Browsing Category

ଓଡ଼ିଶା

ଭିଜିଲାନ୍ସ ଜାଲରେ ହିନ୍ଦୋଳ ଏସଡିପିଓ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ପୋଲିସ ଏସଡିପିଓ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତିରିଶ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ବିଭାଗ।…
Read More...

ଘରୁ ଲୁଟି ନେଲେ ଲକ୍ଷ୍ୟା ଧିକ ଟଙ୍କା ଓ ସୁନା ଗହଣା

ଭୁବନେଶ୍ବର: ରାଜଧାନୀରେ ଲୁଟେରା ରାଜ । ପୁଣି ଏକ ଲୁଟ । ଝରକା ତାଡି ଲୁଟି ନେଲେ ୧୦ ଲକ୍ଷ ଟଙ୍କାର ଗହଣା । ଜାଗମରା କ୍ରିଷ୍ଣା ଗାର୍ଡନ ଫେଜ-୧ରୁ ହୋଇଛି ଚୋରି । ଅଭିଯୋଗ ଅନୁସାରେ, ଜାଗମରା ଅଞ୍ଚଳର ମାନିନୀ…
Read More...

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ପୁରୀ ପୌର ସଦନରେ ପ୍ରସ୍ତୁତି ବୈଠକ ବସିଛି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ଏଥିରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ…
Read More...

ମହା ପ୍ରଭଙ୍କ ସ୍ନାନ ଯାତ୍ରା ପାଇ ସ୍ନାନ ପଣ୍ଡପକୁ କରାଯାଉଛି ପ୍ରସ୍ତୁତ

ପୁରୀ: ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପୂର୍ବରୁ ମରାମତି ହେବ ସ୍ନାନ ମଣ୍ଡପ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା କୁ ପରାମର୍ଶ ଦିଆଯାଇଛି। ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ…
Read More...

ଜୁନ୍‌ରେ ରାଜ୍ୟରେ ହେବ ଅଧିକ ବର୍ଷା

ଭୁବନେଶ୍ୱର : ଚଳିତ ବର୍ଷ ଜୁନ ମାସରେ ରାଜ୍ୟରେ ସ୍ବଭାବିକ ଠାରୁ ଅଧିକ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଇଏମ୍‌ଡ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,…
Read More...

ନାମାଙ୍କନ ଭରିଲେ ୪ ବିଜେଡି ପ୍ରାର୍ଥୀ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ପ୍ରକ୍ରିୟା । ନାମାଙ୍କନ ଭରିଛନ୍ତି ୪ ବିଜେଡି ପ୍ରାର୍ଥୀ । ସୁଲତା ଦେଓ, ମାନସ ମଙ୍ଗରାଜ, ନିରଞ୍ଜନ ବିଶି ଓ ସସ୍ମିତ ପାତ୍ର ବିଧାନସଭା ପ୍ରକୋଷ୍ଠରେ…
Read More...

ବ୍ରଜରାଜନଗର ଉପନିର୍ବାଚନ, ଦିନ ୩ଟା ସୁଦ୍ଧା ୫୭% ମତଦାନ

ଭୁବନେଶ୍ୱର :  ଆଜି ଭୋଟ ଦେଉଛି ବ୍ରଜରାଜନଗର  । ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଆଜି ମତଦାନ ଚାଲିଛି  ।  । ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ମତଦାନର ସମୟ ରହିଛି  । ଦିନ ୩ଟା ସୁଦ୍ଧା ୫୭ ପ୍ରତିଶତ…
Read More...

ଓଡିଶା ଡ୍ରାଇଭର ମହାସଂଘ ତରଫରୁ ସାଧାରଣ ସଭା ଅନୁଷ୍ଠିତ

ବଣେଇ(ସନ୍ତୋଷ କୁମାର ଅଟୀ) : ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଗତକାଲି ସ.ବଲାଙ୍ଗ ଠାରେ ବଣେଇ ଡ୍ରାଇଭର ସଂଘ ଆହ୍ୱାନ କ୍ରମେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ ଜିଲ୍ଲା ଡ୍ରାଇଭର ମହାସଂଘର…
Read More...

ଭୋଟ ଦେଲେ ରାଧାରାଣୀ

ଭୁବନେଶ୍ୱର: ବ୍ରଜରାଜନଗରର ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ନିଜର ମତ ସାବ୍ୟସ୍ତ କରିଛନ୍ତି । ବୁଥ୍‌ ନଂ ୨୦୯ ଓ.ପି.ଏମ୍‌ ବାଳିକା ଉଚ୍ଚ ବିଦ୍ୟାଳୟରେ ଭୋଟ ଦେଇଛନ୍ତି ରାଧାରାଣୀ । ଭୋଟର ମାନଙ୍କ ସହ ଧାଡିରେ ଛିଡ଼ା…
Read More...

ଜୁନ୍‌ ୪ରେ ଦୁଲୁକିବ ଆରଡି ପୀଠ

ଚାନ୍ଦବାଲି: ପାଖେଇ ଆସୁଛି ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣୀଙ୍କ ଶିବ ବିବାହ ଉତ୍ସବ। ଆଉ ୩ ଦିନ ପରେ ଦେବ ଦେବ ମହାଦେବ ସାଜିବେ ବର ଆଉ ମାତା ପାର୍ବତୀ କନିଆ। ଏଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତ ମାନଙ୍କ…
Read More...