Browsing Category

ଓଡ଼ିଶା

ଚାରି ଛୁଆକୁ ଛାଡି ମାଆ ଫେରାର

ରେଢାଖୋଲ : ଅଗ୍ନିକୁ ସାକ୍ଷୀ ରଖି ସାତଜନମ ପାଇଁ ଦୁହେଁ ଦୁହିଁଙ୍କୁ କଥା ଦେଇଥିଲେ ଜୀବନ ସାଥି ହେବା ପାଇଁ । ଦୀର୍ଘ ୧୩ବର୍ଷ ଧରି ୪ଟି ସନ୍ତାନକୁ ନେଇ ସଂସାର ଗଢିଲେ ଏକାଠି । ସବୁ କିଛି ଠିକ୍‌ଠାକ୍ ଚାଲିଥିବା ବେଳେ…
Read More...

ହାଇସିକ୍ୟୁରିଟି ନମ୍ବର ପାଇଁ ଅନ୍‌ଲାଇନ୍‌ ସେବା

କଟକ : ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟତାମୂଳକ ନିୟମ ପରେ ଏବେ ବୁକିଂ ପାଇଁ ଅନ୍‌ଲାଇନ୍‌ ସେବା ଆରମ୍ଭ । ପୁରୁଣା ଗାଡ଼ିର ହାଇ ସିକ୍ୟୁରିଟି ନମ୍ବର(ଏଚ୍‌ଏସ୍‌ଆର୍‌ପି) ଓ ରଂଗୀନ ଷ୍ଟିକର୍‌ଯୁକ୍ତ( କଲର୍‌…
Read More...

ଜୁନ୍‌ ୧ରୁ ବଢିବ ଛେନା ଓ ପନିର ଦାମ୍

ଭୁବେନଶ୍ୱର : ଜୁନ୍‌ ୧ରୁ ବଢିବ ଛେନା ଓ ପନିର ଦାମ୍।  ପହିଲାରୁ ରାଜଧାନୀ ଭୁବନେଶ୍ୱରରେ  ଛେନା ଓ ପନିର ଦାମ୍‌ ବୃଦ୍ଧି ପାଇବ।  ଛେନା କିଲୋ ପିଛା  ୧୮୦ ଟଙ୍କା ଏବଂ  ପନିର୍‌ କିଲୋ ପିଛା  ୨୫୦ ଟଙ୍କାରେ ବିକ୍ରି ହେବ।…
Read More...

ଜଗନ୍ନାଥଙ୍କ ଦର୍ଶନ କଲେ ମାନସ ମଙ୍ଗରାଜ

ପୁରୀ: ନାମାଙ୍କନ ଦାଖଲ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ପ୍ରାର୍ଥୀ ମାନସ ମଙ୍ଗରାଜ । ସପରିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ପୁରୀରେ ପହଞ୍ଚିବା ପରେ…
Read More...

ବ୍ରଜରାନଗରେ ଆଜି ମତଦାନ ଜାରି

Iiଝାରସୁଗୁଡ଼ା : ବ୍ରଜରାଜନଗର ଉପନିର୍ବାଚନ ଲାଗି ଆରମ୍ଭ ହେଲା ମତଦାନ। ଆଜି ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏହି ନିର୍ବାଚନମଣ୍ଡଳୀ‌ର ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର୍‌ ମତଦାନ କରିବେ। ଆଜି ସକାଳ ୭…
Read More...

ଟଙ୍କା ଦେଲେ ମିଳୁଛି ପାସ ସାର୍ଟିଫିକେଟ

ପାଟଣା: ଟଙ୍କା ଦେଲେ ମାଟ୍ରିକ ଫେଲ ପିଲାଙ୍କୁ ମିଳୁଛି ପାସ ପ୍ରମାଣ ପତ୍ର । ଏପରିକି ତୃତୀୟ ଶ୍ରେଣୀରୁ ପ୍ରଥମ ଶ୍ରେଣୀରେ ପାସ କରିଥିବା ପ୍ରମାଣପତ୍ର ପାଇବା ପାଇଁ ୨୫ ହଜାରରୁ ୫୦ହଜାର ଟଙ୍କା ନିଆଯାଉଛି । କେବଳ…
Read More...

ଟି-୨୦ ଲାଗି କାଲିଠୁ ଅନ୍‌ଲାଇନ ଟିକେଟ୍‌ ବୁକିଂ

କଟକ ଅଫିସ : ବାରବାଟୀ ଟି-୨୦ ପାଇଁ ଆସନ୍ତା ଜୁନ୍‌ ୧ରେ ଅନ୍‌ଲାଇନରେ ଟିକେଟ୍‌ ବୁକିଂ ଆରମ୍ଭ ହେବ। ଏ ନେଇ ଓସିଏ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ଏହି ବୁକିଂ ପେଟିଏମ୍‌ ଇନ୍‌ସାଇଡର ଆପ୍‌ ଏବଂ ପେଟିଏମ୍‌…
Read More...

ନୃଶଂସ ପାଲଟିଲା ଜନ୍ମ କଳା ମାଆ

ବଲାଙ୍ଗିର: ନିଜ ଜନ୍ମିତ ଶିଶୁକୁ ମା’ କରିଦେଇଛି ଦରମରା। ପରିସ୍ଥିତି ଏମିତି ହୋଇଛି ଯେ, କୋମଳମତି ଶିଶୁଟି କଥା ମଧ୍ୟ କହିପାରୁନି। ମୁହଁ, କାନ, ନାକ ସବୁ ଫାଟି ଯାଇଛି। ପିଠିରେ ମାଡ଼ ବସି ଫୁଲି ଯାଇଛି। ବଲାଙ୍ଗିର ସହର…
Read More...

ବର୍ଷା ପାଇଁ ଏହି ସବୁ ଜିଲ୍ଲାରେ ୟେଲୋଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର :ଆସନ୍ତା ଦୁଇଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା ରହିଛି। ମଙ୍ଗଳବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜିଲାର ଗୋଟିଏ କିମ୍ବା…
Read More...

ବ୍ରଜରାଜ ନଗରରେ ଆରମ୍ଭ ହେଲା ଭୋଟ ଗ୍ରହଣ

ଝାରସୁଗୁଡ଼ା : ବ୍ରଜରାଜନଗର ଉପନିର୍ବାଚନ ଲାଗି ମଙ୍ଗଳବାର ସକାଳ ୭ରୁ ମତଦାନ ଆରମ୍ଭ ହୋଯାଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିବ। ଏନେଇ ଭୋଟର ନିଜ ନିଜ ବୁଥକୁ ଆସି ମତ ସାବ୍ୟସ୍ତ କରୁଛନ୍ତି।…
Read More...