : ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ବରେଇପାଲି ପେଟ୍ରୋଲପମ୍ପ  ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୄତ୍ୟୁ ଘଟିଥିବା ବେଳେ ଜଣେ…
Read More...